Latest Odisha News

BREAKING NEWS

Browsing Tag

Ollywood Actress

ତମନ୍ନା ଅଭିନୀତ ତେଲୁଗୁ ଫିଲ୍ମ ‘ଭେଇ ଶୁଭାମୁଲୁ କାଲୁଗୁ ନିକୁ’ର ଟିଜର ରିଲିଜ୍‌

ଭୁବନେଶ୍ୱର: ଅଭିନେତ୍ରୀ ତମନ୍ନାଙ୍କ ଅଭିନୀତ ତେଲୁଗୁ ଫିଲ୍ମ ‘ଭେଇ ଶୁଭାମୁଲୁ କାଲୁଗୁ ନିକୁ’ର ପ୍ରଥମ ଟିଜର ରିଲିଜ ହୋଇଛି । ଟିଜରରୁ ଦର୍ଶକ ଏହି ଫିଲ୍ମଟିକୁ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି ଏହାର ପ୍ରଯୋଜକ । ତମନ୍ନାଙ୍କ ବିପକ୍ଷରେ ବିଜୟ ରାଜା ଅଭିନୟ କରିଥିବା ବେଳେ ଏହାର…

ଆଲବମ୍ ଅଭିନେତ୍ରୀ ଦୀପା ସାହୁଙ୍କ ପରଲୋକ

ଭୁବନେଶ୍ୱର : ଆଲବମ୍ ଅଭିନେତ୍ରୀ ଦୀପା ସାହୁଙ୍କର ଆଜି ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ସକାଳେ ତାଙ୍କ ଅବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଦୀପା କ୍ୟାନସରରେ ପୀଡିତ ଥିଲେ ।…

ଲକ୍ ଡାଉନରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ଅଭିନେତ୍ରୀ ଗାର୍ଗୀ

ଭୁବନେଶ୍ୱର: ଓଲିଉଡ ଅଭିନେତ୍ରୀ ଗାର୍ଗୀ ମହାନ୍ତିଙ୍କର ଗତକାଲି ବିବାହ ଅନୁଷ୍ଠିତ ହୋଇଛି । ଭୁବନେଶ୍ୱରର ଏକ ହୋଟେଲରେ ଗାର୍ଗୀ ନିଜ ପିଲା ଦିନର ସାଙ୍ଗ ରବୀନ୍ଦ୍ର ପାଢୀଙ୍କୁ ବିବାହ କରିଛନ୍ତି । ଲକ୍ ଡାଉନ ଚାଲିଥିବାକୁ ଦୁଇ ପରିବାରର ସଦସ୍ୟଙ୍କ ସମେତ ଅଳ୍ପ କିଛି ବନ୍ଧୁ ଏହି ବିବାହରେ ସାମିଲ…

ଲକ୍‌ଡାଉନ ଡାଏରୀ: ଅଭିନେତ୍ରୀ ତମନ୍ନାଙ୍କୁ ସୁଯୋଗ ମିଳିଛି ପରିବାର ସହ ସମୟ ବିତାଇବା ପାଇଁ

ଭୁବନେଶ୍ୱର : କରୋନା ମହାମାରୀ ଯୋଗୁଁ ସାରା ଦେଶ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛି । କିନ୍ତୁ ଅନେକଙ୍କ ମତରେ ଏହି ଲକ ଡାଉନ ତାଙ୍କୁ ଅନେକ ଜିନିଷ ଦେଇଛି । ଯେମିତି ନିଜ ସମ୍ପର୍କୀୟଙ୍କ ସହ ସାଙ୍ଗସାଥୀଙ୍କ ସହ ସମ୍ପର୍କ ବୃଦ୍ଧି କରିବାରେ । ତେବେ ଏହି ଲକ୍ ଡାଉନରେ କିଏ କେମିତି କଟାଉଛନ୍ତି…