Latest Odisha News

BREAKING NEWS

ତମନ୍ନା ଅଭିନୀତ ତେଲୁଗୁ ଫିଲ୍ମ ‘ଭେଇ ଶୁଭାମୁଲୁ କାଲୁଗୁ ନିକୁ’ର ଟିଜର ରିଲିଜ୍‌

ଭୁବନେଶ୍ୱର: ଅଭିନେତ୍ରୀ ତମନ୍ନାଙ୍କ ଅଭିନୀତ ତେଲୁଗୁ ଫିଲ୍ମ ‘ଭେଇ ଶୁଭାମୁଲୁ କାଲୁଗୁ ନିକୁ’ର ପ୍ରଥମ ଟିଜର ରିଲିଜ ହୋଇଛି । ଟିଜରରୁ ଦର୍ଶକ ଏହି ଫିଲ୍ମଟିକୁ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି ଏହାର ପ୍ରଯୋଜକ ।
ତମନ୍ନାଙ୍କ ବିପକ୍ଷରେ ବିଜୟ ରାଜା ଅଭିନୟ କରିଥିବା ବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ରାମସ୍ ରାଠୋର ।

ଓଲିଉଡରେ ନିଜ କ୍ୟାରିଅର ଆରମ୍ଭ କରିଥିବା ବ୍ରହ୍ମପୁରର ଝିଅ ତମନ୍ନା ବହୁ ଆଗ ଧାଡିର ଅଭିନେତାଙ୍କ ସହ କାମ କରିଛନ୍ତି । ‘ତାଙ୍କ ଅଭିନୀତ ‘ଲକିର ଲକଡାଉନ’, ‘ଭାଇନା କଣ କଲା ସେ’, ‘ପ୍ରେମକୁମାର’, ‘ନିର୍ଝୁମ ରାତିର ସାଥୀ’, ‘ପ୍ରେମ ତୋର ନଟି ନଟି’ରେ ସେ ତାଙ୍କ ଅଭିନୟର ଯାଦୁ ଦେଖାଇ ସାରିଛନ୍ତି ।

Leave A Reply

Your email address will not be published.