Latest Odisha News

BREAKING NEWS

Browsing Tag

Ollywood Film

ସରିଲା ଶୁଭ ମହୁରତ, ସୁଟିଂ ଫ୍ଲୋରରେ ଫିଲ୍ମ “ତୋ ନା ର ମାନେ ହଁ”

ଭୁବନେଶ୍ୱର: ଧୀରେଧୀରେ ଓଲିଉଡରେ ଭିଡ ଜମିବାରେ ଲାଗିଛି । କିଛି ଫିଲ୍ମ ରିଲିଜ୍ ଅପେକ୍ଷାରେ ଥିବାବେଳେ ଆଉ କିଛି ପାଇପ୍ ଲାଇନରେ ରହିଛି । ଏହି ଧାରାରେ ଅପକମିଂ ଫିଲ୍ମ “ତୋର ନା ର ମାନେ ହଁ” ମଧ୍ୟ ସାମିଲ ହୋଇଛି । ନିକଟରେ ଏହି ଫିଲ୍ମର ଶୁଭ ମହୁରତ ସରିଥିଲାବେଳେ ଆସନ୍ତା ବର୍ଷ ରିଲିଜ୍…

ଖୁବଶୀଘ୍ର ଆସୁଛି ଓଡିଆ ଫିଲ୍ମ “ସାଥୀ ତୁ ମୋର ଜନ୍ମ ଜନ୍ମର”

ଭୁବନେଶ୍ୱର: କରୋନା ମହାମାରୀର ଲଗାତାର ଦ୍ୱିତୀୟ ଲହର ପରେ ବି ଭାଙ୍ଗିପଡିନି ଓଲିଉଡ ଜଗତ । ଏ କଥା ସତ ଯେ କଳାକାରଙ୍କ ଦୁରାବସ୍ଥା ସହ ଜଡିତ ଅନେକ ଘଟଣା ସାମ୍ନାକୁ ଆସିଥିଲା । ହେଲେ ଏବେ ପୁଣିଥରେ କଳାକାରମାନେ ଅଣ୍ଟା ସଳଖି ସାମ୍ନାକୁ ଆସିବାକୁ ପ୍ରସ୍ତୁତ ହେଉଛନ୍ତି । ଖୁବଶୀଘ୍ର ନିର୍ମାଣ…

ଆସୁଛି ଅମ୍ଳାନ୍‌ଙ୍କ “ଲାଗେ ପ୍ରେମ ନଜର”

ଭୁବନେଶ୍ୱର: ନୂଆ ପ୍ରଡକ୍ସନ୍ କମ୍ପାନୀ, ନୂଆ ପ୍ରଯୋଜକ । ସାଥିରେ ଷ୍ଟାରକାଷ୍ଟ କେମିଷ୍ଟ୍ରୀ ବି ନୂଆ । କିଛି ଏପରି କମ୍ବିନେସନ୍ ନେଇ ଖୁବଶୀଘ୍ର ଦର୍ଶକଙ୍କ ସାମ୍ନାକୁ ଆସିବ ଓଡିଆ ଫିଲ୍ମ “ଲାଗେ ପ୍ରେମ ନଜର” । ଏଥିରେ ପ୍ରଥମଥର ପାଇଁ ରିୟା, ପ୍ରିୟା ଓ ରାଗିଣୀ ନାୟିକା ଭାବେ ଏକାଠି ଅଭିନୟ…

କେବେ ରିଲିଜ୍ ହେବ ଓଡିଆ ଫିଲ୍ମ “ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୂର” ?

ଭୁବନେଶ୍ୱର: ଅପେକ୍ଷାର ଅନ୍ତ କେବେ ହେବ ? କେବେ ସାମ୍ନାକୁ ଆସିବ ଅଭିଷେକ, ଅଙ୍କିତା ଓ ମହିମାଙ୍କ ଟ୍ରାଏଙ୍ଗଲ ଲଭ କେମିଷ୍ଟ୍ରୀ ? କେବେ ରିଲିଜ୍ ହେବ ଫିଲ୍ମ “ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୂର” ? କିଛି ଏପରି ପ୍ରଶ୍ନ ଓଡିଆ ଫିଲ୍ମପ୍ରେମୀଙ୍କ ମନରେ ଘୁରିବୁଲୁଥିଲା । ଶେଷରେ ଭୁବନେଶ୍ୱରରେ…

ଦଶହରାରେ ଆସୁଛି ‘ଦୁର୍ଗତିନାଶିନୀ’

ଭୁବନେଶ୍ୱର: କରୋନା ପାଇଁ ଗତ ମାର୍ଚ୍ଚ ମାସରୁ ଗୋଟିଏ ବି ଚଳଚ୍ଚିତ୍ର ରିଲିଜ ହୋଇନାହିଁ । ଗୋଟିଏ ପଟେ ସୁଟିଂ ଉପରେ କଟକଣା ଓ ଅନ୍ୟ ପକ୍ଷରେ ସିନେମା ହଲ ବନ୍ଦ ରହିବା ମନୋରଂଜନ ଶିଳ୍ପକୁ ଯେପରି ସ୍ଥାଣୁ କରିଦେଇଛି । ଗତ କିଛି ଦିନ ହେଲା ଲକ୍ ଡାଉନ ନିୟମ କୋହଳ ହେବା ପରେ ସୁଟିଂ ପାଇଁ ଅନୁମତି…