Latest Odisha News

BREAKING NEWS

Browsing Tag

One injured

କେନ୍ଦୁଝର ଯୋଡାରେ ଗୋଷ୍ଠୀ ସଂଘର୍ଷ : ଜଣେ ମୃତ, ଜଣେ ଆହତ

ଯୋଡା: ଦୁର୍ଘଟଣାରୁ ଗୋଷ୍ଠୀ ସଂଘର୍ଷ । କେନ୍ଦୁଝର ଯୋଡାରେ ଗୋଷ୍ଠୀ ସଂଘର୍ଷ । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ମୃତ ଯୁବକଙ୍କ ନାଁ ଦିବ୍ୟାଂସ ସିଂ ବୋଲି ଜଣାପଡ଼ଛି । ଏହି ଘଟଣାରେ ଯୋଡ଼ା ପୋଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରିବା ସହ ଅଧିକ ତଦନ୍ତ ଜାରି ରଖିଛି…

ବନ୍ଧୁକ ଛଡାଇ ସହଯୋଗୀଙ୍କୁ ଗୁଳି କଲେ ଯବାନ, ନିଜକୁ ଗୁଳି ମାରି ଗୁରୁତର

ମାଲକାନଗିରି: ଯବାନଙ୍କ ଉନ୍ମତକାଣ୍ଡ । ସହଯୋଗୀଙ୍କଠାରୁ ବନ୍ଧୁକ ଛଡାଇ ଆଣି ଦୁଇ ଜଣଙ୍କୁ ଗୁଳି କରି ନିଜକୁ ଗୁଳି ମାରି ଗୁରୁତର ହୋଇଛନ୍ତି ଯବାନ । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବସ୍ତର ଜିଲ୍ଲାରେ । ଘଟଣାରେ ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ…

ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା ପିକଅପ୍ ଭ୍ୟାନ, ୭ ମୃତ

ହିମାଚଳପ୍ରଦେଶ: କାମ କରିବାକୁ ବିହାରରୁ ଯାଉଥିଲେ ହିମାଚଳପ୍ରଦେଶ । କିନ୍ତୁ ଅଧା ବାଟରେ ଅନାଇ ବସିଥିଲା ମୃତ୍ୟୁ । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୭ ଶ୍ରମିକଙ୍କ ଜୀବନ । ହିମାଚଳ ପ୍ରଦେଶ ମଣ୍ଡି ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ବ୍ରିଜ ତଳେ ଖସି ପଡ଼ିଲା ପିକଅପ୍…