Latest Odisha News

BREAKING NEWS

Browsing Tag

Paddy

ଧାନ ସହ ମୁଗ, ବିରି ଓ ହରଡ଼ର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କୃଷକଙ୍କ ପାଇଁ ଖୁସି ଖବର । କେନ୍ଦ୍ର କ୍ୟାବିନେଟ୍ ବିଭିନ୍ନ ଖାଦ୍ୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । କେନ୍ଦ୍ରର ମୋଦି ସରକାର ୨୦୨୩-୨୪ ଆର୍ଥିକ ବର୍ଷରେ ଖରିଫ ଫସଲର ଏମଏସପି ବୃଦ୍ଧିକୁ ଅନୁମୋଦନ ଦେଇଛନ୍ତି । ଧାନ ଦର ୧୪୩ ଟଙ୍କା ବୃଦ୍ଧି କରିଛନ୍ତି…

ଆର.ଏନ.ଆର୍ – ୧୫୦୪୮ କିସମ ଧାନ ଚାଷ

ମାଟି ଆଉ ମଣିଷର ସର୍ମ୍ପକ ସତରେ ବେଶ ନିଆରା । ସେଇ ମାଟି ଉପରେ ଶ୍ୟାମଳ ଜମିରୁ ସୁବର୍ଣ୍ଣ ଫଳେଇପାରେ ଚାଷୀ । ସେଇଥିପାଇଁ ତ ସେ ଜାତିର ଅନ୍ନଦାତା । ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ଭାବେ ଜଣାଶୁଣା । ଧାନ ହିଁ ଆମର ମୁଖ୍ୟ ଫସଲ ଅଟେ । ଓଡ଼ିଶାରେ ସାଧାରଣତଃ ଖରିଫ ରତୁରେ ଧାନ ଚାଷ କରାଯାଉଥିଲେ…

ଚାଷୀଙ୍କୁ ନାହିଁ ଲକ୍‌ଡ଼ାଉନ କଟକଣା: କରିପାରିବେ କୃଷିକାର୍ଯ୍ୟ

ଭୁବନେଶ୍ୱର: କରୋନା ଲକ୍‌ଡ଼ାଉନର ପ୍ରକୋପ ସାରା ରାଜ୍ୟକୁ ଘାରିଥିବାବେଳେ କୃଷିକାର୍ଯ୍ୟ ଉପରେ କୌଣସି କଟକଣା ନଥିବା ରାଜ୍ୟ କୃଷିମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ସୁଚନା ଦେଇଛନ୍ତି । କେବଳ କଣ୍ଟେନମେଣ୍ଟ ଜୋନକୁ ଛାଡ଼ି ଅନ୍ୟ ସମସ୍ତ ଅଞ୍ଚଳରେ ବିନା ଦ୍ୱନ୍ଦ୍ୱରେ କୃଷି ଓ ଅନ୍ୟ ଆନୁଷଙ୍ଗିକ…

ଟୋକନ୍ ବ୍ୟବସ୍ଥା ପ୍ରତ୍ୟାହାର ଦାବିରେ ବରଗଡରେ ଚାଷୀଙ୍କ ରାସ୍ତା ଅବରୋଧ

ବରଗଡ: ରାଜ୍ୟରେ ଖରିଫ୍ ଧାନ ସଂଗ୍ରହ ଲାଗି ଜାରି ହୋଇଥିବା ଟୋକନ ବ୍ୟବସ୍ଥାକୁ ନେଇ ବରଗଡରେ ଚାଷୀ ଅସନ୍ତୋଷ ବୃଦ୍ଧି ପାଇଛି । ଯାହାଫଳରେ ଉତ୍ତେଜିତ ଚାଷୀମାନେ ଗୁରୁବାର ଦିନ ସ୍ଥାନୀୟ ଅତାବିରା ତହସିଲ୍ ନିକଟ ଗୋଡଭଗା ଛକ ଠାରେ ଧାନ ବସ୍ତା ରଖି ସମ୍ବଲପୁର-ବରଗଡ ମୁଖ୍ୟରାସ୍ତାକୁ ଅବରୋଧ…