Latest Odisha News

BREAKING NEWS

Browsing Tag

Pakistan Foreign Minister

ଅଭିନନ୍ଦନଙ୍କୁ ମୁକ୍ତି ନଦେଲେ ରାତି ୯ଟା ସୁଦ୍ଧା ହମଲା କରିବ ଭାରତ, ଛାନିଆ ହୋଇ ଛାଡିଥିଲା ପାକିସ୍ତାନ

ନୂଆଦିଲ୍ଲୀ: ୨୦୧୯ ମାର୍ଚ୍ଚରେ ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ପାକିସ୍ତାନ ଅଟକ ରଖିଥିଲା । ଚାପରେ ଚାପି ହୋଇ ଛାଡ଼ିଥିଲା । ତାଙ୍କୁ କେମିତି ଓ କେଉଁ ପରିସ୍ଥିତିରେ ସୁରକ୍ଷିତ ଭାବରେ ମୁକ୍ତି କରିଥିଲା ପାକିସ୍ତାନ ? ଏନେଇ ଖୁଲ୍ଲାସା କରିଛନ୍ତି ଇମ୍ରାନ ଖାନଙ୍କ ପାର୍ଟିର ଜଣେ…

ପାକିସ୍ତାନ ବୈଦେଶିକ ମନ୍ତ୍ରୀ କ୍ୟୁରେସୀଙ୍କୁ କରୋନା

ଇସଲାମାବାଦ: ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମହମ୍ମୁଦ କ୍ୟୁରେସୀଙ୍କୁ କରୋନା । ଭୂତାଣୁ ସଂକ୍ରମିତ ହୋଇଥିବା ନିଜେ ସୂଚନା ଦେଇଛନ୍ତି କ୍ୟୁରେସୀ । ରିପୋର୍ଟ ପଜିଟିଭ୍ ଆସିବା ପରେ ଏବେ ନିଜକୁ କ୍ୱାରେଣ୍ଟାଇନରେ ରଖିଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ । କ୍ୟୁରେସୀ ଟ୍ୱିଟ କରି ସୂଚନା…

ଭାରତ ବିରୋଧରେ ଆକ୍ରମଣ ଷଡ଼ଯନ୍ତ୍ର ଅଭିଯୋଗ ଆଣିଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ

ପାକିସ୍ତାନ ଉପରେ ହମଲା ଷଡ଼ଯନ୍ତ୍ର କରୁଛି ଭାରତ । ଏକଥା କହିଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମହମ୍ମୁଦ କ୍ୟୁରେସୀ । ଜିୟୋ ପାକିସ୍ତାନ ଟିଭି ଚ୍ୟାନେଲକୁ ସାକ୍ଷାତକାରରେ କ୍ୟୁରେସୀ କହିଛନ୍ତି, ଚୀନ୍ ସହ ସୀମା ବିବାଦ ଉପରୁ ଧ୍ୟାନ ହଟାଇବା ପାଇଁ ପାକିସ୍ତାନକୁ ଟାର୍ଗେଟ କରିଛି । ଭାରତ…