Latest Odisha News

BREAKING NEWS

Browsing Tag

pakistan

ପରମାଣୁ ବୋମାର ଧମକ ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ !

ନୂଆଦିଲ୍ଲୀ: ଫ୍ରାନ୍ସରେ ଅନୁଷ୍ଠିତ ହେଉଥିବା ଜି-୭ ଶିଖର ସମ୍ମିଳନୀରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କାଶ୍ମୀରକୁ ନେଇ ଆଲୋଚନା ହୋଇଛି । କାଶ୍ମୀର ମାମଲାରେ ଭାରତ ଓ ପାକିସ୍ତାନ ବ୍ୟତୀତ ଅନ୍ୟ କୌଣସି ତୃତୀୟ ରାଷ୍ଟ୍ର…

ୱାଘା ବର୍ଡରରେ ସମଝୌତା ଏକ୍ସପ୍ରେସକୁ ରୋକିଲା ପାକିସ୍ତାନ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ରେଳପଥରେ ସମ୍ପର୍କ ଯୋଡୁଥିବା ଏକମାତ୍ର ଟ୍ରେନ୍ ସମଝୌତା ଏକ୍ସପ୍ରେସ ଚଳାଚଳକୁ ଗୁରୁବାର ଦିନ ରଦ୍ଦ କରିଛନ୍ତି ପାକିସ୍ତାନ ସରକାର । ଏନେଇ ଘୋଷଣା କରିଛନ୍ତି ପାକିସ୍ତାନ ରେଳ ମନ୍ତ୍ରୀ ଶେଖ୍ ରସିଦ୍ ମହମ୍ମଦ୍ । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ…

ପାକିସ୍ତାନ ସେନାର ବିମାନ ଦୁର୍ଘଟଣାଗ୍ରସ୍ତ, ୧୨ରୁ ଅଧିକ ମୃତ

ରାୱଲପିଣ୍ଡି: ପାକିସ୍ତାନର ରାୱଲପିଣ୍ଡିଠାରେ ମଙ୍ଗଳବାର ଦିନ ପାକିସ୍ତାନ ସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣା ଫଳରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି । ମୃତକଙ୍କ ମଧ୍ୟରେ ୫ ଜଣ ଯବାନ ରହିଥିବା ନେଇ…

ବିଶ୍ୱକପରୁ ବିଦା ହେଲା ପାକିସ୍ଥାନ

ଲର୍ଡସ : ଚଳିତ ବିଶ୍ୱକପର ସେମିଫାଇନାଲରୁ ବାଦ ପଡ଼ିଲା ପାକିସ୍ଥାନ । ଶୁକ୍ରବାର ଖୋଳାଯାଇଥିବା ଶେଷ ଲିଗ୍ ମ୍ୟାଚ୍‌ରେ ବାଂଲାଦେଶକୁ ପରାସ୍ତ କରି ସାନ୍ତ୍ୱନା ମୂଳକ ବିଜୟ ହାସଲ କରିଛି ପାକିସ୍ତାନ। ଉଭୟ ପାକିସ୍ତାନ ଓ ବାଂଲାଦେଶ ଚଳିତ ବିଶ୍ୱକପରେ ସେମିଫାଇନାଲ ଦୌଡ଼ରୁ ବାଦ ପଡ଼ିଛନ୍ତି ।…