Latest Odisha News

BREAKING NEWS

Browsing Tag

pakistan

ପାକିସ୍ତାନରେ ବ୍ୟାନ୍ ହେଲା ଟିକ୍‌ଟକ୍‌

ନୂଆଦିଲ୍ଲୀ: ‌ଶେଷରେ ଚୀନ୍‌ର ବନ୍ଧୁ ରା‌ଷ୍ଟ୍ର ପାକିସ୍ତାନ ମଧ୍ୟ ଟିକ୍‌ଟକ୍‌ ମ୍ୟୁଜିକ୍‌ ଭିଡିଓ ଆପ୍‌କୁ ନିଷିଦ୍ଧ କରିଛି। ଏହି ମ୍ୟୁଜିକ୍‌ ଭିଡିଓ ଆପ୍‌ରେ ଅଶ୍ଳୀଳ ବିଷୟବସ୍ତୁ ଛଡାଯାଉଥିବାରୁ ପାକିସ୍ତାନ ଦୂରସଂଚାର କର୍ତ୍ତୃପକ୍ଷ ଏହି ଆପ୍‌ ବ୍ୟବହାରକୁ ନିଷିଦ୍ଧ ଘୋଷଣା କରିଛନ୍ତି।…

ପୁଣି ଅସ୍ତ୍ରବିରତି ପାକିସ୍ତାନ ଭାଙ୍ଗିଲା: ୨ ଯବାନ ସହିଦ, ୪ ଆହତ

ଜମ୍ମୁ/କାଶ୍ମୀର: ପୁଣି ଅସ୍ତ୍ରବିରତି ଉଲଘଂନ କଲା ପାକିସ୍ତାନ । ଗୁରୁବାର ଦିନ ଜାମ୍ମୁ କାଶ୍ମୀର ନାଉଗାମ ସେକ୍ଟରରେ ପାକିସ୍ତାନୀ ସୈନ୍ୟବାହିନୀ ଦ୍ୱାରା ପ୍ରଥମେ ଗୁଳି ଚଳାଯାଇଥିବା ଅଧିକାରୀ କହିଛନ୍ତି । ଏଥିରେ ଦୁଇ ଜଣ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ଚାରିଜଣ ଆହତ ହୋଇଥିବା…

ପାକିସ୍ତାନର ନୂଆ କାରନାମା: ସୀମାନ୍ତରେ ଉଡାଉଛି ଡ୍ରୋନ୍, ପକାଉଛି AK47

ନୂଆଦିଲ୍ଲୀ: ପାକିସ୍ତାନ ଡ୍ରୋନ ବ୍ୟବହାର କରି ରାତିରେ AK-47 ଭଳି ଅସ୍ତ୍ରଶସ୍ତ୍ରକୁ ନିୟନ୍ତ୍ରଣ ରେଖା LoCରେ ପକାଇଥିବା ଅଭିଯୋଗ କରିଛି  ଜାମ୍ମୁ କାଶ୍ମୀର ପୋଲିସ । ପୋଲିସ ପକ୍ଷରୁ କୁହାଯାଇଛି ଯେ ଗତକାଲି ରାତିରେ ଅଖନୋରର ଏକ ଗାଁରେ ଆକ୍ରମଣକାରୀ ରାଇଫଲ ଏବଂ ପିସ୍ତଲ ଜବତ କରାଯାଇଛି।…

ପିଠିରେ ଛୁରୀ ମାରିଥିଲା ପାକିସ୍ତାନ: ମୋଦି

ନୂଆ ଦିଲ୍ଲୀ: କାରଗିଲ ବିଜୟ ଦିବସରେ ଭାରତୀୟ ବୀର ଯବାନଙ୍କ ସାହସ ଓ ବଳିଦାନକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ରେଡିଓରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ୨୧ ବର୍ଷ ପୂର୍ବେ ପାକିସ୍ତାନ ବଡ ବଡ ସ୍ୱପ୍ନ ଦେଖି ଭାରତର ଭୂମି ଅକ୍ତିଆର କରିବାକୁ ହୀନ ଉଦ୍ୟମ…

ଭାଇରାଲ୍ ପୋଷ୍ଟମୋର୍ଟମ୍: କାହିଁକି ଝାଡଖଣ୍ଡରେ ଉଠିଥିଲା ପାକିସ୍ତାନ ଓ ବଙ୍ଗଳାଦେଶକୁ ନେଇ ଝଡ ?

ଭୁବନେଶ୍ୱର: ଆମେ ରହୁଛନ୍ତି ଭାରତରେ ହେଲେ ଶିଖିବା ପାକିସ୍ତାନୀ ଓ ବଙ୍ଗଳାଦେଶୀ ଜାତୀୟ ସଙ୍ଗୀତ ! କଥାଟା ଅଖାଡୁଆ ଲାଗୁଥିଲେ ବି କିଛି ଏପରି ଘଟଣା ଘଟିଛି ଝାଡଖଣ୍ଡରେ । ଏ ଘଟଣାଟା କେତେଦୂର ସତ । ଆସନ୍ତୁ ଜାଣିବା ଆଜିର ଭାଇରାଲ୍ ପୋଷ୍ଟମୋର୍ଟମ୍‌ରେ । ଏହି ସମସ୍ତ  ଖବର କାଗଜ ଉପରେ ଟିକେ…

ମିଳିଲା ଦ୍ୱିତୀୟ କନସୁଲାର ଆସେସ୍‌, କୂଲଭୂଷଣଙ୍କୁ ଭେଟିଲେ ଭାରତୀୟ ଦୂତାବାସର ୨ ଅଧିକାରୀ

ଭୁବନେଶ୍ୱର: ପାକିସ୍ତାନ ଜେଲ୍‌ରେ ବନ୍ଦି ଥିବା ଭାରତୀୟ ନାଗରିକ କୂଲଭୂଷଣ ଯାଦବଙ୍କୁ ମିଳିଛି ଦ୍ୱିତୀୟ କନସୁଲାର ଆସେସ୍ । ଇସଲାମାବାଦ୍ ତାଙ୍କୁ ଦ୍ୱିତୀୟ ଥର ପାଇଁ କନ୍‌ସୁଲାର ଆସେସ ଯୋଗଇ ଦେଇଛନ୍ତି । କୂଟନୈତିକ ଅନୁମତି ମିଳିବା ପରେ କୁଳଭୂଷଣ ଯାଦବଙ୍କୁ ସାକ୍ଷାତ କରିଛନ୍ତି ଭାରତୀୟ…

ଭାରତ ପରେ ପାକିସ୍ତାନରେ ବି ବ୍ୟାନ ହୋଇପାରେ ଟିକଟକ୍‌

ଲାହୋର : ପାକିସ୍ତାନରେ ବ୍ୟାନ ହୋଇପାରେ ଟିକ୍‌ଟକ୍ । ଲାହୋର ହାଇକୋର୍ଟରେ ମୋବାଇଲ ଆପରୁ ଏହାକୁ ହଟାଇବା ପାଇଁ ଆବେଦନ ହୋଇଛି । ଜଣେ ସାଧାରଣ ନାଗରିକ କରିଥିବା ଏହି ଆବେଦନର ଶୁଣାଣି କେବେ ହେବ ସେ ନେଇ ତାରିଖ ଧାର୍ଯ୍ୟ ହୋଇନାହିଁ । ଟିକଟକ୍ ଯୋଗୁଁ ପାକିସ୍ତାନରେ ପ୍ରାୟ ୧୦ ଜଣଙ୍କର ମୃତ୍ୟ…

ଖୋଲିବ କରତାରପୁର କରିଡର

ନୂଆଦିଲ୍ଲୀ: ପୁଣି ଥରେ ଖୋଲିବ କରତାରପୁର କରିଡର । ଆସନ୍ତା ସୋମବାରଠାରୁ ଶିଖ ଯାତ୍ରୀଙ୍କ ପାଇଁ କରତାରପୁର କରିଡର ଖୋଲିବାକୁ ପାକିସ୍ତାନ ପ୍ରସ୍ତୁତ ହୋଇଛି । ଏନେଇ ଶନିବାର ଦିନ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କୁରେଶି ଟୁଟ୍ କରିଛନ୍ତି । ଟୁଇଟ୍‌ରେ ସେ ଲେଖିଛନ୍ତି, ସମଗ୍ର…

ଜମ୍ମୁ ଓ କାଶ୍ମୀରରେ ପାକିସ୍ତାନୀ ଡ୍ରୋନ୍‌କୁ ଗୁଳିକରି ଖସାଇଦେଲା ବିଏସଏଫ

ଶ୍ରୀନଗର: ସୀମା ସୁରକ୍ଷା ବଳ (ବିଏସଫ) ଜମ୍ମୁ ଓ କାଶ୍ମୀର ଅନ୍ତର୍ଗତ କାଠୁଆ ଜିଲ୍ଲା ଅନ୍ତର୍ଜାତୀୟ ସୀମାରେ ଏକ ପାକିସ୍ତାନୀ ଡ୍ରୋନ୍ ସନ୍ଦେହ ଜନକ ଭାବେ ଉଡୁଥିବା ବେଳେ ତାକୁ ଗୁଳି କରି ଖସାଇ ଦେଇଛନ୍ତି । ଏହାଦ୍ୱାରା ଭାରତୀୟ ସୀମାରେ ଡ୍ରୋନ ମାଧ୍ୟମରେ ପାକିସ୍ତାନର ବୋମା ପକାଇବାର ବଡ଼…

ପୂର୍ବତନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ୟୁସୁଫ ରାଜା ଗିଲାନୀ କରୋନା ସଂକ୍ରମିତ

ଇସଲାମାବାଦ: ପାକିସ୍ତାନରେ ଏବେ କରୋନା ମହାମାରୀ ଉତ୍କଟ ରୂପ ଧାରଣ କରିଛି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ୟୁସୁଫ ରାଜା ଗିଲାନୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ପାକିସ୍ତାନୀ ଗଣମାଧ୍ୟମ ‘ଡନ୍‌’ ରେ ଏକ ରିପୋର୍ଟ ପ୍ରକାଶିତ ହୋଇଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ…