Latest Odisha News

BREAKING NEWS

ପାକିସ୍ତାନରେ ବ୍ୟାନ୍ ହେଲା ଟିକ୍‌ଟକ୍‌

ନୂଆଦିଲ୍ଲୀ: ‌ଶେଷରେ ଚୀନ୍‌ର ବନ୍ଧୁ ରା‌ଷ୍ଟ୍ର ପାକିସ୍ତାନ ମଧ୍ୟ ଟିକ୍‌ଟକ୍‌ ମ୍ୟୁଜିକ୍‌ ଭିଡିଓ ଆପ୍‌କୁ ନିଷିଦ୍ଧ କରିଛି। ଏହି ମ୍ୟୁଜିକ୍‌ ଭିଡିଓ ଆପ୍‌ରେ ଅଶ୍ଳୀଳ ବିଷୟବସ୍ତୁ ଛଡାଯାଉଥିବାରୁ ପାକିସ୍ତାନ ଦୂରସଂଚାର କର୍ତ୍ତୃପକ୍ଷ ଏହି ଆପ୍‌ ବ୍ୟବହାରକୁ ନିଷିଦ୍ଧ ଘୋଷଣା କରିଛନ୍ତି।

ପୂର୍ବରୁ ଭାରତ ସମେତ ଅନେକ ରାଷ୍ଟ୍ର ଏହାକୁ ନିଷିଦ୍ଧ ଘୋଷଣା କରିସାରିଛନ୍ତି। ପାକିସ୍ତାନ ନାଗରିକମାନେ ଏଥିରେ ପ୍ରସାରିତ ଅଶ୍ଳୀଳ ବିଷୟବସ୍ତୁ ଉପରେ ଅଭିଯୋଗ ଆଣିବାରୁ ଏହାକୁ ବନ୍ଦ କରାଯାଇଛି।

Leave A Reply

Your email address will not be published.