Latest Odisha News

BREAKING NEWS

Browsing Tag

Panjshir Valley

ପଞ୍ଜଶୀରରେ ସାଧାରଣ ନାଗରିକଙ୍କୁ ହତ୍ୟା କରିବା ଆରମ୍ଭ କରିଛି ତାଲିବାନ !

ପଞ୍ଜଶୀର: ପଞ୍ଜଶୀର କବଜା କରିବା ପରେ ତାଲିବାନ ଏବେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛି । ଧିରେ ଧିରେ ପଞ୍ଜଶୀର ଘାଟି ନିରୀହ ଜନତାଙ୍କ ରକ୍ତରେ ଲାଲ ହେଉଛି । ବିବିସି ରିପୋର୍ଟ ଅନୁସାରେ ଏ ପର୍ଯ୍ୟନ୍ତ ତାଲିବାନୀମାନେ ୨୦ ନାଗରିକଙ୍କୁ ହତ୍ୟା କରି ସାରଛନ୍ତି । ଏମାନଙ୍କ…

ପଞ୍ଜଶିରରେ ତାଲିବାନ ଠିକଣା ଉପରେ ଏୟାରଷ୍ଟ୍ରାଇକ୍

କାବୁଲ: ତାଲିବାନ ପଞ୍ଜଶିର କବଜା କରିଥିଲେ ବି ଯୁଦ୍ଧ ସରିନି । ଲଢ଼େଇ ଜାରି ରହିବ ବୋଲି ଗତକାଲି ନ୍ୟାସନାଲ୍ ରେଜିଷ୍ଟାନ୍ସ ଫ୍ରଣ୍ଟ ମୁଖ୍ୟ ଅହମ୍ମଦ ମସୁଦ କହିଥିଲେ । ଗତକାଲି ରାତିରେ ପଞ୍ଜଶିରରେ ତାଲିବାନ ଠିକଣା ଉପରେ ହୋଇଛି ଏୟାର ଷ୍ଟ୍ରାଇକ୍ । ଅଜଣା ସେନା ବିମାନ ଦ୍ୱାରା ତିଲାବାନୀଙ୍କ…

ଆମେରିକା ସେନା ଯିବା ପରେ ପଂଜଶିର ଉପରେ ଆକ୍ରମଣ ଆରମ୍ଭ କଲା ତାଲିବାନ

କାବୁଲ: ଆଫଗାନିସ୍ତାନରୁ ଆମେରିକା ସେନା ଯିବା ପରେ ଆଜି ତାଲିବାନ ପଂଜଶିରରେ ଆକ୍ରମଣ ଆରମ୍ଭ କରିଛି । ତାଜିକ ନେତା ଅହମ୍ମଦ ମସୁଦଙ୍କ ନିକଟତମ ସୂତ୍ରରୁ ମିଳିଥିବା ଖବର ଅନୁସାରେ ତାଲିବାନ ଆତଙ୍କୀ ଆକ୍ରମଣ ଆରମ୍ଭ କରିଥିଲେ ମଧ୍ୟ ଆମେ ଏହାକୁ ପଣ୍ଡ କରିଦେଇଛୁ ବୋଲି କହିଛନ୍ତି । ଟୋଲ ନ୍ୟୁଜରେ…

୩୦୦ ତାଲିବାନୀଙ୍କୁ ମୃତ୍ୟୁଦଣ୍ଡ ଦେଲେ ବିରୋଧୀ, ପଞ୍ଜଶିର ଦଖଲ ପୂର୍ବରୁ ରକ୍ତପାତ

କାବୁଲ: ଆଫଗାନିସ୍ତାନରେ ସରକାର ଗଠନ ନେଇ ତାଲିବାନ କସରତ ଚଳାଇଥିବା ବେଳେ ପଞ୍ଜଶିରରେ କଡ଼ା ବିରୋଧର ସାମନାକୁ କରିବାକୁ ପଡ଼ିଛି । ପଞ୍ଜଶିର ଦ୍ୱାର ଦେଶରେ ପହଞ୍ଚି ଧସେଇ ପଶିବାକୁ ଉଦ୍ୟମ ବେଳେ ୩୦୦ ଶହ ତାଲିବାନୀଙ୍କୁ ହତ୍ୟା କରିଛନ୍ତି ତାଲିବାନ ବିରୋଧୀ । କିଛି ତାଲିବାନୀଙ୍କୁ ନିଜ କବଜାକୁ…