Latest Odisha News
Browsing Tag

Patanjali

କାହାର ଚ୍ୟବନପ୍ରାଶ୍ ଅଧିକ ପ୍ରଭାବଶାଳୀ; କୋର୍ଟରେ ଡାବର ଓ ପତଞ୍ଜଳି

ନୂଆଦିଲ୍ଲୀ: କାହାର ଚ୍ୟବନପ୍ରାଶ୍ ଅଧିକ ପ୍ରଭାବଶାଳୀ। ଯାହାକୁ ନେଇ ଚ୍ୟବନପ୍ରାଶ ବନାଉଥିବା ବହୁ ପୁରୁଣା କମ୍ପାନୀ ଡାବର୍ ଏବଂ ପତଞ୍ଜଳି ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ନିକଟରେ ପତଞ୍ଜଳି ଦ୍ୱାରା ପ୍ରକାଶ ପାଇଥିବା ଏକ ବିଜ୍ଞାପନକୁ ବିରୋଧ କରି ଡାବର୍ ଏକ ମାମଲା ରୁଜୁ କରିଛି।…

ବାବା ରାମଦେବଙ୍କ ପତଞ୍ଜଳିର ୫ଟି ଔଷଧ ଉପରେ ପ୍ରତିବନ୍ଧକ ପରେ ନିର୍ଦ୍ଦେଶ ଫେରାଇ ନେଲା ପ୍ରଶାସନ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ସରକାର ନେଲେ ୟୁ-ଟର୍ଣ୍ଣ । ବାବା ରାମଦେବଙ୍କ ପତଞ୍ଜଳି ଦିବ୍ୟ ଫାର୍ମାସୀର ୫ଟି ସାମଗ୍ରୀ ଉପରେ ସରକାର ଲଗାଇଥିବା ପ୍ରତିବନ୍ଧକକୁ ହଟାଇ ନେଇଛନ୍ତି । ନଭେମ୍ବର ୯ ତାରିଖରେ ପତଞ୍ଜଳିର ବିପିଗ୍ରିଟ୍, ମଧୁଗ୍ରିଟ୍, ଥାଇରୋଗ୍ରିଟ୍, ଲିପିଡମ୍ ଏବଂ ଆଇଗ୍ରିଟ୍ ଗୋଲ୍ଡ…

ପତଂଜଳିର ତେଲ ଫ୍ୟାକ୍ଟ୍ରିକୁ ସିଲ୍ କଲା ରାଜସ୍ଥାନ ସରକାର

ରାଜସ୍ଥାନ: ଏଲୋପାଥିକୁ ନିନ୍ଦା କରିବା ବାବା ରାମଦେବଙ୍କୁ ବେଶ ମହଙ୍ଗା ପଡିଛି । ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ (IMA) ହଜାରେ କୋଟିର ମାନହାନୀ ମକଦ୍ଦମା କରିବା ପରେ ଏବେ ରାଜସ୍ଥାନ ସରକାରଙ୍କ ରାଡାର୍‌ରେ ବାବା ରାମଦେବ । ଗତକାଲି ରାତିରେ ରାଜସ୍ଥାନ ସରକାରଙ୍କର ଏକ ଟିମ୍ ବାବା ରାମଦେବଙ୍କ…

ବାବା ରାମଦେବ ଲଞ୍ଚ୍ କଲେ ପତଞ୍ଜଳିର କରୋନା ଔଷଧ

ନୂଆଦିଲ୍ଲୀ: ଯୋଗ ଗୁରୁ ବାବା ରାମଦେବ ଆଜି ସାମ୍ବାଦିକ ସମ୍ମିଳନୀ କରି କରୋନା ଭାଇରସ୍ ପାଇଁ ଔଷଧ ଲଞ୍ଚ କରିଛନ୍ତି । ରାମଦେବଙ୍କ ଏହି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଓ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଉପସ୍ଥିତ ଥିଲେ । ପତଞ୍ଜଳିର କରୋନିଲ୍…

ଆର୍ଜେଣ୍ଟିନାରେ ଶ୍ରମିକଙ୍କ ଧର୍ମଘଟ ବେଳେ, ଏପଟେ ରାମଦେବଙ୍କ ରୁଚି ସୋୟାକୁ ଫାଇଦା, କିପରି ଜାଣନ୍ତୁ

ନୂଆଦିଲ୍ଲୀ: ପ୍ରମୁଖ ସୋୟାବିନ ରପ୍ତାନୀକାରୀ ଦେଶ ଆର୍ଜେଣ୍ଟିନାରେ ହୋଇଥିବା ଶ୍ରମିକ ଧର୍ମଘଟରୁ ବାବା ରାମଦେବଙ୍କ କମ୍ପାନୀ ଉପକୃତ ହେଉଛି। ବାସ୍ତବରେ, ଗତ କିଛି ଦିନ ହେବ ଷ୍ଟ୍ରାଇକ୍ ଯୋଗୁଁ ଆର୍ଜେଣ୍ଟିନାରେ ସୋୟାବିନ୍ ଉତ୍ପାଦନ ହ୍ରାସ ପାଇଛି। ଆର୍ଜେଣ୍ଟିନାର ରପ୍ତାନି ମଧ୍ୟ ହ୍ରାସ ପାଇଛି।…

କରୋନା ଔଷଧର ପ୍ରଚାର ବନ୍ଦ କରିବାକୁ ପତଞ୍ଜଳିକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଯୋଗଗୁରୁ ରାମଦେବ ବାବାଙ୍କ ପତଞ୍ଜଳି ଆୟୁର୍ବେଦ କରୋନା ଔଷଧ ତିଆରି କରିଥିବା ନେଇ ଦାବି କରିଛି । ଏହାପରେ କେନ୍ଦ୍ର ସରକାର ପଜଞ୍ଜଳି ସଂସ୍ଥାକୁ ଔଷଧର ସବିଶେଷ ତଥ୍ୟ ମାଗିବା ସହ ବିଜ୍ଞାପନ କବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସଂସ୍ଥାଠାରୁ ଔଷଧ ସମ୍ପର୍କରେ ବିସ୍ତୃତ ବିବରଣୀ…

କରୋନା ଦୂର କରିବ ‘କୋରୋନିଲ’, ୭ ଦିନରେ ସୁସ୍ଥ ହେବେ ରୋଗୀ !

ନୂଆଦିଲ୍ଲୀ: ଏବେ କରୋନା ଦୂର କରି ‘କୋରୋନିଲ’ । କ୍ଳିନିକାଲ ଟ୍ରାଏଲ୍‌ରେ ୭ ଦିନ ଭିତରେ ୧୦୦ ପ୍ରତିଶତ ସୁସ୍ଥ ହେବେ ରୋଗୀ । ଏଭଳି ଦାବି କରିଛନ୍ତି ଯୋଗ ଗୁରୁ ରାମଦେବ ବାବା । ମହାମାରୀ କରୋନା ପାଇଁ ଏଯାଏଁ କୌଣସି ଔଷଧ ବାହାରି ନାହିଁ । ତେବେ ଏହାରି ଭିତରେ ଯୋଗଗୁରୁ ରାମଦେବ ବାବା କରୋନା…

ବାବା ରାମଦେବଙ୍କ ପତଞ୍ଜଳି ଆଣୁଛି କରୋନାର ଆୟୁର୍ବେଦିକ ଔଷଧ

କରୋନା ଚିକିତ୍ସା ପାଇଁ ଆଜି ପ୍ରଥମ ଆୟୁର୍ବେଦିକ ଔଷଧର ଶୁଭାରମ୍ଭ କରିବା ପତଞ୍ଜଳି । ଦିନ ୧୨ଟାରେ ପତଞ୍ଜଳି ଯୋଗ ପୀଠରେ ଏହାର ଶୁଭାରମ୍ଭ କରାଯିବ । ଔଷଧର ନାଁ ରହିଛି କରୋନିଲ୍ । ଏହାକୁ ଆଚାର୍ଯ୍ୟ ବାଲକ୍ରିଷ୍ଣ ଶୁଭାରମ୍ଭ କରିବେ। ଫେସବୁକ ପୋଷ୍ଟରେ ଗତକାଲି ଏହି ସୂଚନା ଦେଇଥିଲେ ଆଚାର୍ଯ୍ୟ…

ପତଞ୍ଜଳିର ‘କରୋନିଲ୍‌’ ଭଲ କରୁଛି କରୋନା ରୋଗ !

ନୂଆଦିଲ୍ଲୀ: ବାବା ରାମଦେବଙ୍କ ‘ପତଞ୍ଜଳି’ ଦାବି କରିଛି ଯେ, କରୋନା ରୋଗୀ ସୁସ୍ଥ ହୋଇପାରିବେ । ପ୍ରାୟ ୧୦୦ ଜଣ କରୋନା ରୋଗୀଙ୍କର କରୋନା ଚିକିତ୍ସା କରାଯାଇଥିବା ବେଳେ ଶତ ପ୍ରତିଶତ ରୋଗୀ ଏହି ଚିକିତ୍ସାରେ ସଫଳ ହୋଇଥିବା ନେଇ ଦାବି କରିଛନ୍ତି ‘ପତଞ୍ଜଳି’ ଅନୁଷ୍ଠାନର ସିଇଓ ଆଚାର୍ଯ୍ୟ…

ବାବା ରାମଦେବଙ୍କ ପତଞ୍ଜଳୀକୁ ମିଳିଲା ୩୨୦୦ କୋଟି ଟଙ୍କା ବ୍ୟାଙ୍କ ଲୋନ୍

ଭୁବନେଶ୍ୱର: ବାବା ରାମଦେବଙ୍କ ପରିଚାଳିତ ପତଞ୍ଜଳୀ କମ୍ପାନୀ ତରଫରୁ ଶୁକ୍ରବାର କୁହାଯାଇଛି ଯେ ଋଣ ପରିଶୋଧ ପ୍ରକ୍ରିୟାରେ ରୁଚି ସୋୟାକୁ ଅଧିଗ୍ରହଣ ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ଅନ୍ୟ ବ୍ୟାଙ୍କ ସମୂହ ସହିତ ୩୨୦୦ କୋଟି ଟଙ୍କା ବ୍ୟାଙ୍କ ଲୋନ ବ୍ୟବସ୍ଥା ହୋଇଛି , ଏଥିରୁ ଏସବିଆଇ ସବୁଠୁ…