Latest Odisha News
Browsing Tag

patient

କେବୁଲ ତାରରେ ଛନ୍ଦି ହୋଇ ରୋଗୀଙ୍କ ଜୀବନ ଗଲା

ନୀଳଗିରି: ଅସୁସ୍ଥ ହୋଇ ମେଡିକାଲ ଆସିଥିଲେ ଜଣେ ବ୍ଯକ୍ତି। ହେଲେ ସୁସ୍ଥ ହୋଇ ଘରକୁ ଫେରିବା ପରିବର୍ତ୍ତେ ମେଡିକାଲ ପରିସରରେ ବିଛା ହୋଇଥିବା କେବୁଲ ତାରରେ ଛନ୍ଦି ହୋଇ ଜୀବନ ଗଲା। ଏଭଳି ଘଟଣା ଘଟିଛି ନୀଳଗିରି ଉପଖଣ୍ଡ ମେଡିକାଲରେ। ମୃତକ ଜଣକ ଆମ୍ବଝର ଗାଁ ର କରଣ ସିଂ ବୋଲି ଜଣାପଡିଛି ।…

ଏସସିବିରେ ରୋଗୀଙ୍କୁ ଦୁଷ୍କର୍ମ ଘଟଣା, ମୁହଁ ଖୋଲିଲେ ଗିରଫ ଡାକ୍ତରଙ୍କ ପତ୍ନୀ

କଟକ: ଏସସିବିରେ ରୋଗୀଙ୍କୁ ଜଣେ ଡାକ୍ତରଙ୍କ ଦୁଷ୍କର୍ମ ଅଭିଯୋଗରେ ମୁହଁ ଖୋଲିଛନ୍ତି ତାଙ୍କ ପତ୍ନୀ। ତାଙ୍କର କହିବାନୁସାରେ, ମୋ ସ୍ବାମୀଙ୍କୁ ଫଶାଯାଉଛି, ଜାଣିଶୁଣି କ୍ୟାରିୟର ନଷ୍ଟ କରିଦେବାକୁ ଚାହୁଁଛନ୍ତି। ସେ ଆସନ୍ତା ମାସରେ ଡିଗ୍ରୀ ପାଇଥାନ୍ତେ ବୋଲି ସେ କହିଛନ୍ତି। ତାଙ୍କ ବିରୋଧରେ…

ସ୍ୱାସ୍ଥ୍ୟ କେନ୍ଦ୍ର ଯିବା ପାଇଁ ବିପଦପୂର୍ଣ୍ଣ ଯାତ୍ରା, ଭରା ନଦୀରେ ଖଟିଆରେ ବୁହା ହେଲେ ରୋଗୀ

ରାୟଗଡ଼ା : ଗାଁ କୁ ନାହିଁ ମୌଳିକ ସୁବିଧା। ଉପଯୁକ୍ତ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ଗାଁ ଲୋକେ । ଖଟିଆରେ ବୁହା ହେଉଛନ୍ତି ରୋଗୀ । ବିପଦପୂର୍ଣ୍ଣ ଭାବେ ନଦୀରେ ହେଉଛନ୍ତି ପାର୍‌ । ପୁଣି ରାୟଗଡ଼ାରୁ ସାମ୍ନାକୁ ଆସିଲା ଏପରି ବିକଳ ଚିତ୍ର । ଯନ୍ତ୍ରଣାରେ ଛଟପଟ ହେଉଛି ରୋଗୀ। ସ୍ୱାସ୍ଥ୍ୟ…

କ୍ୱାକଙ୍କ ଭୁଲ ଇଞ୍ଜେକସନରେ ଚାଲିଗଲା ଯୁବକଙ୍କ ପ୍ରାଣ

ରାୟଗଡ଼ା : କ୍ୱାକଙ୍କ ଅବହେଳାରୁ ଯୁବଙ୍କ ମୃତ୍ୟୁ । ନକଲି ଡାକ୍ତରଙ୍କ ନାଁରେ ଅଭିଯୋଗ ଆଣିଲେ ପରିବାର ଲୋକେ । ଏଭଳି ଅଭାବନୀୟ ଘଟଣା ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ସାନଚାନ୍ଦିଲି ଗ୍ରାମରେ ଘଟିଛି । ମୃତକ ଜଣକ ହେଲେ ପ୍ରଶାନ୍ତ କୌଶଲ୍ୟା ବୟସ ୨୬। ପରିବାର ଲୋକଙ୍କ କହିବା…

ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା, ଷ୍ଟ୍ରେଚର୍ ଭରସାରେ ରୋଗୀ

ମାଲକାନଗିରି: ଲୋକେ ଚନ୍ଦ୍ରରେ ଜାଗା କିଣିଲେଣି । ମଙ୍ଗଳ ଗ୍ରହରେ ଜୀବନର ଉତ୍ସ ଖୋଜିଲେଣି । ତଥାପି ମାଲକାନଗିରି ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳର ରାସ୍ତା ଏ ପର୍ମ୍ୟନ୍ତ ବର୍ଷା ମାଡକୁ ସହିପାରୁନି । ନିର୍ମିତ ହୋଇପାରୁନି ପକ୍କା ରାସ୍ତା । ଫଳରେ ଦୈନନ୍ଦିନ ଜୀବନରେ ଯାତାୟାତ ହେଉ ଅବା…

[ଭିଡିଓ] ବିଗ୍‌ବସ୍ ଦେଖାଇ ରୋଗୀର ବ୍ରେନ୍ ସର୍ଜରୀ କଲେ ଡାକ୍ତର

ଗୁଣ୍ଟୁର: ସାଧାରଣତଃ ବ୍ରେନ୍ ସର୍ଜରୀ ସମୟରେ ରୋଗୀକୁ ଶୋଇବାକୁ କିମ୍ବା ଅଚେତ୍ ହେବାକୁ ଦିଆଯାଇନଥାଏ । ଏଥିପାଇଁ ଡାକ୍ତରୀ ଦଳ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି । ତେବେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଅଂଚଳରେ ଏକ ବ୍ରେନ ସର୍ଜରୀ କରିବାକୁ ଯାଇ ଡାକ୍ତରୀ ଦଳର ଅଭିନବ ଉପାୟ ଚର୍ଚ୍ଚାକୁ…

ତାଳଚେର; ରୋଗୀର ମୃତ୍ୟୁ ପରେ ସରକାରୀ ଡାକ୍ତରଙ୍କୁ ନିସ୍ତୁକ ମାଡ !

ଅନୁଗୋଳ: ରୋଗୀର ମୃତ୍ୟୁ ପରେ ଉତକ୍ଷୀପ୍ତ ହୋଇ ବରିଷ୍ଠ ଡାକ୍ତରଙ୍କୁ ହସ୍ପିଟାଲ ପରିସରରେ ନିସ୍ତୁକ ମାଡ ମାରିଲେ ସଂପର୍କୀୟ । ତାଳଚେର ମଣ୍ଡାପାଳ ସରକାରୀ ହସ୍ପିଟାଲରେ ଡାକ୍ତର ଏଲ.ଏନ୍ ପ୍ରସାଦଙ୍କୁୁ ମାଡ ହୋଇଥିବା ଅଭିଯୋଗ ହୋଇଛି । ଡାକ୍ତର ପ୍ରସାଦଙ୍କ ଅଭିଯୋଗ ଅନୁଯାୟୀ ଆଜି ଦିନ ପ୍ରାୟ…