Latest Odisha News
Browsing Tag

Penalty

ଗୋ ଫାଷ୍ଟ ଏୟାରଲାଇନ୍ସ ବିମାନ ଉପରେ ୧୦ ଲକ୍ଷ ଟଙ୍କାର ଜୋରିମାନା

ବେଙ୍ଗାଲୁରୁ: ଗୋ ଫାଷ୍ଟ ଏୟାରଲାଇନ୍ସ ବିମାନ ଯାତ୍ରୀଙ୍କୁ ବିମାନବନ୍ଦରରେ ଛାଡ଼ି ଉଡାଣ ଭରିବା ପଡ଼ିଲା ମହଙ୍ଗା । ଗୋ ଫାଷ୍ଟ ଏୟାରଲାଇନ୍ସ ଉପରେ ଲାଗିଲା ୧୦ ଲକ୍ଷ ଟଙ୍କାର ଜୋରିମାନା । ଜାନୁଆାରୀ ମାସ ୯ ତାରିଖରେ ୫୫ ଜଣ ଯାତ୍ରୀଙ୍କୁ ବିମାନବନ୍ଦରରେ ଛାଡ଼ି ଉଡାଣ ଭରିଥିଲା ଗୋ ଫାଷ୍ଟ ବିମାନ।…

ବର୍ଜ୍ୟ ପାଇଁ ବିଏମସି କଠୋର, ଏଣେତେଣେ ଫିଙ୍ଗିଲେ ଗଣିବେ ତଣ୍ଡ

ଭୁବନେଶ୍ୱର: ରାଜଧାନୀକୁ ସ୍ୱଚ୍ଛ ସହ ସରସ ସୁନ୍ଦର କରିବାକୁ ଅଣ୍ଟା ଭିଡ଼ିଛି ଭୁବନେଶ୍ୱର ମହାନଗର ନିଗମ । ବିଏମସିର ପ୍ରତି ୱାର୍ଡରେ ଅଳିଆ ଗାଡ଼ି ବୁଲୁଥିବା ବେଳେ ହାଟ, ମାର୍କେଟର ସ୍ୱଚ୍ଛତା ପରଖିଛନ୍ତି ଅଧିକାରୀ । ୟୁନିଟ୍-୧ ହାଟରେ ଥିବା ବିଭିନ୍ନ ଦୋକାନ ବିଏମସିର ଗାଇଡଲାଇନ୍ ମାନୁ…

କୋଭିଡ୍‌ ନିୟମ ଉଲ୍ଲଂଘନ କରି ଜରିମାନା ଭରିଲେ ଏହି ଦେଶର ପ୍ରଧାନମନ୍ତ୍ରୀ

ନରୱେ: ନରୱେ ପ୍ରଧାନମନ୍ତ୍ରୀ ଏର୍ନା ସୋଲବର୍ଗଙ୍କୁ ଶୁକ୍ରବାର ଦିନ କୋଭିଡ୍‌ ନିୟମ ଉଲ୍ଲଂଘନ କରି ଜନ୍ମଦିନର ରାତ୍ରି ଭୋଜନ ଆୟୋଜନ କରିଥିବା ଅଭିଯୋଗରେ ତାଙ୍କୁ ଜୋରିମାନା ଲାଗୁ କରାଯାଇଛି ବୋଲି ବୋଲି ପୋଲିସ କହିଛି। ପୋଲିସ କହିଛି ଯେ ସୋଲବର୍ଗଙ୍କ ଦ୍ବାରା ଆୟୋଜିତ ରାତ୍ରି ଭୋଜନରେ…

ଫୋନରେ କଥା ହୋଇ ଗାଡ଼ି ଚଳାଇଲେ ଫାଇନ୍ ଗଣିବେ ୧୦ ହଜାର, କେଉଁଠି ଜାଣନ୍ତୁ

ଉତ୍ତରପ୍ରଦେଶ: ମୋବାଇଲରେ କଥା ହୋଇ ଗାଡ଼ି ଚଳାଇଲେ ଏଣିକି ଆଉ ଶହେ କି ହଜାରେ ନୁହେଁ । ଏକାଥରକେ ପଡିବ ୧୦ ହଜାର ଟଙ୍କା ଫାଇନ୍ । ଉତ୍ତରପ୍ରଦେଶ ସରକାର ଦଣ୍ଡ ବିଧାନ ନେଇ ଏଭଳି ନିୟମ ଆଣିଛନ୍ତି । ଟ୍ରାଫିକ୍ ନିୟମକୁ ଅଧିକ କଡ଼ାକଡ଼ି କରିଛନ୍ତି ସରକାର । ଏସମ୍ପର୍କିତ ବିଜ୍ଞପ୍ତି ବି ଜାରି…