Latest Odisha News

BREAKING NEWS

Browsing Tag

Petrol

କମିଲା ପେଟ୍ରୋଲ ଓ ଡିଜେଲ ଦର ,ଆଜି ମଧ୍ୟରାତ୍ରିରୁ ଲାଗୁ ହେବ ନୂଆ ଦର

ଭୁବନେଶ୍ୱର : ଗାଡି ଚାଳକଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ହ୍ରାସ କରିଥିବା ଦର ଆଜି ମଧ୍ୟ ରାତ୍ରରୁ ଲାଗୁ ହେବାକୁ ଯାଉଛି । ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭ୍ୟାଟ୍ ହ୍ରାସ କରିଥିଲେ ରାଜ୍ୟ ସରକାର। ଗତି କିଛି ଦିନ ହେଲା ଦେଶରେ ଅହେତୁକ ପେଟ୍ରୋଲ ମୂଲ୍ୟ…

ପୁଣି ମହଙ୍ଗା ହେଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ଗୁରୁବାର ଦିନ ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଆଉ ଏକ ରେକର୍ଡ ସ୍ତରରେ ପହଞ୍ଚିଛି। ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୧୦୮.୨୯ ଟଙ୍କା ଥିବାବେଳେ ଡିଜେଲ ହାର ଲିଟର ପିଛା ୯୭.୦୨ ଟଙ୍କା ରହିଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୧୪.୧୪ ଟଙ୍କା ଏବଂ ଡିଜେଲ ଗୋଟିଏ ଲିଟର ପିଛା…

ପୁଣି ବଢିଲା ତୈଳ ଦର

ନୂଆଦିଲ୍ଲୀ: ଶୁକ୍ରବାର ଦିନ ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି। ଦୁଇ ଦିନ ବିରତି ପରେ ଦ୍ବିତୀୟ ଦିନ ପାଇଁ ବୃଦ୍ଧି ପାଇଛି ତୈଳ ଦର। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇ ୧୦୫.୧୪ ଟଙ୍କା ଥିବାବେଳେ ଡିଜେଲର ମୂଲ୍ୟ ମଧ୍ୟ ୩୫ ପଇସା…

ପୁଣି ମହଙ୍ଗା ହେଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି। ଆଜି ପୁଣି ବଢିଛି ପେଟ୍ରୋଲ ଓ ଡିଜେଲ ଦାମ୍‌। ସୋମବାର ସପ୍ତମ ଦିନ ପାଇଁ ତୈଳ ଦର ବୃଦ୍ଧି ପାଇଛି। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଯଥାକ୍ରମେ ୩୦ ପଇସା ଏବଂ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି।…

ପୁଣି ବଢିଲା ତୈଳ ଦର

ନୂଆଦିଲ୍ଲୀ:କ୍ରମାଗତ ଭାବେ ଷଷ୍ଠ ଦିନ ପାଇଁ ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର। ରାଷ୍ଟ୍ରାୟତ୍ତ ଇନ୍ଧନ ଡିଲରଙ୍କ ମୂଲ୍ୟ ବିଜ୍ଞପ୍ତି ଅନୁଯାୟୀ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୩୦ ପଇସା ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି। ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା…

ପୁଣି ବଢିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: ଶନିବାର ଦିନ ଦେଶରେ ପେଟ୍ରୋଲ ଏବଂ ଡିଜେଲ୍‌ ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩୦ ପଇସା ବୃଦ୍ଧି ପାଇଛି। ଯାହା ଫଳରେ ପେଟ୍ରୋଲ ଲିଟର ପିଛା ୧୦୩.୮୪ ଟଙ୍କା ରହିଛି। ସେହିପରି ଡିଜେଲର ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଥିବା ବେଳେ…

ପୁଣି ବଢିଲା ତୈଳ ଦର

ନୂଆଦିଲ୍ଲୀ: ରବିବାର ଦିନ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଯଥାକ୍ରମେ ୨୫ ପଇସା ଏବଂ ୩୦ ପଇସା ବୃଦ୍ଧି ପାଇବା ପରେ ସାରା ଦେଶରେ ନୂଆ ରେକର୍ଡ ବୃଦ୍ଧି ପାଇଛି। ରାଷ୍ଟ୍ରାୟତ୍ତ ଇନ୍ଧନ ଖୁଚୁରା ବ୍ୟବସାୟୀଙ୍କ ମୂଲ୍ୟ ବିଜ୍ଞପ୍ତି ଅନୁଯାୟୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ସର୍ବାଧିକ ଲିଟର ପିଛା…

ରାଜଧାନୀରେ କମିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: ଖସିଲା ପେଟ୍ରୋଲ ଓ ଡିଜେଲ ଦର। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକର ମୂଲ୍ୟ ବିଜ୍ଞପ୍ତି ଅନୁଯାୟୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୧.୬୪ ଟଙ୍କା ରହିଥିବା ବେଳେ ଡିଜେଲ ପିଛା ୮୯.୦୭ କୁ ହ୍ରାସ ପାଇଛି। ରବିବାର ଦିନ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୨୦…

ଲଗାତାର ୧୨ ଦିନ ଧରି ତୈଳଦର ବୃଦ୍ଧି, ମାଲକାନଗିରିରେ ୯୬ ଛୁଇଁବ ପେଟ୍ରୋଲ

ଭୁବନେଶ୍ୱର: ଦରବୃଦ୍ଧି ସହ ବଢ଼ୁଛି ଆକ୍ରୋଶ । ଲଗାତାର ୧୨ ଦିନ ଧରି ତୈଳଦର ବୃଦ୍ଧି ଘଟିଛି । ଆଜି ପେଟ୍ରୋଲ ଲିଟର ପିଛା ୩୯ ପଇସା ବଢ଼ିଥିବା ବେଳେ ଡିଜେଲ୍ ଲିଟର ପିଛା ୩୭ ପଇସା ବଢ଼ିଛି । ଏଥସହ ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ସର୍ବାଧିକ ଦର ଥିବା ମାଲକାନଗିରିରେ ପେଟ୍ରୋଲ ୯୬ ଟଙ୍କା ପାର୍…

ସପ୍ତାହର ପ୍ରଥମ ଦିନରୁ ମହଙ୍ଗା ମାଡ଼, ବଢ଼ିଲା ଏଲପିଜି ସହ ତୈଳଦର

ନୂଆଦିଲ୍ଲୀ: ସପ୍ତାହ ଆରମ୍ଭରୁ ଦରବୃଦ୍ଧି । ଗୃହିଣୀଙ୍କ ମୁଣ୍ଡରେ ଚଡ଼କ । ସପ୍ତାହ ଆରମ୍ଭର ପ୍ରଥମ ଦିନରୁ ଦେଶବାସୀଙ୍କ ଉପରେ ମହଙ୍ଗା ମାଡ଼ର ଆଉ ଏକ ପ୍ରହାର ପଡ଼ିଛି । ରୋଷେଇ ସିଲିଣ୍ଡର ଦାମ ୫୦ ଟଙ୍କା ବୃଦ୍ଧି ପାଇଛି । ସେହିଭଳି ପେଟ୍ରୋଲ ଓ ଡିଜେଲ ଦର ମଧ୍ୟ ୨୬ ପଇସା ପ୍ରତି ଲିଟର ପିଛା…