Latest Odisha News

BREAKING NEWS

Browsing Tag

Petrol

ପାକିସ୍ତାନରେ ବିଜୁଳି, ପେଟ୍ରୋଲ ଓ ଚିନି ସମସ୍ୟା ପରେ ଏବେ ପାଣି ପାଇଁ ହାହାକାର

ନୂଆଦିଲ୍ଲୀ: ସାରା ବିଶ୍ବରେ ଚନ୍ଦ୍ରାଯାନ୍-୩, ଆଦିତ୍ୟ ଏଲ୍-୧, ଜି-୨୦ ସମ୍ମିଳନୀ ଓ ଗଦର-୨ ସିନେମା ଆଦି ଭାରତର ସଫଳତା ଓ ଉପଲବ୍ଦ୍ଧିକୁ ନେଇ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଭାରତରେ ମଧ୍ୟ ୨୦୨୪ ନିର୍ବାଚନକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। କିନ୍ତୁ ଆମ ପଡୋଶୀ ଦେଶ ପାକିସ୍ତାନ ବିଷୟରେ ଚର୍ଚ୍ଚାର…

ଦେଶରେ ପ୍ରଥମ ଥର ପାଇଁ ପେଟ୍ରୋଲ-ଡିଜେଲ ନୁହେଁ ଇଥାନଲରେ ଚାଲିବ କାର୍

ନୂଆଦିଲ୍ଲୀ: କେନ୍ଦ୍ର ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଦେଶର ପ୍ରଥମ ଇଥାନଲ କାର ଲଞ୍ଚ କରିଛନ୍ତି ଯାହା ୧୦୦% ଇଥାନଲରେ ଚାଲିବା ପାଇଁ ସକ୍ଷମ। ଗଡକରୀ ଟୟୋଟା ଇନୋଭାର ଫ୍ଲେକ୍ସ ଇନ୍ଧନ ମଡେଲ ଲଞ୍ଚ କରିଛନ୍ତି। ଇଥାନଲ ବିଷୟରେ ସବୁଠୁ ବଡ଼ କଥା ହେଉଛି ଏହା ତେଲ କୂଅରୁ ନୁହେଁ ବରଂ…

ଆନ୍ତର୍ଜାତିକ ବଜାରରେ କମୁଛି କିନ୍ତୁ ଦେଶରେ ତେଲ ମହଙ୍ଗା ! ଚିନ୍ତାରେ ସାଧାରଣ ଉପଭୋକ୍ତା

ଭୁବନେଶ୍ୱର : ଗୋଟିଏ ପଟେ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ମହଙ୍ଗା ଆଉ ଏପଟେ ତେଲ ଦର, ଉଭୟ ଏବେ ସାଧାରଣ ବର୍ଗଙ୍କ ପାଇଁ ଚିନ୍ତା ବଢ଼ାଇ ଦେଇଛି । ଦେଶବ୍ୟାପୀ ପ୍ରାୟ ସବୁ ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଟପିଥିବା ବେଳେ ଡିଜେଲ ମୂଲ୍ୟ ୯୦ ଟଙ୍କା ଉପରେ ରହିଛି। ଫଳରେ ଘରୋଇ ବଜାରରେ…

ଡ୍ରାଇଭରଙ୍କ ଆନ୍ଦୋଳନ, ପେଟ୍ରୋଲ ପମ୍ପରୁ ସରି ଆସୁଛି ପେଟ୍ରୋଲ ଓ ଡିଜେଲ୍

ଭୁବନେଶ୍ୱର: ଷ୍ଟିୟରିଂ ଛାଡ଼ି ନାକେଦମ୍ କଲେଣି ଡ୍ରାଇଭର । ଜାତୀୟ ରାଜପଥରେ ଡ୍ରାଇଭରଙ୍କ ରାସ୍ତାରୋକ ଯୋଗୁଁ ମାଲବାହୀ ଗାଡ଼ି ଗଡ଼ୁ ନାହିଁ । ଅନ୍ୟ ପଟେ ରାଜଧାନୀ ଭୁବନେଶ୍ୱର ସମେତ ଅନେକ ସହରରେ ଦେଖା ଦେଇଛି ପେଟ୍ରୋଲ ଓ ଡିଜେଲ୍ ଅଭାବ । ଡ୍ରାଇଭର ଏକତା ମହାମଞ୍ଚର ଆନ୍ଦୋଳନ ପାଇଁ ସହର…

କମିବ ତୈଳଦର, ଜାଣନ୍ତୁ କେତେ ହ୍ରାସ ପାଇବ ପେଟ୍ରୋଲ ଓ ଡିଜେଲ୍ ଦାମ

ନୂଆଦିଲ୍ଲୀ: ୫ ମାସ ପରେ କମିବାକୁ ଯାଉଛି ତୈଳଦର । ମଙ୍ଗଳବାର ପେଟ୍ରୋଲ ଓ ଡିଜେଲ୍ ଦର ହ୍ରାସ ପାଇବା ନେଇ ସୂଚନା ମିଳିଛି । ୨୦୨୨ ମେ ୩୧ରେ ସରକାର ଏକ୍ସସାଇଜ୍ ଡ୍ୟୁଟି ହ୍ରାସ କରିବା ପରେ ପେଟ୍ରୋଲ୍ ଲିଟର ପିଛା ୮ ଟଙ୍କା ଏବଂ ଡିଜେଲ୍ ଲିଟର ପିଛା ୬ ଟଙ୍କା କମିଥିଲା । ତଥାପି ଦେଶର…

ପେଟ୍ରୋଲ, ଡିଜେଲ ଦରକୁ ନେଇ ମୋଦି ସରକାରଙ୍କୁ ଘେରିଲା କଂଗ୍ରେସ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ଖସୁଛି । ହେଲେ ଦେଶରେ କାହିଁକି କମୁନି ପେଟ୍ରୋଲ ଓ ଡିଜେଲ୍ ଦର । ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ରର ମୋଦି ସରକାଙ୍କୁ ଘେରିଛି କଂଗ୍ରେସ । ଦଳୀୟ ମୁଖପାତ୍ର ଗୌରବ ବଲ୍ଲଭ କହିଛନ୍ତି ଦେଶର ବିକାଶ ଦର ବଢ଼ୁ ନାହିଁ କି ଗ୍ୟାସ୍ ଓ ପେଟ୍ରୋଲ,…

ଅଶୋଧିତ ତୈଳଦର କମିବା ପରେ କାହିଁକି ଖସୁନି ପେଟ୍ରୋଲ ଓ ଡିଜେଲ୍ ଦାମ ?

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ହ୍ରାସ ପାଇଛି । କିନ୍ତୁ ତଥାପି ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଖସୁ ନାହିଁ । ସରକାରୀ ତୈଳ କମ୍ପାନୀଗୁଡ଼ିକ ପୂର୍ବରୁ ଦୈନିକ ୩୦ରୁ ୩୫ ପଇସା ପେଟ୍ରୋଲ ଓ ଡିଜେଲ୍ ଦର ବଢ଼ାଉଥିଲେ । ଏବେ ଅଶୋଧିତ ତୈଳଦର କମିବା ପରେ କାହିଁକି ଦର ହ୍ରାସ କରୁ…

ଭାରତ କମେଇଲା ତେଲ ଦର, ପାକିସ୍ତାନ ବଢ଼େଇଲା ୩୦ ଟଙ୍କା

ଭୁବନେଶ୍ୱର: ଗୋଟିଏ ପଟେ ଭାରତ ପେଟ୍ରୋଲ ଓ ଡିଜେଲ ଦର କମେଇଥିବା ବେଳେ ପଡ଼ୋଶୀ ପାକିସ୍ତାନରେ ବଢ଼ିଛି ଆକାଶ ଛୁଅାଁ ଇନ୍ଧନ ଦର । ଗୁରୁବାର ପେଟ୍ରୋଲିୟମ ଉତ୍ପାଦରେ ଲିଟର ପିଛା ୩୦ ଟଙ୍କା ବଢ଼ାଇଛି ପାକିସ୍ତାନ । ଅର୍ଥ ମନ୍ତ୍ରୀ ମିଫତା ଇସମାଇଲ ଲିଟର ପିଛା ୩୦ ଟଙ୍କା ବଢ଼ିବା ସୂଚନା ଦେଇଥିଲେ ।…

ପେଟ୍ରୋଲ ପମ୍ପରେ ୫୦ଟଙ୍କାରୁ ତଳକୁ ତେଲ ମନା

ନାଗପୁର: ୫୦ ଟଙ୍କାରୁ କମ୍ ମାତ୍ରାର ତେଲ ମିଳିବନି । ସିଧାସିଧା ମନା । ବିନା କିଛି ଆଲୋଚନା, ଯୁକ୍ତି ତର୍କରେ ଫେରି ଆସିବେ । ମହାରାଷ୍ଟ୍ର ନାଗପୁରର ଗୋଟିଏ ପେଟ୍ରୋଲ ପମ୍ପରେ ୫୦ ଟଙ୍କାରୁ କମ୍ ମାତ୍ରାର ତେଲ ଦେବାକୁ ମନା କରିଦେଇଛନ୍ତି ଟାଙ୍କି ମାଲିକ । ତେଲ ଭରୁଥିବା ସ୍ଥାନରେ ଏକ କାଗଜରେ…

ରାହୁଲ ଗାନ୍ଧି ଲଞ୍ଚ୍ କଲେ ‘ପ୍ରଧାନମନ୍ତ୍ରୀ ଜନ ଧନ ଲୁଟ୍ ଯୋଜନା’

ଭୁବନେଶ୍ୱର: ‘ପ୍ରଧାନମନ୍ତ୍ରୀ ଜନ ଧନ ଲୁଟ୍ ଯୋଜନା’ । ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ଏହି ଯୋଜନା ବିଷୟରେ ସୋମବାର ଅବଗତ କରିଛନ୍ତି । ରାହୁଲ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଗୋଟିଏ ଗ୍ରାଫିକ ଚିତ୍ର ସହ ଏହି ଯୋଜନା ବିଷୟରେ ବତାଇଛନ୍ତି । ସୋମବାର ଉଭୟ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା…