Latest Odisha News

BREAKING NEWS

Browsing Tag

plasma therapy

‘ପ୍ଲାଜମା ଥେରାପି ଓ ରେମଡିସିଭର ଚିକିତ୍ସା ବନ୍ଦ ହେବନି’

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ପ୍ଲାଜମା ଥେରାପି ଏବଂ ରେମଡିସିଭର ଚିକିତ୍ସା ବନ୍ଦ ହେବନି । ଯେପର୍ଯ୍ୟନ୍ତ ଆଇସିଏମଆର ଲିଖିତ ଭାବେ ଜଣାଇନାହିଁ , ସେଯାଏଁ ରାଜ୍ୟସରକାର ଚିକିତ୍ସା ଜାରି ରଖିବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର।…

କୋଭିଡ ଚିକିତ୍ସାରୁ ହଟିବ ପ୍ଲାଜମା ଥେରାପି: ICMR

ନୂଆଦିଲ୍ଲୀ: କାମ ଦେଉନି ପ୍ଲାଜମା ଥେରାପି । ଏଥିପାଇଁ କୋଭିଡ ଚିକିତ୍ସାରୁ ହଟିବ ପ୍ଲାଜମା ଥେରାପି । ନ୍ୟାଶନାଲ କ୍ଲିନିକାଲ ପ୍ରୋଟୋକଲରୁ ପ୍ଲାଜମା ଥେରାପିକୁ ହଟାଇବା ପାଇଁ ପ୍ରସ୍ତୁତି ଚାଲିଛି । ଏନେଇ ଆଇସିଏମ୍‌ଆର୍ ବିବୃତି ଜାରି କରି ଏଭଳି କହିଛନ୍ତି । ପ୍ଲାଜମା ଥେରାପିର ରେଜଲ୍ଟକୁ…

ଦେଶରେ କୋଭିଡ-୧୯ ପ୍ଲାଜମା ବ୍ୟାଙ୍କ ସଂଖ୍ୟାକୁ ନେଇ କୌଣସି ତଥ୍ୟ ନାହିଁ: କେନ୍ଦ୍ର

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ ପାଇଁ ଧାର୍ଯ୍ୟ ପ୍ଲାଜମା ବ୍ୟାଙ୍କ ସଂଖ୍ୟା ବିଷୟରେ କୌଣସି ତଥ୍ୟ ନଥିବା ସରକାର ରାଜ୍ୟସଭାକୁ କହିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା କୋଭିଡ-୧୯ ଚିକିତ୍ସା ପାଇଁ କନଭାଲେସେଣ୍ଟ ପ୍ଲାଜମା ଥେରାପି ସୁପାରିଶ କରାଯାଇ ନାହିଁ ଏବଂ ପ୍ଲାଜମା ବ୍ୟାଙ୍କ ଗଠନ…

ପ୍ଲାଜମା ଦାନ କଲେ ଆଉ ୨ ପୋଲିସ କର୍ମଚାରୀ

ଭୁବନେଶ୍ୱର: କରୋନା ଚିକିତ୍ସା ପାଇଁ ରାଜ୍ୟରେ ଆରମ୍ଭ ହୋଇଛି ପ୍ଲାଜମା ଥେରାପୀ । ଗୁରୁତର ରୋଗୀଙ୍କ କ୍ଷେତ୍ରରେ ସଫଳତା ମିଳୁଛି । ଏପଟେ ପ୍ଲଜମା ଦାନ ଭଳି ମହତ ଅଭିଯାନରେ ମିଳୁଛି ଯୋଗଦାନ । ଆଜି ଆଉ ଦୁଇ ଜଣ ପୋଲିସ କର୍ମଚାରୀ ପ୍ଲାଜମା ଦାନ କରିଛନ୍ତି । କୋରାପୁଟ ଓଏସଏପି ତୃତୀୟ…

କାଲିଠୁ ଗଂଜାମରେ ପ୍ଲାଜମା ଥେରାପି

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଗଞ୍ଜାମରେ ଆରମ୍ଭ ହେବ ପ୍ଲାଜମା ଥେରାପି । ଶୀତଳାପ୍ଲଲି ସ୍ଥିତ ଟାଟା କୋଭିଡ ହସ୍ପିଟାଲରେ ପ୍ଲାଜମା ଥେରାପି ଆରମ୍ଭ ହେବ । କରୋନାରେ ଓଡ଼ିଶାର ଗଞ୍ଜାମ ଜିଲ୍ଲା ସବୁଠାରୁ ବେଶି ପ୍ରଭାବିତ ହୋଇଛି । ଗଞ୍ଜାମ ଜିଲ୍ଲାରେ କରୋନା ନିପାତ କରିବା ପାଇଁ ରାଜ୍ୟ ସରକାର…

ରାଜ୍ୟରେ କରୋନା ଆକ୍ରାନ୍ତଙ୍କୁ ଦିଆଗଲା ପ୍ରଥମ ପ୍ଲାଜମା ଥେରାପୀ

କଟକ: ରାଜ୍ୟରେ ଆରମ୍ଭ ହୋଇଛି ପ୍ଲାଜମା ଥେରାପୀ ସେବା । ଶୁଭାରମ୍ଭର ଦିନେ ପରେ କରୋନା ଆକ୍ରାନ୍ତଙ୍କୁ ଦିଆଗଲା ପ୍ରଥମ ପ୍ଲାଜମା ଥେରାପୀ । କଟକ ସ୍ଥିତ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ୪୮ ବର୍ଷୀୟ ଆକ୍ରାନ୍ତଙ୍କୁ ଥେରାପୀ ଦିଆଯାଇଛି । ତାଙ୍କୁ B ପଜିଟିଭ୍ ପ୍ଲାଜମା ଦିଆଯାଇଛି । ଏହି ସୂଚନା…

ଆଜିଠୁ ରାଜ୍ୟରେ ପ୍ଲାଜମା ଥେରାପୀ

ଭୁବନେଶ୍ୱର: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଆଜିଠାରୁ ରାଜ୍ୟରେ ଆରମ୍ଭ ହେବ ପ୍ଲାଜମା ଥେରାପୀ । ଭୁବନେଶ୍ୱରର ସମ୍ ହସ୍ପିଟାଲ, କିମ୍‌ସ ଓ କଟକର ଅଶ୍ୱିନୀ ହସ୍‌ପିଟାଲରେ ଶୁଭାରମ୍ଭ ହେବ । ପ୍ଲାଜମା ଥେରାପୀର ନୋଡାଲ ସେଣ୍ଟର ଭାବରେ କାମ କରିବ କଟକ ବଡ଼ ମେଡିକାଲ । ଅପରାହଣ ୫ଟା ୧୫ ମିନିଟରେ…

ପ୍ଲାଜମା ଦାନ କଲେ ସମ୍ବିତ ପାତ୍ର

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ସୋମବାର ଦିନ ନିଜର ପ୍ଲାଜମା କରୋନା ରୋଗୀଙ୍କ ଚିକିତ୍ସା ନିମନ୍ତେ ଦାନ କରିଛନ୍ତି । Donated Plasma today after blessings of @BJP4India National President Sh @JPNadda Ji. PM Sh…

ଓଡ଼ିଶାରେ ହେବ ପ୍ଲାଜମା ଥେରାପି

ଭୁବନେଶ୍ୱର: ଖୁବଶୀଘ୍ର ଓଡ଼ିଶାରେ ଆରମ୍ଭ ହେବ ପ୍ଲାଜମା ଥେରାପି । କରୋନାକୁ ମାତ୍ ଦେବା ପାଇଁ ପ୍ଲାଜମା ଥେରାପି ମାଧ୍ୟମରେ ଆରମ୍ଭ ହେବ ଚିକିତ୍ସା । ଏନେଇ ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି । ପ୍ଲାଜମା ଥେରାପିରେ ଚିକିତ୍ସା…

କରୋନା ସଂକ୍ରମିତଙ୍କ ଉପରେ ପ୍ଲାଜ୍‌ମା ଥେରାପି ପରୀକ୍ଷଣ କଲା ଦିଲ୍ଲୀ ସରକାର !

ନୂଆଦିଲ୍ଲୀ: ସାରା ଦେଶରେ କରୋନାକୁ ରୋକିବା ଲାଗି ଅହରହ ଉଦ୍ୟମ ଚଳାଇଛନ୍ତି ସମସ୍ତ ରାଜ୍ୟ ସରକାର । କିଏ ଲକ୍‌-ଡାଉନ୍ ଅବଧିକୁ ବଢାଇଛି ତ କିଏ ଚିକିତ୍ସାର ମାନ ବଢାଇବା ସହ କୋଭିଡ୍‌-୧୯ ହସ୍ପିଟାଲ ସ୍ଥାପନ କରିବାରେ ଲାଗିଛନ୍ତି । ଦିନ ବଢିବା ସହ ଅନେକ ରାଜ୍ୟ କରୋନା ସଂକ୍ରମିତଙ୍କ ଉପରେ ନୂତନ…