Latest Odisha News

BREAKING NEWS

Browsing Tag

Plus Two Exam

ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା; ସିସି କ୍ୟାମେରା ସାମ୍ନାରେ ପରୀକ୍ଷା ଦେବେ ୩.୫୮ ଲକ୍ଷ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ୍‌ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ଥିଓରି ପରୀକ୍ଷା ମାର୍ଚ୍ଚ ୧ରୁ ଆରମ୍ଭ ହୋଇ ଏପ୍ରିଲ ୫ରେ ସରିବ । ଚଳିତବର୍ଷ ୩ ଲକ୍ଷ ୫୭ ହଜାର ୯୪୨ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ । କଳା ବିଭାଗରେ ୨ ଲକ୍ଷ ୩୩…

ଯୁକ୍ତ ଦୁଇ ପରୀକ୍ଷା ପରିଚାଳନାରେ ସହଯୋଗ କରିବେ ଆନ୍ଦୋଳନରତ ଅଧ୍ୟାପକ, ରଖିଲେ ଏମିତି ସର୍ତ୍ତ

ଭୁବନେଶ୍ୱର: ଯୁକ୍ତ ଦୁଇ ପରୀକ୍ଷା ପରିଚାଳନା ନେଇ ଦେଖା ଦେଇଥିବା ସମସ୍ୟା ଦୂର ହୋଇଛି । ଧାରଣାରେ ବସିଥିବା ୬୬୨ ବର୍ଗର ଅଧ୍ୟାପକ ପରିଚାଳନା କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଏହି ଦ୍ୱନ୍ଦ୍ୱ ଦୂର ହୋଇଛି । ଆନ୍ଦୋଳନ ଚାଲୁ ରଖିବା ସହ ପରୀକ୍ଷା ପରିଚାଳନାରେ ବି ସାମିଲ ହେବେ ବୋଲି…

ଯୁକ୍ତ ଦୁଇ ପରୀକ୍ଷା: ପରୀକ୍ଷାର୍ଥୀଙ୍କୁ ମିଳିବ ୩୦ ପୃଷ୍ଠାର ଉତ୍ତରଖାତା, ଦିଆଯିବନି ଅତିରିକ୍ତ ପେପର

ଭୁବନେଶ୍ୱର:ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆସିଲା ଗାଇଡ ଲାଇନ । କେବେ ଆସିବ ପ୍ରଶ୍ନପତ୍ର, କେମିତି ରହିବ ଉତ୍ତରଖାତା ଏ ସମସ୍ତ ତଥ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସବୁ ସ୍କୁଲକୁ ଜଣାଇ ଦିଆଯାଇଛି । ମାର୍ଚ୍ଚ ୧ତାରିଖରେ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଏଥର ଯୁକ୍ତ ଦୁଇ…

+୨ ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶିତ: କନ୍ଧମାଳ ଝିଅ ମୀନାକ୍ଷୀ କିସ୍ ଟପ୍ପର

ଭୁବନେଶ୍ୱର: ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ କିସ୍‍ର ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି। ରାଜ୍ୟର ପାସ୍‍ ହାର ବିଜ୍ଞାନରେ ୯୪ ପ୍ରତିଶତ ରହିଥିବା ବେଳେ ବାଣିଜ୍ୟରେ…

ଚଳିତବର୍ଷ ଯୁକ୍ତ ଦୁଇରେ ରହିବ ୫୦ ନମ୍ବରର ମଲଟିପୁଲ୍ ଚଏସ୍ ପ୍ରଶ୍ନ

ଭୁବନେଶ୍ୱର: ଚଳିତବର୍ଷ ବଦଳିବ ଯୁକ୍ତ ଦୁଇ ପରୀକ୍ଷା ଢାଞ୍ଚା । ପ୍ରଶ୍ନପତ୍ରରେ ୫୦ ନମ୍ବରର ମଲ୍ଟିପୁଲ୍ ଚଏସ୍ ପ୍ରଶ୍ନ ରହିବ । ପ୍ରତ୍ୟେକ ମଲ୍ଟିପୁଲ୍ ଚଏସ୍ ପ୍ରଶ୍ନର ଉତ୍ତର ପାଇଁ ୧ ନମ୍ବର ଲେଖାଏ ରହିବ । ପ୍ରଶ୍ନପତ୍ରର ହାରାହାରି ୩୦% ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ରହିବ । ସେହିପରି…

ଚଳିତ ଶିକ୍ଷାବର୍ଷରେ ହେବ ମାଟ୍ରିକ୍ ଓ +୨ ପରୀକ୍ଷା

ଭୁବନେଶ୍ୱର: କରୋନା ମହାମାରୀ ଯୋଗୁ ରାଜ୍ୟରେ ଚଳିତ ଶିକ୍ଷାବର୍ଷରେ ପାଠପଢ଼ା ପ୍ରଭାବିତ ହୋଇଛି । କିନ୍ତୁ ଚଳିତ ଶିକ୍ଷାବର୍ଷରେ ହେବ ମାଟ୍ରିକ ବୋର୍ଡ ଓ ଯୁକ୍ତ ଦୁଇ ପରୀକ୍ଷା ।ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ପରୀକ୍ଷା…

ଯୁକ୍ତ ୨ ଅବଶିଷ୍ଟ ପରୀକ୍ଷା ପ୍ରସଙ୍ଗ: ଆଜି ଚୂଡ଼ାନ୍ତ ନିଷ୍ପତ୍ତି !

ଭୁବନେଶ୍ୱର: ଚଳିତବର୍ଷ ଅନୁଷ୍ଠିତ ହୋଇଥିବା ଯୁକ୍ତ ୨ର ବାକି ରହିଯାଇଥିବା ପରୀକ୍ଷା ଅନୁଷ୍ଠିତ ହେବ କି ନାହିଁ ସେ ନେଇ ଆଜି ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ନେବେ ଚୂଡ଼ାନ୍ତ ନିଷ୍ପତ୍ତି ।  କେନ୍ଦ୍ର ସରକାର ଜାରି କରଥିବା ନୁଆ ଗାଇଡ ଲାଇନ୍‌ରେ ସ୍କୁଲ, କଲେଜ ଆସନ୍‌ା ଜୁଲାଇ ୩୧ ପର୍ଯ୍ୟନ୍ତ…