Latest Odisha News

BREAKING NEWS

Browsing Tag

POETRY COLLECTION

ନୃସିଂହ ତରାଇଙ୍କ ଇଂରାଜୀ କବିତା ସଙ୍କଳନ ‘ଏ ପାମଫୁଲ ଅଫ ପେନ’ ଉନ୍ମୋଚିତ

ଭୁବନେଶ୍ୱର : ବ୍ଲାକ ଇଗଲ ପବ୍ଲିକେଶନ ଦ୍ୱାରା ପ୍ରକାଶିତ କବି ନୃସିଂହ ତରାଇଙ୍କ ଇଂରାଜୀ କବିତା ପୁସ୍ତକ ‘ଏ ପାମଫୁଲ ଅଫ ପେନ’ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପରିସରରେ , ଏକାଡ଼େମୀର ସଭାପତି ବିଶିଷ୍ଟ କବି ହୃଷିକେଶ ମଲ୍ଲିକ ଓ ସଚିବ, ବରି ପ୍ରଶାସକ ତଥା କବି ପ୍ରବୋଧ ରାଉତଙ୍କ ଦ୍ୱାରା ଉନ୍ମୋଚିତ…

ରାଜ୍ୟପାଳଙ୍କ ଦ୍ୱାରା ‘ କେତେ ରଙ୍ଗର ଆକାଶ ‘ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ କବି ମାନସ ରଞ୍ଜନ ମହାପାତ୍ରଙ୍କ କବିତା ସଙ୍କଳନ "କେତେ ରଙ୍ଗର ଆକାଶ" ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ଵାରା ରାଜଭବନଠାରେ ଉନ୍ମୋଚିତ ହୋଇଯାଇଛି । ପକ୍ଷୀଘର ପ୍ରକାଶନୀ ଦ୍ଵାରା ପ୍ରକାଶିତ କବିଙ୍କର ଏହି ଷଷ୍ଠ ପୁସ୍ତକଟିରେ ଗତ ଅର୍ଦ୍ଧ…

ନଳିନୀ ପ୍ରଭା ଦାଶଙ୍କ ‘ନିଡ଼ଫେରେ’ ଉନ୍ମୋଚିତ

ସମ୍ବଲପୁର : ଅଵସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ନଳିନୀ ପ୍ରଭା ଦାଶଙ୍କ କବିତା ସଙ୍କଳନ 'ନିଡ଼ଫେରେ' ପ୍ରଫେସର ଶଶାଙ୍କ ଶେଖର ନନ୍ଦଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ହେମନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସୁଶାନ୍ତ ପଣ୍ଡା ଏହି…

ବୈକୁଣ୍ଠନାଥଙ୍କ ତ୍ରୟୋଦଶ ବାଣୀର କବିତା ସଙ୍କଳନ ଉନ୍ମୋଚିତ

ଭୁବନେଶ୍ୱର : ଏକାମ୍ର ସତ୍ୟ ସେବାଶ୍ରମରେ ସନ୍ଥ ବୈକୁଣ୍ଠନାଥଙ୍କ ତ୍ରୟୋଦଶ ବାଣୀର କବିତା ସଙ୍କଳନ ଉନ୍ମୋଚିତ ହୋଇଯାଇଛି। ଗୌରୀଶଙ୍କର ମହାନ୍ତିଙ୍କ ଅନୁବାଦିତ ଓ ଧଉଳି ପବ୍ଲିକେଶନ ଦ୍ୱାରା ସଙ୍କଳିତ ଏହି ପୁସ୍ତକର ଉନ୍ମୋଚନ ଉତ୍ସବରେ ସନ୍ଥ ବାଳକା ନନ୍ଦ ଦାସ ,ସତ୍ୟାନନ୍ଦ ଦାସ,…