Latest Odisha News

BREAKING NEWS

ରାଜ୍ୟପାଳଙ୍କ ଦ୍ୱାରା ‘ କେତେ ରଙ୍ଗର ଆକାଶ ‘ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ କବି ମାନସ ରଞ୍ଜନ ମହାପାତ୍ରଙ୍କ କବିତା ସଙ୍କଳନ “କେତେ ରଙ୍ଗର ଆକାଶ” ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ଵାରା ରାଜଭବନଠାରେ ଉନ୍ମୋଚିତ ହୋଇଯାଇଛି ।

ପକ୍ଷୀଘର ପ୍ରକାଶନୀ ଦ୍ଵାରା ପ୍ରକାଶିତ କବିଙ୍କର ଏହି ଷଷ୍ଠ ପୁସ୍ତକଟିରେ ଗତ ଅର୍ଦ୍ଧ ଶତାବ୍ଦୀ ମଧ୍ୟରେ ରଚିତ କବିଙ୍କର ସୁନିର୍ବାଚିତ କବିତାମାନ ସଙ୍କଳିତ ହୋଇଛି । ଜଣେ ଅନୁବାଦକ ତଥା ସମ୍ପାଦକ ଭାବେ ଶ୍ରୀ  ମହାପାତ୍ର ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଛନ୍ତି ।

Leave A Reply

Your email address will not be published.