ବାଲେଶ୍ବର: ପୋଲିସକୁ ଆକ୍ରମଣ ଘଟଣାରେ ୧୩ ଅଟକ
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାସ୍ଥିତ ବାଲିଆପାଳ ଆଇଆଇସି ପ୍ରଭୁ କଲ୍ୟାଣ ଆଚାର୍ଯ୍ୟଙ୍କୁ ଆକ୍ରମଣ କରିବା ଏହି ଘଟଣାରେ ପୋଲିସ ଗୁରୁବାର ଦିନ ପ୍ରାୟ ୧୩ ଜଣକୁ ଅଟକ ରଖିଛି ।
ମିଳିଥିବା ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତିରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଏହି ବ୍ୟକ୍ତିମାନଙ୍କୁ…