Latest Odisha News

BREAKING NEWS

Browsing Tag

Police Commisioner

ରାଜ୍ୟରେ ବଳବତ୍ତର ରହିବ ୧୨ ଘଂଟିଆ କର୍ଫ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିବ ୧୨ ଘଂଟିଆ କର୍ଫ୍ୟୁ । ଲକଡାଉନ୍‌-୪ରେ ମଧ୍ୟ ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ୧୪୪ ଧାରା ଜାରି ରହିବ । ଆସନ୍ତା ମେ’ ୩୧ ଯାଏଁ ଏହି କର୍ଫ୍ୟୁ ବଳବତ୍ତର ରହିବ । ଏନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏହି ସମୟରେ ଘରୁ…

ଅନିର୍ଦ୍ଦିଷ୍ଟ କାଳ ପାଇଁ ବଢିଲା ଯାନବାହାନ ପାସ୍‌ର ଅବଧି: ପୋଲିସ କମିଶନର

ଭୁବନେଶ୍ୱର: ଯାନବାହାନ ଚଳାଚଳ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଦିଆଯାଇଥିବା ପାସ୍‌ର ସମୟ ସୀମା ବୃଦ୍ଧି କରାଯାଇଛି । ପୂର୍ବରୁ ଏହାକୁ ମାର୍ଚ୍ଚ ୨୯ ତାରିଖ ଯାଏଁ ବୈଧ ରଖାଯାଇଥିଲା । କିନ୍ତୁ କୋଭିଡ୍‌୧୯ ପରିସ୍ଥିତି ନ ସୁଧୁରିବା ଯାଏଁ ଏହି ଗାଡି ପାସ୍‌ର ବୈଧତାକୁ ବଢାଯାଇଛି । ପାସ୍‌ର…

ନିଶାସକ୍ତ ଗାଡ଼ି ଚାଳକଙ୍କୁ କାବୁ କଲେ ପୋଲିସ କମିଶନର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ବ୍ୟସ୍ତବହୁଳ ରାସ୍ତାରେ ବୁଧବାର ସନ୍ଧ୍ୟାରେ ଜଣେ ନିଶାସକ୍ତ ଗାଡ଼ି ଚାଳକଙ୍କୁ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କାବୁ କରିଥିବା ନେଇ ଜଣାପଡିଛି। ସଂପୃକ୍ତ ନିଶାସକ୍ତ ଗାଡି ଚାଳକ ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ନିକଟସ୍ଥ ଅତାଲା ବାସିନ୍ଦା…

ଖୁବଶୀଘ୍ର ଟ୍ୱିନସିଟିରେ ହେବ ୟୁନିଫାଏଡ୍ କଣ୍ଟ୍ରୋଲ୍ ରୁମ୍: ଡିଜିପି

ଭୁବନେଶ୍ୱର: ଟ୍ୱିନସିଟି କଟକ ଓ ଭୁବନେଶ୍ୱରରେ ଖୁବଶୀଘ୍ର ୟୁନିଫାଏଡ୍ କଣ୍ଟ୍ରୋଲ୍ ରୁମ୍ (ୟୁସିଆର) ସ୍ଥାପିତ କରାଯିବ ବୋଲି ପୋଲିସ ଡିଜି ଅଭୟ ଗୁରୁବାର ଦିନ କହିଛନ୍ତି । ସହରରେ କମିଶନରେଟ୍ ପୋଲିସର ୧୨ତମ ସ୍ଥାପନା ଦିବସ ସମାରୋହରେ ଡିଜିପି ଏନେଇ କହିଛନ୍ତି । ଏହାବ୍ୟତିତ ଓଡିଶା…