Latest Odisha News
Browsing Tag

police station

ଶିଶୁ ବିଶେଷଜ୍ଞଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ଥାନା ଘେରିଲେ ଲୋକ

ତାଳଚେର: ଅସଦାଚରଣ ଅଭିଯୋଗରେ ବନ୍ଧାହେଲେ ଡାକ୍ତର । ଜାମିନ୍ ନାମଞ୍ଜୁର ହେବାରୁ ଜେଲ୍ ଗଲେ । ଆଉ ହଠାତ୍ ଅସୁସ୍ଥ ହୋଇ ଶିଶୁ ବିଶେଷଜ୍ଞ ଡାକ୍ତର ପ୍ୟାରୀମୋହନ ପ୍ରଧାନଙ୍କ ମୃତ୍ୟୁ ହୋଇଛି । ତେବେ ଜେଲରେ କାହିଁକି ହଠାତ୍ ବିଗିଡ଼ି ଗଲା ଡାକ୍ତରଙ୍କ ସ୍ୱାସ୍ଥ୍ୟାବସ୍ଥା ? ଡାକ୍ତରଙ୍କ ମୃତ୍ୟୁକୁ…

ପୋଲିସକୁ ଧକ୍କା ମାରି ଥାନାରୁ ଅଭିଯୁକ୍ତ ଚମ୍ପଟ

ପୁରୀ: କୋର୍ଟ ଚାଲାଣ ପୂର୍ବରୁ ଥାନାରୁ ଖସି ପଳାଇଲା ଅଭିଯୁକ୍ତ । ଅଭିଯୁକ୍ତଠୁ ଧକ୍କା ଖାଇ ରହିଗଲା ପୋଲିସ । ପୁରୀ ବାସେଳୀ ସାହି ଥାନାରୁ ଜଣେ ଅଭିଯୁକ୍ତ ବାବୁନା ଭୋଇ ଖସି ପଳାଇଛି । ଏକ ଚୋରି ମାମଲାରେ ବାସେଳୀ ସାହି ଥାନା ପୋଲିସ ୧୩ ତାରିଖରେ ବାବୁନା ଭୋଇକୁ ଗିରଫ କରିଥିଲା । ହେଲେ…

ଥାନା ଆଗରେ ଗ୍ରାମବାସୀଙ୍କ ଧାରଣା, ମୃତ୍ୟୁ ରହସ୍ୟ ଉନ୍ମୋଚନ ଦାବି

ଯାଜପୁର: ମାସେ ପରେ ବି ଜଣାପଡ଼ୁନି କେମିତି ମଲା କାଳିଆ ? ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା କମାରଢ଼ିହିର ଅକ୍ଷୟ ଓରଫ୍ କାଳିଆ ମୃତ୍ୟୁକୁ ମାସେ ବିତିଲାଣି । ତଥାପି ମୃତ୍ୟୁ ଉପରୁ ପରଦା ହଟୁନି । ଯାହାକୁ ନେଇ ଦିନକୁ ଦିନ ତେଜିବାରେ ଲାଗିଛି ଅସନ୍ତୋଷ । କାଳିଆକୁ ହତ୍ୟା କରାଯାଇଥିବା ଅଭିଯୋଗ…

ରାଜ୍ୟର ୩୪ଟି ପୋଲିସ ଜିଲ୍ଲାରେ ପ୍ରତିଷ୍ଠା ହେବ ଶିଶୁ ଅନୁକୂଳ ପୋଲିସ ଷ୍ଟେସନ

ଭୁବନେଶ୍ବର : ରାଜ୍ୟରେ ୩୪ଟି ଶିଶୁ ଅନୁକୂଳ ପୋଲିସ ଷ୍ଟେସନ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ସମୁଦାୟ ୩୪ଟି ପୋଲିସ ଜିଲ୍ଲା ରହିଛି । ପ୍ରତ୍ୟେକ ପୋଲିସ ଜିଲ୍ଲାରେ ଗୋଟିଏ ଲେଖାଏଁ ଶିଶୁ ଅନୁକୂଳ ପୋଲିସ ଷ୍ଟେସନ ପ୍ରତିଷ୍ଠା କରିବା ପାଇଁ…

ପଡୋଶୀଙ୍କୁ ମାରପିଟ୍ ଅଭିଯୋଗରେ ଅଭିନେତା ବବି ମିଶ୍ର ଥାନାରେ ଅଟକ

ଭୁବନେଶ୍ୱର: ଚର୍ଚ୍ଚାର ପରିସରକୁ ଆସିଛନ୍ତି ଓଲିଉଡର ଜଣାଶୁଣା ଅଭିନେତା ବବି ମିଶ୍ର । ହେଲେ ଏଥର ରିଲ୍ ନୁହେଁ ବରଂ ରିଅଲ ଲାଇଫରେ ତାଙ୍କୁ ଥାନାରେ ଅଟକ ରଖାଯାଇଛି । ପଡୋଶୀଙ୍କୁ ଗାଳି ଗୁଲଜ ସହ ମାଡ ମାରିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ଆସିଛି । ନୟାପଲ୍ଲୀ ଥାନାରେ ପଡୋଶୀଙ୍କ ଅଭିଯୋଗ…