Latest Odisha News

BREAKING NEWS

Browsing Tag

Positive Cases

ପୁଣି ବଢ଼ିଲା କରୋନା, ସତର୍କ ହେବା ଜରୁରୀ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । କମିବାର ନା ଧରୁନି । ଦିନକୁ ଦିନ ଶହେ ଶହେରେ  ସଂକ୍ରମଣ ବଢ଼ିବାରେ ଲାଗିଛି ।  https://twitter.com/IPR_Odisha/status/1547060423614091266 ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୪୩ ଜଣ କରୋନା ପଜିଟିଭ୍ ଚିହ୍ନଟ…

ଲଗାତାର ଦ୍ୱିତୀୟ ଦିନରେ ରାଜ୍ୟରୁ ୩ ହଜାରରୁ ଅଧିକ ସଂକ୍ରମିତ, ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହରରେ ରାଜ୍ୟରେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ସଂକ୍ରମଣ ରୋକିବାକୁ ସାରା ରାଜ୍ୟରେ ଆଜିଠୁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରୁଛନ୍ତି ସରକାର । ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୧୪୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୮୨୩ଟି ସଂକ୍ରମଣ ମାମଲା…

ରାଜ୍ୟରେ ୩ ହଜାର ଡେଇଁଲା ଦୈନିକ ସଂକ୍ରମଣ, ଖୋର୍ଦ୍ଧା ଓ ସୁନ୍ଦରଗଡ଼ରୁ ୫୦୦ରୁ ଅଧିକ ପଜିଟିଭ୍

ଭୁବନେଶ୍ୱର: ଏପ୍ରିଲ୍ ମାସ ଆରମ୍ଭରୁ ପ୍ରତିଦିନ ରେକର୍ଡ ଭାଙ୍ଗୁଛି କରୋନା । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଚଳିତବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ଦୈନିକ ଦୈନିକ ସଂକ୍ରମଣ ୩ ହଜାର ଟପିଛି । ଗତ ୨୪ ଘଣ୍ଟାରେ ମଧ୍ୟରେ ୩,୧୦୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…

୧୮ ଜିଲ୍ଲାରୁ ୫୮ କରୋନା ସଂକ୍ରମିତ ଚିହ୍ନଟ, ୧୨ ଜିଲ୍ଲାରେ ନାହିଁ ନୂଆ ମାମଲା

ଭୁବନେଶ୍ୱର: ରାଜ୍ୟରେ ଟିକାକରଣ ଜାରି ରହିଥିବା ବେଳେ କରୋନା ସଂକ୍ରମଣ ହ୍ରାସ୍ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୮ ଜିଲ୍ଲାରୁ ୫୮ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ୩୪ଟି ମାମଲା କ୍ୱାରେଣ୍ଟାଇନରୁ ଆସିଥିବା ବେଳେ ୨୪ଟି ସ୍ଥାନୀୟ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧୨…