ସାମାଜିକ ଜୀବନର ସ୍ମାରକୀ ପ୍ରଥମାଷ୍ଟମୀ
ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ….
ଓଡ଼ିଶା ଏକ ପୂଜାପାର୍ବଣର ରାଜ୍ୟ । ଏହାର ଆରାଧଦେବତା ଜଗତର ନାଥ ଶ୍ରୀଜଗନ୍ନାଥ । ଓଡ଼ିଶାବାସୀଙ୍କ ସୁଖ-ଦୁଃଖର ସାଥି ସେ କାଳିଆ କଳାସାଆନ୍ତ । ଭକ୍ତର ସେ ସିନା ବଡ଼ଠାକୁର, କିନ୍ତୁ ଅସଲରେ ସେ ବନ୍ଧୁ ପଣରେ ବନ୍ଧା । ମାନବିକତା ଗୁଣାବଳୀ ତାଙ୍କ…