ତେଲ ଦର ବଢିଲା, ବସ୍ ଭଡା ବି ବଢିଲା
ଭୁବନେଶ୍ୱର: ରାଜ୍ୟରେ ପୁଣି ବଢିଛି ବସ୍ ଭଡା । ରାଜ୍ୟ ଘରୋଇ ବସ୍ ମାଲିକ ସଂଘ କହିଛି, ବାରମ୍ବାର ତେଲ ଦର ବୃଦ୍ଧି କାରଣରୁ ଅଟୋମେଟିକ ମେକାନିଜିମ୍ ସିଷ୍ଟମ ଅନୁଯାୟୀ ରାଜ୍ୟରେ ଘରୋଇ ବସ୍ ଭଡା ବୃଦ୍ଧି ପାଇଛି ।
ଶେଷ ଥର ପାଇଁ ମାର୍ଚ୍ଚ ୨୧ ତାରିଖରେ ବସ୍ ଭଡା କମିଥିଲା । ତେବେ ଲକଡାଉନ୍…