Latest Odisha News

BREAKING NEWS

Browsing Tag

private bus owners association

ତେଲ ଦର ବଢିଲା, ବସ୍ ଭଡା ବି ବଢିଲା

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢିଛି ବସ୍ ଭଡା । ରାଜ୍ୟ ଘରୋଇ ବସ୍ ମାଲିକ ସଂଘ କହିଛି, ବାରମ୍ବାର ତେଲ ଦର ବୃଦ୍ଧି କାରଣରୁ ଅଟୋମେଟିକ ମେକାନିଜିମ୍ ସିଷ୍ଟମ ଅନୁଯାୟୀ ରାଜ୍ୟରେ ଘରୋଇ ବସ୍ ଭଡା ବୃଦ୍ଧି ପାଇଛି । ଶେଷ ଥର ପାଇଁ ମାର୍ଚ୍ଚ ୨୧ ତାରିଖରେ ବସ୍ ଭଡା କମିଥିଲା । ତେବେ ଲକଡାଉନ୍…

ମାନିଗଲା ମାଲିକ ସଂଘ , କାଲିଠୁ ଗଡିବ ଘରୋଇ ବସ୍‌

ଭୁବନେଶ୍ୱର: ଶେଷରେ ସାରା ରାଜ୍ୟରେ ଗଡିବ ଘରୋଇ ବସ୍ । ଆସନ୍ତାକାଲିଠାରୁ ବସ୍ ଚଳାଚଳ ସ୍ୱାଭାବିକ ହେବ । ଏନେଇ ଘୋଷଣା କରିଛି ବସ୍ ମାଲିକ ସଂଘ । ବସ୍ ଚଳାଚଳ ନେଇ ଚୂଡାନ୍ତ ନିଷ୍ପତି ନେବାକୁ ଆଜି ଚଣ୍ଡିଖୋଲରେ ଘରୋଇ ବସ ମାଲିକ ସଂଘ ସାଧାରଣ ପରିଷଦ ବୈଠକ ବସିଥିଲା । ବୈଠକରେ ସମସ୍ତ ଜିଲ୍ଲାର…

ଗଞ୍ଜାମରେ ୨ୟ ଦିନ ଲାଗି ଗଡୁନି ଘରୋଇ ବସ୍, ଯାତ୍ରୀ ହନ୍ତସନ୍ତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଘରୋଇ ବସ୍ ଗୁଡିକର ଆନ୍ଦୋଳନ ଦ୍ୱିତୀୟ ଦିନ ବି ଜାରି ରହିଛି । ଫଳରେ ବସ୍ ଚଳାଚଳ ନ କରିବାରୁ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି । ପ୍ରାପ୍ତସୂଚନାନୁଯାୟୀ ବ୍ରହ୍ମପୁର ସ୍ଥିତ ହଳଦିଆପଦର ବସ୍ ଟର୍ମିନାଲରୁ ବସ୍ ଚଳାଚଳକୁ ବିରୋଧ କରି ଘରୋଇ ବସ୍ ମାଲିକ…

ଅଗ୍ନି ନିର୍ବାପକ ଯନ୍ତ୍ର ନଥିଲେ ରଦ୍ଦ ହେବ ବସ୍ ପରମିଟ୍

ଭୁବନେଶ୍ୱର: ରାଜ୍ୟର ବସ୍ ଗୁଡିକରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନଥିଲେ ବସ୍ ଫିଟନେସ୍ ସାର୍ଟିଫିକେଟ୍ ଓ ରୁଟ୍ ପରମିଟ୍ ରଦ୍ଦ କରିବା ଲାଗି ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି । ଗତ ଗୁରୁବାର ଦିନ ଭୁବନେଶ୍ୱରସ୍ଥିତ ବରମୁଣ୍ଡା ବସଷ୍ଟାଣ୍ଡରେ ଛିଡା ହୋଇଥିବା ଏକ ବସରେ ଅଚାନକ ନିଆଁ…