Latest Odisha News

BREAKING NEWS

Browsing Tag

protest

ବିକ୍ଷୋଭ ବେଳେ ମହୁମାଛି ଆକ୍ରମଣ, ହଟହଟା କଂଗ୍ରେସ କର୍ମୀ ଓ ପୋଲିସ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବିକ୍ଷୋଭ ବେଳେ ମହୁମାଛି ଆକ୍ରମଣ। ମହୁମାଛିଠୁ ବର୍ତ୍ତିବାକୁ ଦୌଡ଼ିଛନ୍ତି କଂଗ୍ରେସ କର୍ମୀ । ସୂଚନା ଅନୁଯାୟୀ, ବିଚ୍ ରାସ୍ତା ଉପରେ ମହୁମାଛି ମାନେ ଜୋରଦାର ଆକ୍ରମଣ କରିଛନ୍ତି। ମହୁମାଛିଠୁ ବର୍ତ୍ତିବାକୁ ଦୌଡ଼ିଛନ୍ତି କଂଗ୍ରେସ କର୍ମୀ। ମହୁମାଛି ପାଇଁ…

ହିଜାବ ବିରୋଧରେ ଛାତ୍ରୀଙ୍କ ଅଜବ ପ୍ରତିବାଦ

ନୂଆଦିଲ୍ଲୀ: ଇରାନରେ ହିଜାବକୁ ବିରୋଧ କରି ଶନିବାର ଦିନ ଇରାନର ଇସଲାମିକ ଆଜାଦ ବିଶ୍ୱବିଦ୍ୟାଳୟରେ ଜଣେ ଛାତ୍ରୀ ନିଜର ପୋଷାକ ଓହ୍ଲାଇ ପ୍ରତିବାଦ କରିଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସୂଚନା ଅନୁଯାୟୀ ଇରାନରେ ହିଜାବ ଏବଂ ଡ୍ରେସ କୋଡ୍ ସମ୍ବନ୍ଧରେ କଡା ନିୟମ ଅଛି…

ଲକ୍ଷ୍ମୀ ବସକୁ ନେଇ ରାସ୍ତାକୁ ଓହ୍ଲାଇବେ ଘରୋଇ ବସ ମାଲିକ ସଂଘ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଘରୋଇ ବସ୍ ମାଲିକମାନେ ଲକ୍ଷ୍ମୀ ବସ୍ ସେବାକୁ ବିରୋଧ କରି ଧର୍ମଘଟ ଘୋଷଣା କରିଛନ୍ତି। ବସ୍ ମାଲିକ କହିଛନ୍ତି ଯେ, ଅକ୍ଟୋବର ୨୦୨୩ରେ ଏହି ଲକ୍ଷ୍ମୀ ବସ୍ ସେବା ଆରମ୍ଭ କରାଯାଇଥିଲା। ପଞ୍ଚାୟତ ଏବଂ ବ୍ଲକ ମୁଖ୍ୟାଳୟ ମଧ୍ୟରେ ବସ୍ ଚଳାଚଳ କରିବାରେ ଆମର…

ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର ପ୍ରତିନିଧି ଦଳ ସହ ସିଏମଓ ଅଧିକାରୀଙ୍କ ଆଲୋଚନା

ଭୁବନେଶ୍ୱର: ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଦାବି ସମ୍ପର୍କରେ ଅନୁଧ୍ୟାନ କରିବେ ରାଜ୍ୟ ସରକାର । ଆଜି ଓଡ଼ିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବରିଷ୍ଠ ଅଧିକାରୀମାନଙ୍କୁ ଭେଟିଛନ୍ତି । ସିଏମଓର ବରିଷ୍ଠ ଅଧିକାରୀଙ୍କୁ…

ନାବାଳକଙ୍କୁ ବଳି ଦିଆ ଯାଇଥିବା ସନ୍ଦେହ, ପୋଲିସ ଗାଡ଼ି ଜାଳିଦେଲେ ଉତ୍ତ୍ୟକ୍ତ ଲୋକ

ଅନୁଗୁଳ: ପୁଅର ଦେହ ସବୁବେଳେ ଖରାପ ହେଉଥିଲା । ତେଣୁ ମାଆ ନେଇଥିଲା ଠାକୁରାଣୀଙ୍କ ପାଖକୁ । ପୂଜାର୍ଚ୍ଚନା କରିବା ସହ ମାଆପୁଅ ସେଠି ରାତିରେ ରହିଥିଲେ । ହେଲେ ସକାଳ ହେଲା ବେଳକୁ ମାଆ ପାଖରେ ପୁଅ ନଥିଲା । ଆଉ ଘଟଣାର ୬ ଦିନ ପରେ ନିକଟସ୍ଥ ଜଙ୍ଗଲରୁ ମିଳିଛି ପୁଅର ଝୁଲନ୍ତା ମୃତଦେହ । ହେଲେ…

ବିଜେପିର ‘ଡେଙ୍ଗୁ’ ପ୍ରତିବାଦ, ବିଏମସି ଅଫିସ୍ ସମ୍ମୁଖ ରାସ୍ତା ଉପରେ ମଶାରୀ ଟାଣିଲେ

ଭୁବନେଶ୍ୱର: ଡେଙ୍ଗୁ ଜରରେ କମ୍ପୁଛି ଭୁବନେଶ୍ୱର । ଗଲାଣି ୨ ଜୀବନ । ରାଜଧାନୀରେ ଡେଙ୍ଗୁ କାୟା ବିସ୍ତା କରି ଚାଲିଥିବା ବେଳେ ପ୍ରଶାସନର ଅପାରଗତାକୁ ନେଇ ପ୍ରତିବାଦ କରିଛି ବିଜେପି । ମଙ୍ଗଳବାର ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଥିଲେ, ଗତବର୍ଷ ତୁଳନାରେ ଏ ବର୍ଷ ଡେଙ୍ଗୁ…

ନେତାଙ୍କୁ ଦଳରୁ ନିଲମ୍ବନକୁ ନେଇ ତାତିଲେ କର୍ମୀ, ଜଗତସିଂହପୁରରେ ଶରତଙ୍କ କୁଶପୁତ୍ତଳିକା ଦାହ

ଜଗତସିଂହପୁର: ଦଳ ବିରୋଧୀ କାର୍ଯ୍ୟ ନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ କ୍ରମେ ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳ ନିଲମ୍ବିତ କରିଛି । ଶନିବାର ଦଳ ଉଭୟ ନେତାଙ୍କୁ କଂଗ୍ରେସରୁ ନିଲମ୍ବିତ କରିଥିବା ବେଳେ ରବିବାର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛନ୍ତି କର୍ମୀ ।…

ରାସ୍ତା ତିଆରି ପାଇଁ ଯନ୍ତ୍ରୀଙ୍କୁ ପନିପରିବା ଭେଟି ଦେଲେ କଂଗ୍ରେସ ନେତା

ଭୁବନେଶ୍ୱର: ରାସ୍ତା ତିଆରି ପାଇଁ ଯନ୍ତ୍ରୀଙ୍କୁ ପରିବା ଭେଟି । ଏଭଳି ନିଆରା ପ୍ରତିବାଦ କରିଛନ୍ତି କଂଗ୍ରେସ ନେତା । କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ କର୍ମୀ ପ୍ରତିବାଦ କରିଛନ୍ତି । ପ୍ରାଚୀ ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ…

ଗ୍ୟାସ୍ ଦରକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଲା ବିଜେଡି

ଭୁବନେଶ୍ୱର: ଗ୍ୟାସ୍ ସହ ଅନ୍ୟ ସାମଗ୍ରୀର ଦରବୃଦ୍ଧିକୁ ନେଇ ରାଜଧାନୀରେ ବିଜୁ ଜନତା ଦଳ ପ୍ରତିବାଦ କରିଛି । ରାଜଭବନ ସମ୍ମୁଖରେ ଦଳ ପକ୍ଷରୁ ପ୍ରତିବାଦ କରାଯିବା ସହ ଶତାଧିକ ନେତା ଓ କର୍ମୀ ଚୂଲିରେ ପ୍ରତିବାଦ ସ୍ଥଳରେ ରୋଷେଇ କରିଛନ୍ତି । ରାଜଭବନ ସମ୍ମୁଖରେ ଦରଦାମ ବୃଦ୍ଧିକୁ ନେଇ…