Latest Odisha News
Browsing Tag

PUBG

ପୁଣି ଆସୁଛି ପବଜି; ଏଥର ନୂଆ ନାଁରେ

ନୂଆଦିଲ୍ଲୀ: ଲୋକପ୍ରିୟ ଗେମ୍ ନିର୍ମାତା କ୍ରାଫ୍ଟନ୍ ଖୁବ୍ ଶୀଘ୍ର ବ୍ୟାଟଲଗ୍ରାଉଣ୍ଡସ୍ ମୋବାଇଲ୍ ଇଣ୍ଡିଆ ଲଞ୍ଚ କରିବାକୁ ଯାଉଛି। ଯାହାର ଟିଜର ଲଞ୍ଚ ହୋଇଛି। ପବଜୀ ମୋବାଇଲ୍ ତିଆରି କରୁଥିବା ଦକ୍ଷିଣ କୋରିଆ କମ୍ପାନୀ ଭାରତୀୟ ୟୁଜର୍ସଙ୍କ ପାଇଁ ଏହି ଖେଳର ପରିକଳ୍ପନା କରିଛି।…

ଖୁବ୍‌ ଶୀଘ୍ର ଭାରତକୁ ଫେରିବ ପବ୍‌ଜି; ସୋସିଆଲ୍‌ ମିଡିଆରେ ଟିଜର୍‌ ରିଲିଜ୍‌ କଲା କମ୍ପାନୀ

ନୂଆଦିଲ୍ଲୀ: ଅଳ୍ପ ସମୟ ମଧ୍ୟରେ ଲକ୍ଷ ଲକ୍ଷ ପ୍ରଶଂସକ ସୃଷ୍ଟି କରୁଥିବା ପବ୍‌ଜି ଖୁବ୍‌ ଶୀଘ୍ର ଭାରତକୁ ଫେରିବାକୁ ଯାଉଛି। ପୂର୍ବରୁ ଏହି ଖେଳ ଭାରତକୁ ଫେରିବା ପାଇଁ ଘୋଷଣା କରାଯାଇଥିବାବେଳେ ବର୍ତ୍ତମାନ କମ୍ପାନୀ ଏହା ବିଷୟରେ ଏକ ଟିଜର ଭିଡିଓ ମଧ୍ୟ ସୋସିଆଲ୍‌ ମିଡିଆରେ ଜାରି କରିଛି। ଭାରତ…

ଭାରତକୁ ଫେରୁଛି ପବ୍‌ଜି

ନୂଆଦିଲ୍ଲୀ: ପବ୍‌ଜି ପ୍ରେମୀଙ୍କ ପାଇଁ ଖସି ଖବର । ପୁଣି ଫେରୁଛି ପବ୍‌ଜି । ଭାରତକୁ ବାହୁଡୁଛି ଲୋକପ୍ରିୟ ଗେମିଂ ଆପ୍ ପବ୍‌ଜି । ପବଜୀ ମୋବାଇଲ୍‌ ଗେମ୍‌ ଫେରିବା ନେଇ ସାଉଥ୍‌ କୋରିଆ କମ୍ପାନୀ ଘୋଷଣା କରିଛି। ତେବେ କେବଳ ଭାରତ ପାଇଁ ନୂଆ ଫିଚର ସହ ଗେମ୍‌ ଲଞ୍ଚ ହେବାକୁ ଥିବା ବେଳେ ଏଥର…

ଭାରତରେ ଆଜିଠୁ ସମ୍ପୂର୍ଣ୍ଣ ବନ୍ଦ ହେବ ପବଜି ମୋବାଇଲ୍ ଗେମ୍‌

ନୂଆଦିଲ୍ଲୀ: ଲୋକପ୍ରିୟ ଗେମିଂ ଆପ୍ ପବଜି ମୋବାଇଲ୍ ଓ ମୋବାଇଲ୍ ଲାଇଟ୍ ଆପକୁ ଶୁକ୍ରବାର ଠାରୁ ସମ୍ପୂର୍ଣ୍ଣ ଭାବେ ଭାରତରେ ବନ୍ଦ ହେବାକୁ ଯାଉଛି । ଏନେଇ ଘୋଷଣା କରିଛି ଟେନସେଣ୍ଟ କମ୍ପାନୀ । ପ୍ରାପ୍ତ ସୂଚନାନୁଯାୟୀ, ଯେଉଁ ବ୍ୟକ୍ତି ମାନେ ପବଜି ଗେମକୁ ମୋବାଇଲରେ ପୂର୍ବରୁ ଡାଉନଲୋଡ୍ କରି…

ପୁଣି ପବ୍‌ଜି ଆତଙ୍କ, ବାପାର ଗଳା କାଟିଲା ପୁଅ !

ଉତ୍ତରପ୍ରଦେଶ: ଭାରତରେ ବ୍ୟାନ୍ ହୋଇଥିଲେ ବି ଥମିନି ପବ୍‌ଜି ମହାମାରୀ । ଅନେକ ପରିବାର ଏହି ଭିଡିଓ ଗେମ୍ ପାଇଁ ଧ୍ୱଂସ ହୋଇସାରିଛି । ଉତ୍ତରପ୍ରଦେଶର ରାଜଧାନୀ ମିରଟ୍ ଜିଲ୍ଲାରେ ସାମ୍ନାକୁ ଆସିଛି ଏକ ଅବିଶ୍ୱସନୀୟ ଘଟଣା । ଯେଉଁଠି ପବ୍‌ଜି ଖେଳିବାକୁ ମନା କରିବାରୁ ବାପାର ଗଳା କାଟିବାକୁ…

ଜୁଲାଇରୁ ପାକିସ୍ତାନରେ ବନ୍ଦ, ଭାରତରେ କେବେ ?

ଆନ୍ଧ୍ରପ୍ରଦେଶ: ଅଦୃଶ୍ୟ ମହାମାରୀର ରୂପ ଧାରଣ କରିଛି ଦକ୍ଷିଣ କୋରିଆର ପବ୍‌ଜି ଭିଡିଓ ଗେମ୍ । ଏହି ଭିଡିଓ ଗେମ ନିଶାରେ ଭାରତର ଜଣେ ୧୬ବର୍ଷୀୟ ନାବାଳକର ମୃତ୍ୟୁ ଘଟିଛି । ତେବେ ପବ୍‌ଜିକୁ ନେଇ ଅପମୃତ୍ୟୁ ମାମଲା କିଛି ନୂଆ ନଥିଲେ ବି ଆନ୍ଧ୍ରପ୍ରଦେଶରେ ଏହି ଘଟଣା ଲୋକଙ୍କୁ ଚକିତ କରିଛି ।…

ଆସନ୍ତାକାଲି ଲଞ୍ଚ ହେବ ପବଜି ମୋବାଇଲ୍ ଆର୍କଟିକ୍ ମୋଡ୍: ଉପଲବ୍ଧ ହେବ ନୂତନ ମାନଚିତ୍ର, ମେସିନ୍, ଡ୍ରୋନ୍

ନୂଆଦିଲ୍ଲୀ: ପବଜି ମୋବାଇଲ୍ ପାଇଁ ନୂଆ ଆର୍କଟିକ୍ ମୋଡ୍ ୧୬ ଏପ୍ରିଲରୁ ଆରମ୍ଭ ହେବ |  କୋଲଡ଼ ସର୍ଭେଇବାଲ ମୋଡ୍ ନାମରେ ଏହି ନୂତନ ମୋଡ୍ ଟିଜ୍ କରାଯାଇଥିଲା |  ଲୋକପ୍ରିୟ ମୋବାଇଲ୍ ଗେମ୍ ପବଜି ମୋବାଇଲ୍ କ୍ରମାଗତ ଭାବରେ ଏହାର ଖେଳାଳୀମାନଙ୍କ ପାଇଁ ନୂତନ ମୋଡ୍, ନୂତନ ମାନଚିତ୍ର ଏବଂ ସିଜିନ…

କାଳ ହେଲା ପବଜି ଗେମ୍, ଟ୍ରେନ୍ ଧକ୍କାରେ ୨ ମୃତ

ମୁମ୍ବାଇ : ମହାରାଷ୍ଟ୍ରର ହିଗୋଲି ଅଞ୍ଚଳରେ ୨ ଜଣ ଯୁବକ ମୋବାଇଲରେ ପବଜି ଗେମ୍ ଖେଳୁଥିବା ବେଳେ ସେମାନଙ୍କର ପ୍ରାଣହାନି ଘଟିଛି । ପ୍ରାପ୍ତ ସୂଚନାନୁଯାୟୀ ରେଳଧାରଣା ପାଖରେ ୨ ଜଣ ଯୁବକ ଅନ୍ୟମନସ୍କ ଭାବେ ଏହି ଗେମ୍ ଖେଳୁଥିବା ବେଳେ ହାଇଦ୍ରାବାଦ-ଅଜମେର ଏକ୍ସପ୍ରେସ ସେମାନଙ୍କୁ ଧକ୍କା…