Latest Odisha News

BREAKING NEWS

Browsing Tag

Public Hearing

ନେତ୍ରବନ୍ଧ ଆଇରନ୍ ଓର୍ ଖଣି ଖନନ ପାଇଁ ପଲ୍ଲୀ ସଭା; ୩୦୦ରୁ ଉର୍ଦ୍ଦ୍ୱ ସ୍ଥାନୀୟ ନିଯୁକ୍ତି

କୋଇଡ଼ା: ନେତ୍ରବନ୍ଧ ଆଇରନ୍ ଓର୍ ଖଣି ରେ ଜେଏସଡବ୍ଲୁ ସହଯୋଗୀ ଭୂଷଣ ଷ୍ଟିଲ୍ ଏବଂ ପାୱାର ଲିମିଟେଡ ର ଖନନ ପାଇଁ ବୁଧବାର ବାଲାଡିହି ଗ୍ରାମରେ ପଲ୍ଲୀ ସଭା ବା ଜନ ଶୁଣାଣି ଅନୁଷ୍ଠିତହୋଇଯାଇଛି। ସ୍ଥାନୀୟ ଲୋକ ପ୍ରତିନିଧି ମାନଙ୍କ ସହ ପ୍ରଭାବିତ ଗ୍ରାମର ୫୦୦ ଜଣ ଏହି ସଭାରେ କମ୍ପାନୀ…

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଜନଶୁଣାଣି ପୋର୍ଟାଲ ଏବଂ ଓଡ଼ିଆ ଭର୍ଚୁଆଲ ଏକାଡେମୀର ନୂତନ ୱେବ୍ ପୋର୍ଟାଲ ଲୋକାର୍ପିତ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ୱେବ୍‌ ପୋର୍ଟାଲ ଲୋକାର୍ପିତ କରିଛନ୍ତି । ଗୋଟିଏ ହେଉଛି ଇଲେକ୍ଟ୍ରୋନିକ୍‌ସ ଓ ଆଇ.ଟି ବିଭାଗର ଜନଶୁଣାଣୀ ପୋର୍ଟାଲ ଏବଂ ଦ୍ୱିତୀୟଟି ହେଉଛି ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ…

ଜେଏସଡବ୍ଲ୍ୟୁ କମ୍ପାନୀ ପାଇଁ ଢ଼ିଙ୍କିଆ ପଞ୍ଚାୟତ ଲୋକଙ୍କ ମତ ନେଲା ଜିଲ୍ଲା ପ୍ରଶାସନ

ପାରାଦୀପ : ଜେଏସଡବ୍ଲୁ କମ୍ପାନୀ ପାଇଁ ଢ଼ିଙ୍କିଆ ପଞ୍ଚାୟତ ଲୋକଙ୍କ ମତ ନେଇଛି ଜଗତସିଂହପୁର ଜିଲ୍ଲା ପ୍ରଶାସନ । ଢ଼ିଙ୍କିଆ ପଞ୍ଚାୟତ ଅଫିସ୍ ପଡ଼ିଆରେ ଆୟୋଜିତ ବୈଠକରେ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୁୟାରୀ, ଏସପି ଅଖିଳେଶ ସିଂ, ବାଲିକୁଦା-ଏରସମା ବିଧାୟକ ତଥା ମାନ୍ୟବର ମନ୍ତ୍ରୀ…

ପୁରୀ ମୂଷାନଦୀର ସଂପ୍ରସାରଣ ପର୍ଯ୍ୟାୟ-୧ ପ୍ରକଳ୍ପ ପାଇଁ ଜନଶୁଣାଣି

ପୁରୀ : ପୁରୀ ସହରର ପ୍ରବେଶପଥ ମୂଷାନଦୀର ସଂପ୍ରସାରଣ ପର୍ଯ୍ୟାୟ-୧ ପ୍ରକଳ୍ପ ପାଇଁ ହୋଇଛି ପ୍ରଥମ ଜନଶୁଣାଣି । ପ୍ରକଳ୍ପ ପାଇଁ ମୋଟ ୪୬ ଏକର ୬୦ ଡିସିମିଲି ଜମିର ଆବଶ୍ୟକତା ଥିବା ବେଳେ, ୧୨ ଏକରରୁ ଅଧିକ ଜମି ଅଧିଗ୍ରହଣ ହୋଇସାରିଛି । ପୁରୀକୁ ବିଶ୍ବସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବା…