Latest Odisha News

BREAKING NEWS

Browsing Tag

pune

ବସ୍ ଷ୍ଟପ୍ ଉଭାନ୍‌, ସୂଚନା ଦେଲେ ମିଳିବ ମୋଟା ଅଙ୍କର ଅର୍ଥ !

ମହାରାଷ୍ଟ୍ର: ଜନଗହଳିପୂର୍ଣ୍ଣ ଅଂଚଳରେ ପକେଟ୍‌ମାର୍ କିମ୍ବା କୌଣସି ସାମଗ୍ରୀ ଚୋରି ହେବା କିଛି ବଡ କଥା ନୁହେଁ । ଏପରିକି ବସ୍ କିମ୍ବା ଟ୍ରକ୍ ଭଳି ଭାରିଯାନ ବି ଚୋରି ଭଳି ମାମଲା ସାଧାରଣ ପାଲଟିଛି । ହେଲେ ଯଦି ବସ୍ ଷ୍ଟପ୍ ଉଭାନ ହୋଇଯାଏ । ଆଉ ତା ପୁଣି ଥାନାବାବୁଙ୍କ କାର୍ଯ୍ୟାଳୟ ପାଖରୁ ।…

ମହାରାଷ୍ଟ୍ରର କେମିକାଲ୍ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ

ମୁମ୍ବାଇ: ପୁଣି ମହାରାଷ୍ଟ୍ରର ଏକ କେମିକାଲ୍ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଆଜି ଭୋରୁ ପୁନେର କୁରକୁମ୍ଭ ଏମ୍‌ଆଇଡିସି ଅଂଚଳରେ ଥିବା ଏକ ରାସାୟନିକ କାରଖାନାରେ ନିଆଁ ଲାଗିଛି । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ଚାରିଆଡେ ପୁରା ଧୁଆଁମୟ ହୋଇଯାଇଥିଲା । ସେପଟେ ନିଆଁ…

ନିଆରା ଷ୍ଟାଇଲ, ପୁନେର ଏହି ବ୍ୟକ୍ତି ପିନ୍ଧିଲେ ଗୋଲ୍ଡେନ୍ ମାସ୍କ, ଭିଡିଓ ଭାଇରାଲ

ପୁନେ: ଏବେ କରୋନା ରୋକିବ ସୁନା । ସୁନାର ମାସ୍କ ଅଟକାଇବ ସଂକ୍ରମଣ । କଥାଟା ସୁଣି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । କିନ୍ତୁ ପୁନେର ଜଣେ ଏଭଳି ବ୍ୟକ୍ତି ଅଛନ୍ତି ଯିଏକି କରୋନା କାଳରେ ସୁନାର ମାସ୍କ ପିନ୍ଧିଛନ୍ତି । ରୋଗଠାରୁ ବଳିଯାଇଛି ତାଙ୍କ ଷ୍ଟାଇଲ । ସମସ୍ତ ଟ୍ରେଣ୍ଡକୁ ସେ ପଛରେ ପକାଇ…