Latest Odisha News

BREAKING NEWS

Browsing Tag

pune

ପୁଣେର ସଶସ୍ତ୍ର ବାହିନୀ ମେଡିକାଲ କଲେଜରେ ବିଶାଳ ଜାତୀୟ ପତାକା ସ୍ତମ୍ଭ ସ୍ଥାପନ

ପୁଣେ: ଗର୍ବ ଏବଂ ସମ୍ମାନ ସହିତ ଭାରତୀୟ ଜାତୀୟ ପତାକା ପ୍ରଦର୍ଶନକୁ ପ୍ରୋତ୍ସାହିତ କରିବା ଏବଂ ଏହାର ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ନିଜର ପ୍ରଚେଷ୍ଠା ଜାରି ରଖି ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆ (ଏଫଏଫଓଆଇ) ପୁନେ ସ୍ଥିତ ସଶସ୍ତ୍ର ବାହିନୀ ମେଡିକାଲ କଲେଜ (ଏଏଫଏମସି)…

ଗର୍ଭଧାରଣ ପାଇଁ ମହିଳାଙ୍କୁ ଖୁଆଇଲେ ମଣିଷ ହାଡ଼ଗୁଣ୍ଡ

ପୁଣେ: ଗର୍ଭଧାରଣ ପାଇଁ ଜବରଧସ୍ତି ଖାଇଲେ ମଣିଷ ହାଡ଼ଗୁଣ୍ଡ  । ଏପରି ଚାଞ୍ଚଲ୍ୟକର ଖବର ମହାରାଷ୍ଟ୍ରର କୋଙ୍କଣ ଅଞ୍ଚଳର ବୋଲି ଜଣାପଡ଼ିଛି  । ସନ୍ତାନ ଧାରଣ ପାଇଁ ସ୍ଥାନୀୟ ତାନ୍ତ୍ରିକଙ୍କ ପରାମର୍ଶକ୍ରମେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ଓ ଶାଶୂଘରର ଅନ୍ୟ ସଦସ୍ୟମାନେ ଜବରଦସ୍ତି ମଣିଷ…

ବନାରସୀ ଶାଢ଼ୀ ଡିଜାଇନର କେକ୍‌ କରି ଚର୍ଚ୍ଚାରେ ମହିଳା

 ପୁଣେ : କେକ୍‌ ତ ସମସ୍ତଙ୍କର ପସନ୍ଦ  । ସାଧାରଣତଃ ଆପଣମାନେ ଚକୋଲେଟ କେକ୍‌,ଷ୍ଟ୍ରବେରୀ କେକ୍‌ଠାରୁ ଆରମ୍ଭ କରି ବିଭିନ୍ନ କେକ୍‌ ଦେଖିଥିବେ କେବେ କଣ ଆପଣ ଦେଖିଛନ୍ତି ବନାରସୀ କେକ୍‌  । ନାଁ ଟା ଶୁଣି ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ କିନ୍ତୁ ଏହି ବନାରସୀ କେକ୍‌ ତିଆରି କରି…

ହାଇୱେରେ ଦୁର୍ଘଟଣା, ପଛକୁ ପଛ ପିଟି ହେଲା ୪୮ ଗାଡ଼ି

ବାଙ୍ଗାଲୁରୁ:  ପୁଣେ-ବାଙ୍ଗାଲୁରୁ ହାଇଓ୍ୱେ ଉପରେ ଗତକାଲି ଏକ ବଡ ଧରଣର ଦୁର୍ଘଟଣା ଘଟିଯାଇଛି   । ଦୁର୍ଘଟଣାରେ ୪୮ଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଛି ।   ୪୮ଟି ଗାଡି ପରସ୍ପର ସହିତ ଧକ୍କା ହୋଇଥିଲା  । ଦୁର୍ଘଟଣାରେ ଯଦିଓ କାହାର ମୃତ୍ୟ ହୋଇନାହିଁ, ୩୦ରୁ ଅଧିକ ଆହତ ହୋଇଥିବା ଜଣାଯାଇଛି ।…

ପୁନେରେ ଆସନ୍ତାକାଲିଠୁ ନାଇଟ୍ କର୍ଫ୍ୟୁ

ପୁନେ: ମହାରାଷ୍ଟ୍ରରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁନେ ସହରରେ ରାତ୍ରିକର୍ଫ୍ୟୁ ଲାଗୁ ହୋଇଛି । ଆସନ୍ତାକାଲିଠାରୁ ରାତି ୧୧ଟାରୁ ସକାଳ ୬ଟା ଯାଏଁ ଲାଗୁ ହୋଇଛି କର୍ଫ୍ୟୁ । କିନ୍ତୁ ଜରୁରୀକାଳୀନ ସେବା ଏଥିରୁ ବାଦ ପଡିବ । ସେପଟେ ଆସନ୍ତା ୨୮ତାରିଖ ଯାଏଁ ପୁନେର ସବୁ ସ୍କୁଲ ଓ…

ଅଢ଼େଇ ଲକ୍ଷ ଟଙ୍କାର ପିଆଜ ଚୋରି, ୪ ଗିରଫ

ପୁଣେ: କନ୍ଦାଉଛି ପିଆଜ । ହୁ ହୁ ହୋଇ ବଢ଼ିଚାଲିଛି ପିଆଜ ଦର । ଯାହା ଗ୍ରାହକଙ୍କ ମୁଣ୍ଡରେ ଚଡକ ପଡିଛି । ବଜାରରେ ପିଆଜ ଦର କିଲୋପ୍ରତି ୮୦ ଟଙ୍କା ଉପରେ ରହିଛି । ଏଭଳି ସ୍ଥିିତିରେ ମହାରାଷ୍ଟ୍ରରୁ ପିଆଜ ଚୋରି ଅଭିଯୋଗ ଆସିଛି । ପୁଣେର ଗ୍ରାମାଂଚଳ ପୋଲିସ ଏହି ଅଭିଯୋଗରେ ୪ ଜଣଙ୍କୁ ଗିରଫ…

ବସ୍ ଷ୍ଟପ୍ ଉଭାନ୍‌, ସୂଚନା ଦେଲେ ମିଳିବ ମୋଟା ଅଙ୍କର ଅର୍ଥ !

ମହାରାଷ୍ଟ୍ର: ଜନଗହଳିପୂର୍ଣ୍ଣ ଅଂଚଳରେ ପକେଟ୍‌ମାର୍ କିମ୍ବା କୌଣସି ସାମଗ୍ରୀ ଚୋରି ହେବା କିଛି ବଡ କଥା ନୁହେଁ । ଏପରିକି ବସ୍ କିମ୍ବା ଟ୍ରକ୍ ଭଳି ଭାରିଯାନ ବି ଚୋରି ଭଳି ମାମଲା ସାଧାରଣ ପାଲଟିଛି । ହେଲେ ଯଦି ବସ୍ ଷ୍ଟପ୍ ଉଭାନ ହୋଇଯାଏ । ଆଉ ତା ପୁଣି ଥାନାବାବୁଙ୍କ କାର୍ଯ୍ୟାଳୟ ପାଖରୁ ।…

ମହାରାଷ୍ଟ୍ରର କେମିକାଲ୍ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ

ମୁମ୍ବାଇ: ପୁଣି ମହାରାଷ୍ଟ୍ରର ଏକ କେମିକାଲ୍ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଆଜି ଭୋରୁ ପୁନେର କୁରକୁମ୍ଭ ଏମ୍‌ଆଇଡିସି ଅଂଚଳରେ ଥିବା ଏକ ରାସାୟନିକ କାରଖାନାରେ ନିଆଁ ଲାଗିଛି । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ଚାରିଆଡେ ପୁରା ଧୁଆଁମୟ ହୋଇଯାଇଥିଲା । ସେପଟେ ନିଆଁ…

ନିଆରା ଷ୍ଟାଇଲ, ପୁନେର ଏହି ବ୍ୟକ୍ତି ପିନ୍ଧିଲେ ଗୋଲ୍ଡେନ୍ ମାସ୍କ, ଭିଡିଓ ଭାଇରାଲ

ପୁନେ: ଏବେ କରୋନା ରୋକିବ ସୁନା । ସୁନାର ମାସ୍କ ଅଟକାଇବ ସଂକ୍ରମଣ । କଥାଟା ସୁଣି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । କିନ୍ତୁ ପୁନେର ଜଣେ ଏଭଳି ବ୍ୟକ୍ତି ଅଛନ୍ତି ଯିଏକି କରୋନା କାଳରେ ସୁନାର ମାସ୍କ ପିନ୍ଧିଛନ୍ତି । ରୋଗଠାରୁ ବଳିଯାଇଛି ତାଙ୍କ ଷ୍ଟାଇଲ । ସମସ୍ତ ଟ୍ରେଣ୍ଡକୁ ସେ ପଛରେ ପକାଇ…