Latest Odisha News

BREAKING NEWS

Browsing Tag

puri police

ପୁରୀ ବାସେଳିସାହି ଥାନାରେ ହାଜତ ମୃତ୍ୟୁ ଅଭିଯୋଗ, ଖଣ୍ଡନ କଲେ ଏସପି

ପୁରୀ: ବାସେଳି ସାହି ଥାନାରେ ହାଜତ ମୃତ୍ୟୁ ଅଭିଯୋଗ । ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ଏଭଳି ଅଭିଯୋଗ ସାମାନକୁ ଆସିଛି । ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ମୃତକଙଙ୍କ ନାଁ କେ. ରମେଶ ଓ ଘ ବଳିଆପଣ୍ଡ ଫାଦର ସ୍କୁଲ ଅଞ୍ଚଳରେ । ଗତକାଲି କେ.…

ପୁରୀ ବେଳାଭୂମିରେ ନିଶା କାରବାର ଅଭିଯୋଗରେ ୫ ଗିରଫ

ପୁରୀ: ବେଳାଭୂମି ମାର୍ଗରେ ନିଶା କାରବାର ଅଭିଯୋଗରେ ପାଞ୍ଚ ଜଣଙ୍କୁ ଗିରଫ କରି ବଳିଆପଣ୍ଡା ଥାନା ପୋଲିସ । ସେମାନଙ୍କଠାରୁ ୩୩୦ଗ୍ରାମ ଅଫିମ ଜବତ କରାଯାଇଛି । ଗୋଟିଏ ସ୍କୁଟି ବି ଜବତ ହୋଇଛି । ବଳିଆପଣ୍ଡା ଲାଇଟ ହାଉସ ଛକରେ ସେମାନେ ଅଫିମ ବିକୁଥିବା ପୋଲିସକୁ ମିଳିଥିଲା । ଗିରଫ…

ପତ୍ନୀଙ୍କୁ ଧରି ବାଇକରେ ଯାଉଥିଲା ବ୍ରାଉନସୁଗର ବେପାରୀ, ଧରିଲା ପୋଲିସ

ପୁରୀ: ଦିନକୁ ଦିନ ପୁରୀ ଜିଲ୍ଲାରେ କାୟା ମେଲାଇ ଚାଲିଛନ୍ତି ବ୍ରାଉନସୁଗର କାରବାର । ଅସ୍ତରଙ୍ଗ ଥାନା ପୋଲିସ ଜଣେ ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରିଛି । ତାଙ୍କ ନିକଟରୁ ଜବତ ହୋଇଛି ୧୨ ଗ୍ରାମରୁ ଅଧିକ ଧଳା ଜହର । ଗିରଫ ଅଭିଯୁକ୍ତଙ୍କ ନାଁ ହେଲେ ମନୋରଞ୍ଜନ ବିଶ୍ୱାଳ । ଅସ୍ତରଙ୍ଗ…

ଡକାୟତି ଯୋଜନା ପଣ୍ଡ, ୫ ଜଣଙ୍କୁ ବାନ୍ଧିଲା ପୁରୀ ପୋଲିସ

ପୁରୀ: ଡକାୟତି କରିବାକୁ ଯୋଜନା କରୁଥିଲେ । ପହଞ୍ଚିଗଲା ପୋଲିସ । ୫ ଜଣଙ୍କୁ ଗିରଫ କରାଯାଇଛି । ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ପୋଲିସ ଲୁହାପଡା ମଦ ଦୋକାନ ନିକଟରୁ ଏମାନଙ୍କୁ ଗିରଫ କରିଛି । ଜବତ ହୋଇଛି ମାରଣାସ୍ତ୍ର, ଅଫୁଟା ବୋମା ଓ ବାଇକ୍ । ଗିରଫ ଅଭିଯୁକ୍ତମାନେ ହେଲେ ଜଟଣୀ ଥାନା…

ଡକାୟତି ଯୋଜନା ପଣ୍ଡ, ୬ ଜଣଙ୍କୁ ଧରିଲା ପୁରୀ ପୋଲିସ

ପୁରୀ: ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କରିଛି ପୁରୀ କୁମ୍ଭାରପଡ଼ା ଥାନା ପୋଲିସ । ପୋଲିସ ଉଫରେ ମୋବା ଫିଙ୍ଗି ଖସି ଯିବାକୁ ଉଦ୍ୟମ କରିବା ବେଳେ ୬ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ଜବତ ହୋଇଛି ଖଣ୍ଡା, ଅଫୁଟା ବୋମା, ଲୁହାରଡ଼ ଓ ଟର୍ଚ୍ଚ ଲାଇଟ । ଗିରଫ ପରେ ସମସ୍ତଙ୍କୁ କୋର୍ଟ…

ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟଙ୍କ ନାଁରେ ମାମଲା

କୋଭିଡ ସଂକ୍ରମିତ ଥାଇ ପ୍ରଦୀପ ମହାରଥୀଙ୍କ ଅନ୍ତେଷ୍ଟିରେ ଯୋଗ ଦେଇଥିବାରୁ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟଙ୍କ ବିରୋଧରେ ରୁଜୁ ହୋଇଛି ମାମଲା । ଏପିଡେମିକ୍ ଆକ୍ଟରେ ଗତକାଲି ମାମଲା ରୁଜୁ କରିଛି ପୁରୀ ପୋଲିସ । ତାଙ୍କ ବିରୋଧରେ ଲାଗିଛି ଆଇପିସିର ଧାରା ୨୬୯ ଓ ୨୭୦ରେ ମାମଲା ରୁଜୁ ହୋଇଛି ।…

ଗୋପ ଅଞ୍ଚଳରେ ପୋଲିସକୁ ଅଟକ ରଖି ୨୨ ଜଣ ଗିରଫ

ପୁରୀ: ଗୋପ ଥାନା ରେଢୁଆ ଗାଁରେ ପୋଲିସକୁ ଅଟକ ରଖିବା ଘଟଣାରେ ଗିରଫଦାରୀ । ୧୫ ଜଣ ମହିଳାଙ୍କ ସମେତ ୨୨ ଜଣଙ୍କୁ ଗିରଫ କରାଯାଇଛି । ଗତ ୬ ତାରିଖରେ ଜଣେ ଅଭିଯୁକ୍ତଙ୍କୁ ଧରିବା ପାଇଁ ରେଢୁଆ ଗାଁକୁ ଯାଇଥିବା ଗୋପ ଥାନା ପୋଲିସ । ସେତେବେଳେ ଗାଁ ଲୋକ ପୋଲିସ ଟିମକୁ ଘଣ୍ଟା ଘଣ୍ଟା ଅଟକ ରଖିଥିଲେ…