Latest Odisha News

BREAKING NEWS

Browsing Tag

Puri Sea Beach

ପୁରୀରେ ୩୦୦ ହୋଟେଲ, ୨୦୦ ଲଜିଂ ଉପରେ ହେବ ଚଢ଼ାଉ

ପୁରୀ: ପର୍ଯ୍ୟଟନ ସହର ପୁରୀରେ ଚାଲିଛି ବେଆଇନ କୋଠା ନିର୍ମାଣ। ପୁରୀ ବଡ଼ଦାଣ୍ଡରୁ ଆରମ୍ଭ କରି ବେଳାଭୂମି ପର୍ଯ୍ୟନ୍ତ କେଉଁଠି ପିକେଡିଏ ନିୟମ ତ କେଉଁଠି ସିଆରଜେଡ ନିୟମକୁ ଖୋଲା ଖୋଲି ଉଲଘଂନ କରି ଚାଲିଛି ନିର୍ମାଣକାର୍ଯ୍ୟ । ଆଉ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଳାପାଳଙ୍କ…

ନୀଳାଦ୍ରି ବେଳା ଭୂମି ପାର୍କରେ ହେବ ଡ୍ୟାନ୍ସ ହିପ ହପ ଫେଷ୍ଟିଭାଲ

ପୁରୀ : ନୀଳାଦ୍ରି ବେଳା ଭୂମି ପାର୍କରେ ହେବାକୁ ଯାଉଛି ଡ୍ୟାନ୍ସ ହିପ ହପ ଫେଷ୍ଟିଭାଲ l ଏହି କାର୍ଯ୍ୟକ୍ରମକୁ ନେଇ ପ୍ରତିଯୋଗୀ ମାନଙ୍କ ମନରେ ବଢ଼ୁଛି ଉତ୍ସାହ । ଆସନ୍ତା ୨୬ ଓ ୨୭ ତାରିଖରେ ଡ୍ୟାନ୍ସ ହିପ ହପ ଫେଷ୍ଟିଭାଲ କାର୍ଯ୍ୟକ୍ରମ ହେବ । ଏହି କାର୍ଯ୍ୟକ୍ରମରେ ଭାରତ ସମେତ ନେପାଳ ଏବଂ…

କାଲି ପୁରୀ ସମୁଦ୍ରରେ ଭାସି ଯାଇଥିଲେ, ଆଜି ମିଳିଲା ମୃତଦେହ

ପୁରୀ: ସମୁଦ୍ରରେ ଗାଧୋବା ହେଲା କାଳ । ସମୁଦ୍ର ସ୍ନାନରୁ ସଲିଳ ସମାଧି । ପୁରୀ ସମୁଦ୍ରରେ ଗତକାଲି ଗାଧୋଇବା ବେଳେ ଭାସିଯାଇ ନିଖୋଜ ଥିବା ପର୍ୟ୍ୟଟକଙ୍କର ଆଜି ମୃତଦେହ ମିଳିଛି । ପୁରୀ ଚକ୍ରତୀର୍ଥ ରୋଡ୍ ପିଙ୍କ ହାଉସ୍ ସମ୍ମୁଖ ବେଳାଭୂମିରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ…

ଗୁରୁତର ଅବସ୍ଥାରେ ପୁରୀରୁ ବିଦେଶୀ ଉଦ୍ଧାର, କଣ୍ଟାବୁଦାରେ ବସି କରୁଥିଲେ ତପସ୍ୟା

ପୁରୀ: ଶ୍ରୀକ୍ଷେତ୍ର ପୁରୀରୁ ଜଣେ ବିଦେଶୀ ଇସ୍କନ ଶ୍ରଦ୍ଧାଳୁଙ୍କି ଉଦ୍ଧାର କରାଯାଇଛି । ବଳିଆପଣ୍ଡା ଥାନା ଅଞ୍ଚଳରୁ ତାଙ୍କୁ ଉଦ୍ଧାର କରିଛି ପୋଲିସ । ବିଦେଶୀ ଜଣଙ୍କ ଋଷିଆର ମହା ଆନନ୍ଦ ବୋଲି ଜଣାପଡ଼ିଛି । ସେ ବଳିଆପଣ୍ଡା ଥାନା ଅନ୍ତର୍ଗତ ବେଳାଭୂମିରେ ଥିବା ଏକ କଣ୍ଟାବୁଦାରେ ବସି କିଛିଦିନ…

ଖୋଲିଲା ବଡ଼ଦେଉଳ, ପୁରୀ ବେଳାଭୂମିରେ ସୁଦର୍ଶନଙ୍କ ବାଲୁକା କଳା

ପୁରୀ: ୯ ମାସ ପରେ ସର୍ବସାଧାରଣ ଦର୍ଶନ ପାଇଁ ଖୋଲିଛି ପୁରୀ ଶ୍ରୀମନ୍ଦିର । ଭକ୍ତ ଓ ଭଗବାନଙ୍କ ମିଳନ ହୋଇଛି । ଏହି ଅବସରରେ ପୁରୀ ବେଳାଭୂମିରେ ଏକ ବାଲୁକା କଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ବାଲିରେ ବାଲି ସେ ତିଆରି କରିଛନ୍ତି ବଡ଼ ଦେଉଳ ଓ…