Latest Odisha News

BREAKING NEWS

Browsing Tag

Puri Srimandira

ଆଜି ଦୁର୍ଲଭ ପଦ୍ମବେଶରେ ବିଭୂଷିତ ହେବେ ଶ୍ରୀବିଗ୍ରହ

ପୁରୀ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମ ବେଶ । ମସ୍ତକଠାରୁ ପାଦ ଯାଏ ପଦ୍ମ ଫୁଲରେ ବିଭୂଷିତ ହେବେ ଶ୍ରୀଜିଉ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଆଜି ରାତିରେ ବଡସିଂହାର ନୀତିରେ ମହାପ୍ରଭୁ ପଦ୍ମବେଶରେ ସଜିତ ହେବେ । ଆସନ୍ତାକାଲି ଅବକାଶ ନୀତି ପର୍ଯ୍ୟନ୍ତ ରତ୍ନସିଂହାସନରେ…

ଆଜିଠୁ ସାଧାରଣ ଲୋକଙ୍କ ପାଇଁ ଖୋଲିଲା ବଡ଼ ଦେଉଳ; ଗାଇଡ଼ଲାଇନ ମଧ୍ୟରେ ଦର୍ଶନ କରିବେ ଭକ୍ତ

ପୁରୀ: ସବୁ ଅପେକ୍ଷାର ଅନ୍ତ ଘଟିଛି। ଦୀର୍ଘ ୯ ମାସ ପରେ ଆଜିଠୁ ଶ୍ରୀମନ୍ଦିରରେ ସାଧାରଣ ଭକ୍ତଙ୍କ ଦର୍ଶନ ଆରମ୍ଭ ହୋଇଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମାର୍କେଟ୍ ଛକ ଠାରୁ ସ୍ବତନ୍ତ୍ର ବ୍ୟାରିକେଡ୍ ଯୋଗେ ସିଂହଦ୍ବାରକୁ ଆସିବା ପରେ ଭକ୍ତମାନଙ୍କ ଫଟୋ…

କେବେ ଖୋଲିବ ଶ୍ରୀମନ୍ଦିର; ଆଜି ଦିନ ୧୨ ଟା ରେ ବସିବ ଛାତିଶା ନିଯୋଗ ବୈଠକ

ପୁରୀ: କେବେ ଖୋଲିବ ଶ୍ରୀମନ୍ଦିର? ଏ ସମ୍ପର୍କରେ ଆଜି ନିଆଯିବ ନିଷ୍ପତି । ଆଜି ମଧ୍ୟାହ୍ନ ୧୨ ଟାରେ ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି। ସୂଚନାନୁସାରେ, ଏହି ବୈଠକରେ ଶ୍ରୀମନ୍ଦିର ଖୋଲିବା ନେଇ ଆଲୋଚନା ହେବ । ପୂର୍ବରୁ ଏ…

ପବିତ୍ର ମହାଳୟା

''ମହାନ୍ମହାତ୍ମା ମହିତୋ ମହିମାବାନ୍ମହାବଲଃ । ଗଣାଃ ପଞ୍ଚ ତଥୈବୈତେ ପିତୄଣାଂ ପାପନାଶନାଃ ॥ ସୁଖଦୋ ଧନଦଶ୍ଚାନ୍ୟୋ ଧର୍ମଦୋନ୍ୟଶ୍ଚ ଭୂତିଦଃ । ପିତୄଣାଂ କଥ୍ୟତେ ଚୈବ ତଥା ଗଣଚତୁଷ୍ଟୟମ୍ ॥'' ମହାଳୟା ଅମାବାସ୍ୟା ଭାରତର ଏକ ଧର୍ମଭିତ୍ତିକ ପର୍ବ । ଏହା ହିନ୍ଦୁମାନଙ୍କଦ୍ୱାରା ପିତୃପୁରୁଷଙ୍କ…

ଶ୍ରୀମନ୍ଦିରରେ ସପ୍ତପୁରୀ ଭୋଗ ନୀତି ଅନୁଷ୍ଠିତ

ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା ବା କୁଶଗ୍ରହଣୀ ଅମାବାସ୍ୟା ନାମରେ ପାଳନ ହୋଇଥାଏ । ଆଜି ଅମାବାସ୍ୟା ତିଥିରେ ଓଡ଼ିଆ ଜାତିର ଆରାଧ୍ୟ ଠାକୁର ଜଗନ୍ନାଥଙ୍କଠାରେ ସପ୍ତପୁରୀ ଭୋଗ ଲାଗି ହୋଇଛି । ଶ୍ରୀଜୀଉଙ୍କର ଆଜି ବିଶେଷ ପୂଜାନୀତି ଅନୁଷ୍ଠିତ ହେବା ସହ ସେବାୟତଙ୍କ ଦ୍ୱାରା…

ଶ୍ରୀଜୀଉଙ୍କ ମାର୍କଣ୍ଡରେ କାଳୀୟଦଳନ ଏକାଦଶୀ ନୀତି

“ କାଳୀୟ ବିଷଧର ଗଞ୍ଜନ ଜନ ରଞ୍ଜନ ଯଦୁକୁଳ ନଳୀନ ଦିନେଶ ଜୟ ଜୟ ଦେବ ହରେ ” କବି ଶ୍ରୀଜୟଦେବଙ୍କ ବିରଚିତ ଗୀତଗୋବିନ୍ଦରେ ଶ୍ରୀକୃଷ୍ଣଙ୍କୁ "କାଳୀୟବିଷଧର" ଗନ୍ଜନ ବୋଲି ସମ୍ବୋଧନ କରିଛନ୍ତି । କାରଣ, ପ୍ରଭୁ କୃଷ୍ଣଚନ୍ଦ୍ର କାଳୀୟ ନାଗକୁ ଲାନ୍ଛିତ ଓ ପରାଜିତ କରିବା ସହିତ କାଳିନ୍ଦୀ…