ରଥ ନିର୍ମାଣ ପାଇଁ ପୁରୀରେ ପହଞ୍ଚିଲା ଆଉ ୨୮ ଖଣ୍ଡ କାଠ
ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଛି ରଥ କାଠ । ତୃତୀୟ ପର୍ଯ୍ୟାୟରେ ଶନିବାର ବୌଦ୍ଧ ବନଖଣ୍ଡରୁ ଏକ ଟ୍ରକ୍ ଯୋଗ ୪୦ ଫୁଟିଆ ୨୮ ଖଣ୍ଡ ଧଉରା କାଠ ପହଞ୍ଚିଛି । ଏହି କାଠରେ ଅଖ ନିର୍ମାଣ କରାଯିବ ।
ଚଳିତବର୍ଷ ରଥ ନିର୍ମାଣ ପାଇଁ ବୌଦ୍ଧ ଜିଲ୍ଲାରୁ ୩୦୩ ଖଣ୍ଡ କାଠ…