କରୋନା ମହାମାରୀ ଓ ଶ୍ରୀଜୀଉଙ୍କ ରଥଯାତ୍ରା…
ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ
ସମଗ୍ର ବିଶ୍ୱର ଧର୍ମୀୟ ମର୍ତ୍ତ୍ୟ ବୈକୁଣ୍ଠ ଶ୍ରୀକ୍ଷେତ୍ରରେ ଲାଗି ରହିଛି ବାର ମାସରେ ତେର ଯାତ୍ରା । ବର୍ଷ ତମାମ ବଡ ଦେଉଳ ଭିତରେ ଏବଂ ବାହାରେ ଲାଗି ରହିଥାଏ ଦ୍ୱାଦଶ ଲୀଳା,…