ପୁରୀର ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଶିବିର
ପୁରୀ: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପୁରୀ ଶାଖା ଏବଂ ଏହାର କର୍ମଚାରୀ ସଂଘ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।
ଏହି ରକ୍ତଦାନ ଶିବିର ପୁରୀ ସିଟି ରୋଡ଼ରେ ଥିବା ବ୍ୟାଙ୍କର ଅବକାଶ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ରକ୍ତଦାନ ଶିବିରକୁ ଭାରତୀୟ ଷ୍ଟେଟବ୍ୟାଙ୍କର ଉପ…