Latest Odisha News

BREAKING NEWS

Browsing Tag

puri

ରଥଯାତ୍ରା: ପୁରୀରେ ପହଞ୍ଚିଲା ୧୦ମ ପର୍ଯ୍ୟାୟ ରଥକାଠ

ପୁରୀ: କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ରଥଯାତ୍ରା ଅନୁଷ୍ଠିତ ହେବାନେଇ ଅନିଶ୍ଚିତତା ଜାରି ରହିଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ତିନିରଥ ନିର୍ମାଣ ଲାଗି ରଥ କାଠ ମଧ୍ୟ ପର୍ଯ୍ୟାୟ କ୍ରମେ ପୁରୀରେ ପହଞ୍ଚିବାରେ ଲାଗିଛି । ରବିବାର ଦିନ ୧୦ମ ପର୍ଯ୍ୟାୟରେ…

ଶ୍ରୀଜଗନ୍ନାଥଙ୍କ ଚନ୍ଦନଯାତ୍ରା; ଜାଣନ୍ତୁ କିପରି ପାଳିତ ହୁଏ..

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦ୍ବାଦଶ ଯାତ୍ରା ମଧ୍ୟରେ ଦୋଳ, ଚନ୍ଦନ ଓ ରଥଯାତ୍ରା ଅନ୍ୟତମ । ଦୋଳରେ ଗୋବିନ୍ଦ, ଚନ୍ଦନରେ ମଧୁସୂଦନ ଓ ରଥରେ ବାମନ ରୂପେ ପ୍ରଭୁ ଭକ୍ତଙ୍କ ଦୁଃଖ ହରଣ କରନ୍ତି । ଆସନ୍ତୁ ଆମେ ଜାଣିବା ଚନ୍ଦନ ଯାତ୍ରା ବିଷୟରେ। ଦୋଳେ ଚ ଦୋଳ ଗୋବିନ୍ଦ ଚାପେ ଚ ମଧୁସୂଦନ ରଥେତୁ…

ରଥଯାତ୍ରା: ପୁରୀରେ ପହଞ୍ଚିଲା ନବମ ପର୍ଯ୍ୟାୟ ରଥକାଠ

ପୁରୀ: କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ରଥଯାତ୍ରା ଅନୁଷ୍ଠିତ ହେବାନେଇ ଅନିଶ୍ଚିତତା ଜାରି ରହିଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ତିନିରଥ ନିର୍ମାଣ ଲାଗି ରଥ କାଠ ମଧ୍ୟ ପର୍ଯ୍ୟାୟ କ୍ରମେ ପୁରୀରେ ପହଞ୍ଚିବାରେ ଲାଗିଛି । ଗୁରୁବାର ଦିନ ୯ମ ପର୍ଯ୍ୟାୟରେ…

ଶ୍ରୀମନ୍ଦିର ପରିସରରେ ଆରମ୍ଭ ହେଲା ରଥ ନିର୍ମାଣ; ଚାପ ଖେଳିଲେ ଠାକୁର

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉତ୍ସବର ଆଜି ପବିତ୍ର ଅକ୍ଷୟ ତୃତୀୟ ହେଉଛି ପ୍ରଥମ ପର୍ବ । ପାରମ୍ପରିକ ଭାବେ ଆଜି ଦିନରେ ରଥକାଠ ଅନୁକୂଳ ହେଉଥିବା ବେଳେ ରବିବାର ଦିନ ଶ୍ରୀମନ୍ଦିର ପରିସରରେ ବିଧି ମୁତାବକ ଅକ୍ଷୟ ତୃତୀୟାର ସମସ୍ତ ନୀତିକାନ୍ତି ପାଳିତ ହୋଇଛି ।…

ଶ୍ରୀମନ୍ଦିର ପରିସରରେ ରଥକାଠ; ବାହାରବେଢାରେ ପାରମ୍ପରିକ ଅନୁକୂଳ ପୂଜାନୀତି

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉତ୍ସବ ଅନୁଷ୍ଠିତ ହେବାର ସମ୍ଭାବନା କ୍ରମେ ବୃଦ୍ଧି ପାଉଛି । କରୋନା ମହାମାରୀ ସକାଶେ ଦେଶରେ ଲକ୍‌ଡ଼ାଉନ ପରିସ୍ଥିତି ସୃଷ୍ଟି ହୋଇଥିବା ଯୋଗୁଁ ରଥଯାତ୍ରା ଉତ୍ସବ ଅନୁଷ୍ଠିତ ହେବାନେଇ ଆଶଙ୍କା ସୃଷ୍ଟି ହୋଇଥିଲା । ଆଜି ହେଉଛି…

ଅକ୍ଷୟ ତୃତୀୟା ଲାଗି ଚୂଡ଼ାନ୍ତ ପ୍ରସ୍ତୁତିରେ ନରେନ୍ଦ୍ର ପୁଷ୍କରିଣୀ

ପୁରୀ: ଆସନ୍ତା ଏପ୍ରିଲ୍ ୨୬ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା । ଏହିଦିନ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁ ଖେଳିବେ ଚାପଖେଳ । ଏହି ଚାପଖେଳରେ ବ୍ୟବହୃତ ହେବ ଡଙ୍ଗା । ଏବେ ପୁଷ୍କରିଣୀ ସଫା ହେବା ପରେ ଦୁଇଟି ଡଙ୍ଗା ପ୍ରସ୍ତୁତି ଚାଲିଛି । ପୁରୀର ମହାରଣା ସେବକମାନେ ଦିନ ରାତି ପରିଶ୍ରମ…

କରୋନା ମେଡ଼ିକାଲ୍ ପାସ୍ ଲାଗି ଡାକ୍ତର ନେଲେ ଲାଞ୍ଚ; ଘୁରି ବୁଲୁଛି ଭିଡ଼ିଓ !

କାକଟପୁର: ସାରା ଦେଶ ବର୍ତମାନ କରୋନା ମହାମାରୀର ପ୍ରକୋପରେ ସ୍ତବ୍ଧ ଥିଲାବେଳେ ଏକମାତ୍ର ଭରଷା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଜନସାଧାରଣ ଭଗବାନଙ୍କ  ଭଳି  ପୂଜା କରୁଛନ୍ତି l କିନ୍ତୁ ଏହି ଅଭାବନିୟ ସ୍ଥିତିରେ ଜରୁରୀକାଳୀନ ମେଡିକାଲ ପାସ ଦେବାକୁ ଜନସାଧାରଣଙ୍କ ଠାରୁ ଲାଞ୍ଚ ନେଇ ସାରା…

ଜାଣନ୍ତୁ, କାହିଁକି ସିରୁଳୀରେ ରହି ଶ୍ରୀମନ୍ଦିରକୁ ନୀରିକ୍ଷଣ କରୁଛନ୍ତି ଶ୍ରୀହନୁମାନ !

ପୁରୀ: ସିରୁଳୀ ମହାବୀର ମନ୍ଦିର  ଗଙ୍ଗବଂଶୀ  ରାଜା ମାନଙ୍କ ଦ୍ଵାରା ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ସିରୁଳୀ ମହାବୀର ମନ୍ଦିର ଏକ ସୁନ୍ଦର ଓ ପ୍ରସିଦ୍ଧ ଦର୍ଶନୀୟ ସ୍ଥାନ । ମନ୍ଦିର ର ନିର୍ମାଣ ସମ୍ପର୍କରେ ପ୍ରାମାଣିକ ତଥ୍ୟ ନ ମିଳିଲେ ମଧ୍ୟ ମନ୍ଦିରର ପୂଜାରୀଙ୍କ ତଥ୍ୟ ଅନୁସାରେ ଗଙ୍ଗବଂଶୀ…

ଢେଙ୍କାନାଳରୁ ପୁରୀ ଶ୍ରୀକ୍ଷେତ୍ର; ବାଇକ୍‌ରେ ଭକ୍ତ ଆଣୁଛନ୍ତି ତୁଳସୀ !

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୂଜାର୍ଚ୍ଚନାରେ ତୁଳସୀ ଏକ ଅପରିହାର୍ଯ୍ୟ ଦ୍ରବ୍ୟ । ସମସ୍ତ ପୁଷ୍ପ ଅପେକ୍ଷା ତୁଳସୀ ପ୍ରତି ଶ୍ରୀଜଗନ୍ନାଥଙ୍କର ଶ୍ରଦ୍ଧା ଅଧିକ ମାତ୍ରାରେ ରହିଥାଏ । ଦୈନିକ ଭକ୍ତମାନେ ବିଭିନ୍ନ ସ୍ଥାନରୁ ତୁଳସୀ ଆଣି ଶ୍ରୀମନ୍ଦିରରେ ଯୋଗାଇଦେଇ ଥାଆନ୍ତି । ଏବେ ଲକ୍‌ଡାଉନ୍…

ପୁରୀରେ କାର୍ଯ୍ୟକ୍ଷମ ହେଲା ସ୍ୱତନ୍ତ୍ର କୋଭିଡ୧୯ ହସ୍ପିଟାଲ

ପୁରୀ: କରୋନା ମୁକାବିଲା ପାଇଁ ଆଜିଠାରୁ ପୁରୀରେ କାର୍ଯ୍ୟକ୍ଷମ ହେଲା ୨୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ୧୯ ହସ୍ପିଟାଲ । ସହରର ଜିଏଏମସି ହସ୍ପିଟାଲରେ ୬୦ ଟି ଶଯ୍ୟାର ବ୍ୟବସ୍ଥା ହୋଇଥିବା ବେଳେ ଆଇଡିଏଚ୍‌ରେ ୪୦ଟି ଓ ଏସ୍‌ଜେଏମ୍ କଲେଜରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଂଟର…