ପୁରୀ ଗଣଦୁଷ୍କର୍ମ ମାମଲା: ୨୦ ଦିନ ଭିତରେ ଚାର୍ଜସିଟ୍ ପ୍ରସ୍ତୁତ କରିବ ପୋଲିସ
ପୁରୀ: ପୁରୀରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ପୋଲିସ ବାବୁ ଗିରଫ ହେବା ପରେ ପୋଲିସ ପକ୍ଷରୁ ଏହି ମାମଲାରେ ୨୦ ଦିନ ଭିତରେ ଚାର୍ଜସିଟ୍ ପ୍ରସ୍ତୁତ କରାଯିବ ।
ପୋଲିସ ଡିଆଇଜି (କେନ୍ଦ୍ରାଞ୍ଚଳ) ଆଶିଷ ସିଂହ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ମୁଖ୍ୟ ଅଭିଯୁକ୍ତ…