Latest Odisha News

BREAKING NEWS

Browsing Tag

Python Rescued

ନୟାଗଡ଼ ନାକିଠଣା ଜଙ୍ଗଲ ନିକଟରୁ ୧୦ଫୁଟ ଅଜଗର ସାପ ଉଦ୍ଧାର

ନୟାଗଡ଼ : ଉଦ୍ଧାର ହୋଇଛି ଅଜଗର ସାପ । ୧୦ଫୁଟ ଲମ୍ବର ଏହି ଅଜଗର ସାପକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଅଞ୍ଚଳରେ। ନୟାଗଡ଼ର ରଣପୁର ରେଞ୍ଜ ଅଧୀନ ନାକିଠଣା ବିଟ୍ ହାଉସ ନିକଟରୁ ଏହି ୧୦ଫୁଟ ଲମ୍ବର ଅଜଗରକୁ ଉଦ୍ଧାର କରାଯାଇଛି। ନିକଟରେ ଥିବା ଜଙ୍ଗଲରେ…

୮ ଫୁଟର ଅଜଗର ସାପ ଉଦ୍ଧାର

ଢେଙ୍କାନାଳ : ଘରେ ପଶିଲା ଅଜଗର ସାପ । ୮ ଫୁଟ ଲମ୍ବର ଅଜଗର ସାପକୁ ଉଦ୍ଧାର କଲା ସ୍ନେକ ହେଲପ ଲାଇନ । ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା କୁରୁମିଠା ଗ୍ରାମର ରୋହିତ ସାମଲ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଅଜଗର ସାପ ପଶିଯାଇଥିଲା। ଫଳରେ ରୋହିତଙ୍କ  ପରିବାର ଲୋକେ ଭୟଭୀତ ହୋଇ ସ୍ନେକ ହେଲପ ଲାଇନ…

ଅଜଗର ସାପ ଉଦ୍ଧାର

ବରଗଡ଼ : ଉଦ୍ଧାର ହେଲା ଅଜଗର ସାପ । ବରଗଡ଼ ଜିଲ୍ଲା ଅନ୍ତର୍ଗତ ପାଇକମାଲ ହୀରାପୁର ଛକ ନିକଟରେ ୮ ଫୁଟ ଲମ୍ବର ବଡ ଅଜଗର ସାପ ଉଦ୍ଧାର କରାଯାଇଛି । ବନ ବିଭାଗ ଦ୍ୱାରା ସାପଟି ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକମାନେ ଏକ ବୁଦା ମୂଳରେ ସାପ ଥିବା ଦେଖିଥିଲେ। ପରେ ସେହିରାସ୍ତା ଦେଇ ଯାଉଥିବା…

କୁକୁଡ଼ା ଖାଇବାକୁ ଆସି ଧରାପଡ଼ିଲା ୯ ଫୁଟର ଅଜଗର

ମାଲକାନଗିରି: କୁକୁଡା ଖାଇବାକୁ ଯାଇ ଧରାପଡ଼ିଲା ବିରାଟକାୟ ଅଜଗର । ମାଲକାନଗିରି ଜିଲ୍ଲା ସିଙ୍ଗରାଜକୋଣ୍ଡା ଗାଁରେ ଦେଖିବାକୁ ମିଳିଛି ଏକ ଘଟଣା । ଗାଁ କୋଷା ମାଢିଙ୍କିଙ୍କ ପୋଷା କୁକୁଡା ହଜି ଯାଇଯାଇଥିଲା । ଖୋଜାଖୋଜି ପରେ ସେ ପାଇ ନଥିଲେ । ଏତିକିବେଳେ କୁକୁଡା ଘର ଭିତରେ ପଶିଥିଲା ଅଜଗର ।…

ଡ୍ରେନରୁ ଉଦ୍ଧାର ହେଲା ଅଜଗର

ବ୍ରହ୍ମପୁର: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଫରେଷ୍ଟ ଡିଭିଜନ ଅଧୀନରେ ଥିବା ଚଣ୍ଡିପୁଟ ୟୁପି ସ୍କୁଲର ମୁଖ୍ୟ ଫାଟକ ସମ୍ମୁଖସ୍ଥ ଏକ ଡ୍ରେନରୁ ବିରାଟ ଅଜଗର ସାପ ଉଦ୍ଧାର କରାଯାଇଛି। ଗତ ଦୁଇ ଦିନରୁ ସାପ ସେଠାରେ ରହିଥିଲା। ତେବେ ଏନେଇ ଗତ ନଭେମ୍ବର ୮ରେ ସ୍ଥାନୀୟ ଲୋକମାନେ ସ୍ନେକ…

୧୦ ଫୁଟ ଲମ୍ବର ଅଜଗର ଉଦ୍ଧାର

ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ଡ଼ାଲିଙ୍ଗିଆ ଗ୍ରାମରୁ ୧୦ ଫୁଟ ଲମ୍ବର ଏକ ଅଜଗର ସାପ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ଔପଦା ବ୍ଲକ ଅଧିନ ଏହି ଗାଁର ଦିବାକର ସ୍ୱାଇଁ ନାମକ ଜଣେ ବ୍ୟକ୍ତିଙ୍କ ବାଡ଼ିରେ ଏକ ବିରାଟ ଅଜଗର ସାପ ଜାଲରେ ଛନ୍ଦି ହୋଇପଡିଥିବା ନଜର…

ଢେଙ୍କାନାଳରୁ ଉଦ୍ଧାର ହେଲା ୬ଫୁଟ ଲମ୍ବର ଅଜଗର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ଆଲାସୁଅ ଅଞ୍ଚଳରୁ ଉଦ୍ଧାର ହୋଇଛି ଏକ ୬ଫୁଟ ଲମ୍ବର ଅଜଗର ସାପ। ସାପ ଖେଳ ଦେଖାଉଥିବା ସମୟରେ ଜଙ୍ଗଲ ଅଧିକାରୀମାନେ ଏହି ୬ ଫୁଟ ଲମ୍ବର ପାଇଥନକୁ ଉଦ୍ଧାର କରିବା ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି। ସାପ ଖେଳ ହେଉଥିବା ଖବର ପାଇ ବିଭାଗୀୟ ବନ ଅଧିକାରୀ…

ମାଛ ଜାଲରେ ପଡ଼ିଲା ବିରାଟକାୟ ଅଜଗର

ପୁରୀ: ମାଛ ଜାଲରେ ପଡ଼ିଲା ବିରାଟକାୟ ଅଜଗର । ଲମ୍ବା ଯେମିତି, ଓଜନ ବି ସେମିତି । ଦେଖିଲେ ଭୟ ଲାଗିବ । ପୁରୀ ଜିଲ୍ଲା ବଳଭଦ୍ରପୁର ପଞ୍ଚାୟତ ପୋଡାକେରା ଗାଁରୁ ଏହି ଅଜଗର ସାପ ଉଦ୍ଧାର ହୋଇଛି । ଗାଁ ଲୋକ ମାଛ ଧରିବା ପାଇଁ ଜାଲ ବସାଇଥିଲେ । ଏଥିରେ ଅଜଗର ସାପଟି ପଡିଥିଲା । ଏକଥା ଜାଣିବା…