Latest Odisha News

BREAKING NEWS

Browsing Tag

rahul gandhi

୧୪ ରେ କ୍ଷମତା ନେଇଥିଲା ଦରବୃଦ୍ଧି, ୨୪ ରେ ଦେବ!

ଭୁବନେଶ୍ୱର: ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ ନିୟନ୍ତ୍ରଣକୁ ଆସିବା ବଦଳରେ ଆହୁରି ବଢିଚାଲିଛି। ଯେଉଁଥିପାଇଁ ଲୋକଙ୍କ ଦୁର୍ଦଶା ମଧ୍ୟ ବଢି ଚାଲିଛି। ଆଗକୁ ନିର୍ବାଚନ ଥିବାରୁ ରାଜନୈତିକ ଦଳଗୁଡିକ ଏହାକୁ ନେଇ କେନ୍ଦ୍ରର ବିଜେପି ସରକାରକୁ ଘେରିବା ଆରମ୍ଭ କରିଛନ୍ତି। ଏହି ଅବସରରେ…

ଡେଲିଭରି ବୟରୁ ମେକାନିକ ପର୍ଯ୍ୟନ୍ତ ରାହୁଲଙ୍କ ଯାତ୍ରା !

ଭୁବନେଶ୍ୱର: କେତେବେଳେ ଡେଲିଭରି ବୟଙ୍କ ସ୍କୁଟରରେ ତ କେତେବେଳେ ଟ୍ରକରେ। ଆଉ କେତେବେଳେ ବାଇକ ଗ୍ୟାରେଜରେ। ଗତ କିଛି ମାସ ଧରି ବିଭିନ୍ନ ବର୍ଗର ତୃଣମୂଳ ସ୍ତରର ଲୋକଙ୍କ ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଖାଯାଉଛନ୍ତି। ସେମାନଙ୍କ ସହ ଯାତ୍ରା କରୁଛନ୍ତି ସେମାନଙ୍କ ସୁଖଦୁଃଖ…

ବିବାଦରେ ରାହୁଲଙ୍କ ବିବାହ ପ୍ରସଙ୍ଗ!

ଭୁବନେଶ୍ୱର: ବିରୋଧୀ ବୈଠକରେ ରାହୁଲଙ୍କ ବିବାହ ପ୍ରସଙ୍ଗକୁ ନେଇ ରାଜନୀତି ତୀଵ୍ର ହେବାରେ ଲାଗିଛି। ବିରୋଧୀଙ୍କ ବୈଠକ ପରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ବିବାହ ପାଇଁ କହିଥିଲେ। ପାଟନାରେ ବିରୋଧୀ ଦଳଗୁଡ଼ିକର ବୈଠକ ପରେ ଆୟୋଜିତ ସାମ୍ବାଦିକ…

ରାହୁଲଙ୍କ ହାତ ଧରିବେ ଶର୍ମିଳା!

ଭୁବନେଶ୍ୱର: କଂଗ୍ରେସରେ ମିଶିଵ କି ୱାଇଏସଆର ତେଲେଙ୍ଗାନା ପାର୍ଟି? ପାର୍ଟି ମୁଖ୍ୟ ତଥା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନଙ୍କ ଭଉଣୀ ୱାଇଏସ ଶର୍ମିଳାଙ୍କ ଆଭିମୁଖ୍ୟକୁ ଦେଖି ଏମିତି କିଛି ଚର୍ଚ୍ଚା ଏବେ ଜୋର ଧରିଛି। ଚର୍ଚ୍ଚା ଅନୁଯାୟୀ ଆସନ୍ତା ଜୁଲାଇ ଆଠ ତାରିଖରେ ଶର୍ମିଳାଙ୍କ ଦଳ କଂଗ୍ରେସରେ…

ରାହୁଲଙ୍କ ପିଛା ଛାଡୁନି କର୍ଣ୍ଣାଟକ

ଭୁବନେଶ୍ୱର: ପୁଣିଥରେ ରାହୁଲଙ୍କ ବିରୋଧରେ ମାନହାନି ମାମଲା। ତାହା ପୁଣି ସେହି କର୍ଣ୍ଣାଟକରେ ଓ କର୍ଣ୍ଣାଟକ ପାଇଁ। ସଦ୍ୟ ଶେଷ ହୋଇଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ପୂର୍ବ ବିଜେପି ସରକାର ୪୦ ପ୍ରତିଶତ କମିଶନ ସରକାର ବୋଲି କଂଗ୍ରେସ ଅଭିଯୋଗ କରିଥିଲା। ଏହାକୁ ନେଇ ବ୍ୟାପକ ପ୍ରଚାର…

ବିଦେଶରେ ପିଏମ ମୋଦିଙ୍କ ପ୍ରଶଂସା କଲେ ରାହୁଲ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାହୁଲଙ୍କ ପ୍ରଶଂସା। ବିଦେଶ ଗସ୍ତରେ ଯାଇ ବିଭିନ୍ନ ପ୍ରସଙ୍ଗରେ ମୋଦିଙ୍କୁ କଡା ସମାଲୋଚନା କରୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ରୁଷ ୟୁକ୍ରେନ ଯୁଦ୍ଧରେ ଭାରତର ଭୂମିକା ଠିକ ବୋଲି ରାହୁଲ…

‘ମଧ୍ୟପ୍ରଦେଶରେ ୧୫୦ ସିଟରେ ଜିତିବ କଂଗ୍ରେସ’

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ୧୫୦ ଆସନ ଜିତିବ କଂଗ୍ରେସ। ମଧ୍ୟପ୍ରଦେଶ ନିର୍ବାଚନ ପ୍ରସ୍ତୁତି ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏଭଳି ମନ୍ତବ୍ୟ ଦେଇଛନ୍ତି। କର୍ଣ୍ଣାଟକରେ କଂଗ୍ରେସ ଯେଭଳି ଜିତିଲା ମଧ୍ୟପ୍ରଦେଶରେ ସେଭଳି ରିପିଟ କରିବ ବୋଲି ସେ…

ବିଦେଶ ଗଲେ ଖୋଲିଦେବେ ପୋଲ, ରାହୁଲଙ୍କୁ ପାସପୋର୍ଟ ମନା !

ଭୁବନେଶ୍ୱର: ରାହୁଲଙ୍କ ପାସପୋର୍ଟକୁ ନେଇ ବିବାଦ। ବିଭିନ୍ନ ବିବାଦକୁ ନେଇ ଚର୍ଚ୍ଚାରେ ଥିବା କଂଗ୍ରେସ ନେତା ଏବେ ପାସପୋର୍ଟ ପ୍ରସଙ୍ଗକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଦିଲ୍ଲୀର ରାଉଜ ଆଭିନିୟୁ କୋର୍ଟରେ ନୂଆ ପାସପୋର୍ଟ ଆବେଦନର ଏନଓସି ପାଇଁ ରାହୁଲ ଆବେଦନ କରିଛନ୍ତି। କିନ୍ତୁ ବିଜେପି ନେତା…

ରାହୁଲ ଦୌଡୁଛନ୍ତି, ହାତ ବଢୁଛି !

ଭୁବନେଶ୍ୱର: କର୍ଣ୍ଣାଟକରେ ବଡ଼ ବିଜୟ ପରେ ଏବେ ରାହୁଲଙ୍କ ଭାରତ ଯୋଡୋ ଯାତ୍ରାକୁ ନେଇ ଜୋରଦାର ଚର୍ଚ୍ଚା। ଭାରତ ଯୋଡୋ ଯାତ୍ରା ହିଁ କର୍ଣ୍ଣାଟକରେ କଂଗ୍ରେସ ବିଜୟର ମୂଳଦୁଆ ପକାଇଲା ବୋଲି କୁହାଯାଉଛି। ୫ ମାସ ଧରି ପ୍ରାୟ ୪ ହଜାର କିଲୋମିଟରର ଏହି ଯାତ୍ରା କଂଗ୍ରେସ ସପକ୍ଷରେ ଦେଶବ୍ୟାପୀ ଏକ…

କଂଗ୍ରେସର ରାହୁଲ କାର୍ଡ

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନରେ ଏଥର କଂଗ୍ରେସ ସମ୍ପୂର୍ଣ୍ଣ ଷ୍ଟ୍ରାଟେଜି ଅନୁଯାୟୀ ସବୁ କରୁଥିବା କୁହାଯାଉଛି। କିଛି ପ୍ରମୁଖ ରଣନୀତିକାରଙ୍କୁ ନେଇ ଦଳ ପ୍ରଚାରଠୁ ଆରମ୍ଭ କରି ପ୍ରତ୍ୟେକ ମନ୍ତବ୍ୟ ଯୋଜନାବଦ୍ଧ ଢଙ୍ଗରେ ଦେଉଥିବା ଆଲୋଚନା ହେଉଛି। ଏସବୁ ଷ୍ଟ୍ରାଟେଜି ମଧ୍ୟରେ ରାହୁଲ…