Latest Odisha News

BREAKING NEWS

Browsing Tag

Rainfall in Odisha

ଉପକୂଳ ଓଡ଼ିଶାରେ ଆଜି ଓ କାଲି ପ୍ରବଳ ବର୍ଷା

ଭୁବନେଶ୍ୱର: ଓଡ଼ିଶା ଉପକୂଳରୁ ବାତ୍ୟା ଭୟ ଟଳିଗଲା । ଜଓ୍ୱାଦ ସ୍ଥଳଭାଗ ଛୁଇଁବା ଆଗରୁ ଦୁର୍ବଳ ହୋଇଗଲା । କିନ୍ତୁ ସାଙ୍ଗରେ ବର୍ଷା ପବନ ନେଇ ଆସିଛି । ଏହାର ପ୍ରଭାବରେ ଆଜି ଓ ଆସନ୍ତାକାଲି ରାଜ୍ୟରେ ପ୍ରବଳ ବର୍ଷା ହେବ । ଏନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଭାରତୀୟ…

ଦୁର୍ବଳ ପଡ଼ିଲା ବାତ୍ୟା ଗୁଲାବ: ଡିପ୍ ଡିପ୍ରେସନ୍ ପ୍ରଭାବରେ ଏସବୁ ଜିଲ୍ଲାରେ ବର୍ଷା

ଭୁବନେଶ୍ୱର: ବାତ୍ୟା ଗୁଲାବ ସ୍ଥଳଭାଗ ଛୁଇଁବା ପରେ ଧୀରେ ଧୀରେ ଦୁର୍ବଳ ହେଉଛି । ଆଜି ଡିପ୍ ଡିପ୍ରେସନରେ ପରିଣତ ହୋଇଛି ବାତ୍ୟା । ଏହାପରେ ଆହୁରି ଦୁର୍ବଳ ହେଉଛି ବାତ୍ୟା । ସକାଳ ସାଢେ ୫ଟାରେ ଛତିଶଗଡ଼ର ଜଗଦଳପୁରଠାରୁ ୧୧୦ କିମି ପୂର୍ବ-ଦକ୍ଷିଣ ପୂର୍ବ ଓ ଗୋପାଳପୁର ଉପକୂଳରୁ ୨୨୦ କିଲୋମିଟର…

ଜୁନରେ ରାଜ୍ୟରେ ସ୍ୱାଭାବିକଠାରୁ ୨୭% ଅଧିକ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ଜୁନରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି । ଜୁନ୍ ୧ ତାରିଖରୁ ଆଜି ଭିତରେ ଓଡ଼ିଶାରୋ ମୋଟ୍ ୧୧୮.୪ ମିଲିମିଟର ବର୍ଷା ହୋଇଛି । ଯାହା ସ୍ୱାଭାବିକ ବର୍ଷା ୯୩.୨ ମିଲିମିଟରଠାରୁ ୨୭ ପ୍ରତିଶତ ଅଧିକ । ଅର୍ଥାତ ରାଜ୍ୟରେ ଗତ ୧୭ ଦିନ ଭିତରେ ସ୍ୱାଭାବିକଠାରୁ ୨୭ ପ୍ରତିଶତ…