Latest Odisha News

BREAKING NEWS

Browsing Tag

Rajendra Das

ପ୍ରଚାରରେ ଦୁଲୁକୁଛି ଧାମନଗର, ଘରକୁ ଘର ବୁଲି ଭୋଟ୍ ମାଗୁଛନ୍ତି ପ୍ରାର୍ଥୀ

ଭଦ୍ରକ: ଧାମନଗରରେ ବଢ଼ୁଛି ନିର୍ବାଚୀନ ପାରା । ଜମୁଛି ପ୍ରଚାର । ଘରକୁ ଘର ବୁଲି ଭୋଟ୍ ମାଗୁଛନ୍ତି ପ୍ରାର୍ଥୀ । ଆଜି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଧୁଷୁରୀର ହସିନାବାଦ ଓ ଅର୍ଜୁନପୁର ପଞ୍ଚାୟତରେ ପ୍ରଚାର କରିଛନ୍ତି । ଗାଁର ମହିଳାମାନେ ସୂର୍ଯ୍ୟବଂଶୀଙ୍କୁ ବନ୍ଦାପନା କରି ନେଇଥିବା…

ସ୍ୱାଧୀନ ପ୍ରାର୍ଥୀ ହେବା ପରେ ରାଜେନ୍ଦ୍ର ଦାସଙ୍କୁ ବହିଷ୍କାର କଲା ବିଜେଡି

ଭୁବନେଶ୍ୱର: ବିଦ୍ରୋହୀ ନେତା ରାଜେନ୍ଦ୍ର ଦାସଙ୍କୁ ଆଜି ବହିଷ୍କାର କରିଛି ବିଜେଡି । ଦଳ ବିରୋଧୀ କାର୍ଯ୍ୟ ପାଇଁ ରାଜେନ୍ଦ୍ରଙ୍କୁ ବହିଷ୍କାର କରାଯାଇଥିବା କୁହାଯାଇଛି । ଧାମନଗର ଉପନିର୍ବାଚନରେ ଦଳ ଅବନ୍ତୀଙ୍କୁ ପ୍ରାର୍ଥୀ କରିବା ପରେ ରାଜେନ୍ଦ୍ର ଅସନ୍ତୁଷ୍ଟ ହୋଇ ସ୍ୱାଧୀନ ପ୍ରାର୍ଥୀ…

ଅବନ୍ତୀଙ୍କ ଉପରେ ଭାରି ପଡ଼ିବେ କି ରାଜେନ୍ଦ୍ର ନା ବୁଡ଼ିଯିବ ନୌକା ?

ଭଦ୍ରକ: ଧାମନଗର ଉପନିର୍ବାଚନକୁ ନେଇ ଉଷ୍ଣ ହେଉଛି ରାଜନୀତି । ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନରେ କେହି ପ୍ରାର୍ଥିତ୍ୱ ପ୍ରତ୍ୟାହାର କରି ନାହାଁନ୍ତି । ଫଳରେ ୩ ଦଳର ପ୍ରାର୍ଥୀଙ୍କ ସହ ୨ ସ୍ୱାଧୀନ ପ୍ରାର୍ଥୀ ଏବେ ଉପନିର୍ବାଚନ ମୈଦାନରେ । ବିଜେଡିର ଅବନ୍ତୀ ଦାସ, ବିଜେପିର…

ବୁଝାଇ ପାରିଲେନି ୨ ପ୍ରଣବ ! ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ କଲେ ରାଜେନ୍ଦ୍ର ଦାସ

ଭଦ୍ରକ: ଭଦ୍ରକ ବିଜେଡିରେ ବିଦ୍ରୋହ । ଟିକେଟ୍ ଦେଲାନି ଦଳ । ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ କଲେ ରାଜେନ୍ଦ୍ର ଦାସ । ପୂର୍ବତନ ବିଜେଡି ବିଧାୟକ ରାଜେନ୍ଦ୍ର ଦାସ ଧାମନଗର ଉପନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ହୋଇଛନ୍ତି । ଶେଷ ମୁହୂର୍ତ୍ତ ଯାଏ ରାଜେନ୍ଦ୍ର ଦାସଙ୍କ ନାଁ ଚର୍ଚ୍ଚା ହେଉଥଲା…

ସୂର୍ଯ୍ୟବଂଶୀଙ୍କ ପାଇଁ ପ୍ରଚାର କରିବେ ୩ କେନ୍ଦ୍ରମନ୍ତ୍ରୀ, ଅବନ୍ତୀଙ୍କ ପାଇଁ ମୈଦାନକୁ ଓହ୍ଲାଇବେ କି ନବୀନ ?

ଭୁବନେଶ୍ୱର: ଧାମନଗର ପାଇଁ ବିଜେପି, ବିଜେଡି ଓ କଂଗ୍ରେସ ରଣନୀତି ପ୍ରସ୍ତୁତ କରିଛନ୍ତି । ବିଜେପି ଓ କଂଗ୍ରେସ କେନ୍ଦ୍ରୀୟ ନେତାଙ୍କୁ ଆଣି ପ୍ରଚାର ପାଇଁ ଅଣ୍ଟା ଭିଡ଼ିଛନ୍ତି । ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ଧାମନଗରରେ ୩ ଜଣ କେନ୍ଦ୍ରମନ୍ତ୍ରୀ ପ୍ରଚାର କରିବେ । ଏନେଇ…