Latest Odisha News

BREAKING NEWS

Browsing Tag

Rajyasabha

ଲିଭ-ଇନ ଚାହୁଁନି ବିଜେପି!

ଭୁବନେଶ୍ୱର: ଦେଶରେ ଚାଲିଥିବା ଲିଭ ଇନ ରିଲେସନସିପ ଉପରେ ବ୍ୟାନ ଲଗାଇବାକୁ ଦାବି। ଖୋଦ କେନ୍ଦ୍ରର ଶାସକ ଦଳ ବିଜେପି ସାଂସଦ ଅଜୟ ପ୍ରତାପ ସିଂ ଏଭଳି ଦାବି କରିଛନ୍ତି। ଲିଭ ଇନ ରିଲେସନସିପକୁ ବେଆଇନ କରିବା ପାଇଁ ଆଇନ ଆଣିବାକୁ ସାଂସଦ ଅଜୟ ପ୍ରତାପ ସିଂ ରାଜ୍ୟସଭାରେ ଦାବି ରଖିଛନ୍ତି।…

ଜୁନ ୧୩ରେ ରାଜ୍ୟସଭା ଉପନିର୍ବାଚନ, ଓଡ଼ିଶାରୁ ଖାଲି ହେଲା ୪ ଆସନ

ଦିଲ୍ଲୀ: ରାଜ୍ୟସଭା ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି । ଜୁନ ୧୩ରେ ହେବ ଉପନିର୍ବାଚନ । ୨୬ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ୨ ତାରିଖ ସୁଦ୍ଧା ନାମାଙ୍କନ ଦାଖଲର ଶେଷଦିନ ଧାର୍ୟ୍ୟ ହୋଇଛି । ଜୁନ୍ ୩ରେ ପ୍ରାର୍ଥୀପତ୍ର ଯାଞ୍ଚ ସହ ଜୁନ୍ ୬ରେ ହେବ ପ୍ରାର୍ଥୀପତ୍ର ପ୍ରତ୍ୟାହାର ।…

ଦିନକ ଆଗରୁ ସରିଗଲା ସଂସଦର ବଜେଟ ଅଧିବେଶନ, ୧୨୯ ପ୍ରତିଶତ ଫଳପ୍ରଦ

ନୂଆଦିଲ୍ଲୀ: ଆଜି ସରିଲା ସଂସଦର ବଜେଟ ଅଧିବେଶନ । ଧାର୍ଯ୍ୟ ସମୟର ଦିନକ ଆଗରୁ ସରିଯାଇଛି ବଜେଟ ଅଧିବେଶନ । ୨୭ଟି କାର୍ଯ୍ୟ ଦିବସ ଅର୍ଥାତ୍ ୧୭୭ ଘଣ୍ଟା ୫୦ ମିନିଟ ଚାଲିଲା । ଲୋକସଭାରେ ଶେଷ ଦିନ ବାଚସ୍ପତି ଓମ ବିର୍ଲା ଏହି ସୂଚନା ଦେଇଛନ୍ତି । ତା ସହିତ ଏହି ଅଧିବେଶନ ୧୨୯ ପ୍ରତିଶତ ଫଳପ୍ରଦ…

ରାଜ୍ୟସଭାରୁ ବ୍ୟାଙ୍କ ନିୟାମକ ବିଲ୍ ପାସ୍ ହୋଇଛି, ଜାଣନ୍ତୁ – ବ୍ୟାଙ୍କ ଗ୍ରାହକ ଭାବରେ ଆପଣଙ୍କ ଉପରେ କ’ଣ…

ନୂଆଦିଲ୍ଲୀ: ରାଜ୍ୟସଭାର ଅନୁମୋଦନ ପରେ ବ୍ୟାଙ୍କ ନିୟାମକ ବିଲ୍ ବର୍ତ୍ତମାନ ଆଇନରେ ପରିଣତ ହୋଇଛି। ଗତ ସପ୍ତାହରେ ଲୋକସଭା ଦ୍ୱାରା ଏହି ବିଲ୍ ଅନୁମୋଦନ କରାଯାଇଥିଲା। ଏହି ନୂତନ ନିୟମ ଅନୁଯାୟୀ ଦେଶର ସମବାୟ ବ୍ୟାଙ୍କଗୁଡିକ ଆରବିଆଇର ତତ୍ୱାବଧାନରେ କାର୍ଯ୍ୟ କରିବେ। ଆର୍ଥିକ ଅବନତି ଏବଂ ଦେଶରେ…

ରାଜ୍ୟସଭାର ୮ ସାଂସଦ ସସ୍‌ପେଣ୍ଡ

ନୂଆଦିଲ୍ଲୀ: ସସ୍‌ପେଣ୍ଡ ହେଲେ ରାଜ୍ୟସଭାର ୮ ସାଂସଦ । ବିଶୃଙ୍ଖଳା ଆଚରଣ ପାଇଁ ୮ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । କୃଷି ବିଲ୍ ଆଲୋଚନା ବେଳେ ହଙ୍ଗମା କରିଥିବା ୮ ସାଂସଦଙ୍କୁ ସସ୍‌ପେଣ୍ଡ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ରାଜ୍ୟସଭା ଏମ୍.ଭେଙ୍କେୟା ନାଇଡୁ  । ସସ୍‌ପେଣ୍ଡ ହୋଇଥିବା ୮…

ହାଉସ ଚାମ୍ବରରେ ଶପଥ ନେଲେ ଓଡିଶାର ୪ ରାଜ୍ୟସଭା ସାଂସଦ

ନୂଆଦିଲ୍ଲୀ: ଆଜି ଶପଥ ନେଇଛନ୍ତି ଓଡିଶାର ୪ ନବନିର୍ବାଚିତ ରାଜ୍ୟସଭା ସାଂସଦ। ନବନିର୍ବାଚିତ ସାଂସଦଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କିଆ ନାଇଡ଼ୁ ଶପଥପାଠ କରାଇଛନ୍ତି। ଓଡ଼ଶାର ୪ ସଦସ୍ୟ ସୁବାସ ସିଂ, ମୁନ୍ନା ଖାଁ, ମମତା ମହନ୍ତ ଓ ସୁଜିତ କୁମାର ଶପଥ ହାଉସ ଚାମ୍ବରରେ ଶପଥ ପାଠ କରିଛନ୍ତି…

ରାଜ୍ୟସଭାର ପୂର୍ବତନ ସଦସ୍ୟ ଏଭି ସ୍ୱାମୀଙ୍କ ବିୟୋଗ

ନୂଆପଡା: ରାଜ୍ୟସଭାର ପୂର୍ବତନ ସଦସ୍ୟ ଏ ବିଶ୍ୱନାଥ ସ୍ୱାମୀଙ୍କର ମଙ୍ଗଳବାର ଦିନ ନୂଆପଡା ଜିଲ୍ଲାର ଖରିଆର ରୋଡ୍ ସ୍ଥିତ ବାସଭବନରେ ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ତାଙ୍କ ବିୟୋଗ ନେଇ ପୁଅ ସୁରେଶ ଆଚାରୀ ସ୍ପଷ୍ଟ କରିଛନ୍ତି । ଉଲ୍ଲେଖଯୋଗ୍ୟ,…

ଲାଭଦାୟକ ଅଫିସର ସଂସଦୀୟ କମିଟି ସଦସ୍ୟ ଭାବେ ନିର୍ବାଚିତ ହେଲେ ଓଡିଶା ସାଂସଦ

ନୂଆଦିଲ୍ଲୀ: ଲାଭଦାୟକ ଅଫିସର ସଂସଦୀୟ କମିଟି ସଦସ୍ୟ ଭାବେ ବିଜେଡିର ସସ୍ମିତ ପାତ୍ରଙ୍କ ସମେତ ଅନ୍ୟ ୪ ଜଣ ରାଜ୍ୟସଭା ସାଂସଦ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଅନ୍ୟ ୪ ଜଣ ମନ୍ତ୍ରୀଙ୍କ ମଧ୍ୟରେ ମହେଶ ପୋଦାର (ବିଜେପି), କେ. କେଶବ ରାଓ…