Latest Odisha News

BREAKING NEWS

Browsing Tag

RamMandir

ଭିଆଇପିଙ୍କୁ ଅଯୋଧ୍ୟା ମନା!

ଉତ୍ତର ପ୍ରଦେଶ: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଜନ ସମୁଦ୍ର ପାଲଟିଛି ଅଯୋଧ୍ୟା ନଗରୀ। ଲକ୍ଷାଧିକ ଭକ୍ତଙ୍କ ସମାବେଶରେ ପୂରି ଉଠୁଛି ସହର। ଭିଡ଼କୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାର ଏକ ଅନୁରୋଧ କରିଛନ୍ତି। ମଙ୍ଗଳବାର ୫ଲକ୍ଷରୁ ଅଧିକ ଲୋକ ରାମଲାଲାଙ୍କ ଦର୍ଶନ କରିଛନ୍ତି। ଲୋକ…

ରାମ ମନ୍ଦିର ଉପରେ ଆକ୍ରମଣ ନେଇ ଷଡଯନ୍ତ୍ର ରଚୁଛନ୍ତି ଆତଙ୍କବାଦୀ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ଆତଙ୍କବାଦୀମାନେ କେତେକ ସ୍ଥାନରେ ଆତ୍ମଘାତୀ ଆକ୍ରମଣ ନେଇ ଯୋଜନା କରୁଛନ୍ତି ବୋଲି ଭାରତର ଗୋଇନ୍ଦା ବିଭାଗ ଆଲର୍ଟ କରିଛି । ଅଯୋଧ୍ୟା ରାମ ମନ୍ଦିରକୁ ସେମାନେ ଟାର୍ଗେଟ କରିବାକୁ ଚାହୁଁଛନ୍ତି ବୋଲି ଇଂଟେଲିଜେନ୍ସି ଏଜେନ୍ସି ସୂଚନା ଦେଇଛି ।…

ବାବରୀ ମସଜିଦ ଧ୍ୱଂସକୁ ୩୦ବର୍ଷ, ଅଯୋଧ୍ୟାରେ ହାଇଆଲର୍ଟ

ନୂଆଦିଲ୍ଲୀ : ବାବରୀ ମସଜିଦ ଧ୍ୱଂସକୁ ୩୦ବର୍ଷ  । ୧୯୯୨ରେ ବାବରୀ ମସଜିଦ ଭାଙ୍ଗିଥିଲେ କାର ସେବକ ।  ୫ଘଣ୍ଟାରେ ଧ୍ୱଂସଲୀଳା ରଚିଥିଲେ ଦେଢ ଲକ୍ଷ କର୍ ସେବକ । ଅଯୋଧ୍ୟାରେ ହାଇଆଲର୍ଟ ଓ ସ୍କୁଲ, କଲେଜ ଛୁଟି ଘୋଷଣା ହୋଇଛି । ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା…

୨୦୨୩ ଡିସେମ୍ବର ସୁଦ୍ଧା ଶେଷ ହୋଇପାରେ ଅଯୋଧ୍ୟା ମସଜିଦ୍ ନିର୍ମାଣ କାର୍ଯ୍ୟ

ପାଖାପାଖି ସମୟରେ ପ୍ରସ୍ତୁତ ହୋଇଯିବ ରାମ ମନ୍ଦିର ଓ ଅଯୋଧ୍ୟା ମସଜିଦ୍ । ଉଚ୍ଚତମ ନ୍ୟାୟାଳୟର ନିର୍ଦ୍ଦେଶ ମୁତାବକ  ଅଯେଧ୍ୟା ଭୂମିରେ ମୁସଲମାନମାନଙ୍କୁ ଦିଆଯାଇଥିବା ଜମିରେ ମସଜିଦ୍ ନିର୍ମାଣ ହେବ । ମସଜିଦର ନିର୍ମାଣ କାର୍ଯ୍ୟ ୨୦୨୩ ଡିସେମ୍ବର ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି । ଏ…