Latest Odisha News

BREAKING NEWS

Browsing Tag

ravi shankar prasad

ରାହୁଲଙ୍କୁ ବିଜେପିର ପାଲଟା ଆକ୍ରମଣ, ରବିଶଙ୍କର କହିଲେ; ସେ ଜଣେ ଅଭ୍ୟାସଗତ ମିଛୁଆ

ପାଟନା : ମୋଦିଙ୍କୁ ଆଦାନୀ ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କ ସମାଲୋଚନା ପରେ ଏହାର ଜବାବ ରଖିଛି ବିଜେପି। ବରିଷ୍ଠ ବିଜେପି ନେତା ରବି ଶଙ୍କର ପ୍ରସାଦ କହିଛନ୍ତି, ରାହୁଲ ଜଣେ ଅଭ୍ୟାସଗତ ମିଛୁଆ । ରବି ଶଙ୍କର କହିଛନ୍ତି, ରାହୁଲ ଗାନ୍ଧି ଆଜି ପୁଣି ମିଛ କହିଛନ୍ତି। ସେ ଲଣ୍ଡନରେ କିଛି କହି ନଥିଲେ…

‘ମା ତୁଝେ ସଲାମ’ ଲାଗି ବ୍ଲକ୍ ହୋଇଥିଲା ଆଇଟି ମନ୍ତ୍ରୀଙ୍କ ଟ୍ବିଟର ଆକାଉଣ୍ଟ

ନୂଆଦିଲ୍ଲୀ: ଭାରତରେ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ଏବଂ ଭାରତ ସରକାରଙ୍କ ମଧ୍ୟରେ ବିବାଦ କ୍ରମଶଃ ବଢ଼ିବାରେ ଲାଗିଛି। ଏହା ମଧ୍ୟରେ ଟ୍ବିଟର ପକ୍ଷରୁ କେନ୍ଦ୍ର ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ଟ୍ୱିଟର ଆକାଉଣ୍ଟକୁ ଏକ ଘଣ୍ଟା ପାଇଁ ବନ୍ଦ…

ସୋସିଆଲ ମିଡିଆ ଓ ଓଟିଟି ପ୍ଲାଟଫର୍ମ ପାଇଁ ନୂଆ ଗାଇଡ ଲାଇନ ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଓ ଓଟିଟି ପ୍ଲାଟଫର୍ମ ପାଇଁ ଗାଇଡ ଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, ଏହି ନୂଆ ଗାଇଡଲାଇନ ୱେବସାଇଟ ବିଷୟବସ୍ତୁ, ଓଟିଟି ବିଷୟବସ୍ତୁ , ସୋସିଆଲ ମିଡିଆ ଉପରେ…

ଡିଜିଟାଲ ହେବ ଭୋଟର ପରିଚୟ ପତ୍ର

ନୂଆଦିଲ୍ଲୀ : ଏଣିକି ଭୋଟର ପରିଚୟ ପତ୍ରର ଇଲେକ୍ଟ୍ରୋନିକ୍ ସଂସ୍କରଣର ସୋମବାର ଶୁଭାରମ୍ଭ ହେବ । ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହାର ଶୁଭାରମ୍ଭ କରିବେ । ଏହାସହ ପାଞ୍ଚ ନୂତନ ମତଦାତାଙ୍କୁ ଇ-କପିକ ଓ ନିର୍ବାଚକ ଫଟୋ ପରିଚୟ ପତ୍ର ବିତରଣ କରିବେ । ଏହି ଡିଜିଟାଲ ଆଇଡି କାର୍ଡକୁ ମୋବାଇଲ…

ଆସିଲା ନିର୍ଦ୍ଦେଶ, ଶତାୟୁ ମହିଳାଙ୍କ ଘରେ ପହଂଚିଲା ପୋଷ୍ଟ ଅଫିସ୍‌

ନୂଆପଡା: ନୂଆପଡାରେ ଜଣେ ବୃଦ୍ଧା ମାଆଙ୍କୁ ତାଙ୍କ ଝିଅ ଖଟିଆରେ ଘୋଷାରି ଘୋଷାରି ବ୍ୟାଙ୍କ ନେଇଥିଲେ । ଏହି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାପରେ ଡାକ ବିଭାଗର ତତ୍ପରତା ପ୍ରକାଶ ପାଇଛି । ଗତ ୧୭ ତାରିଖରେ ଶତାୟୁ ମହିଳାଙ୍କ ପାଖରେ ପହଂଚି ଇଣ୍ଡିଆ ପୋଷ୍ଟ ପେମେଂଟ ଖାତା ଖୋଲିଛି…

ସୁଶାନ୍ତଙ୍କ ପାରିବାରକୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ

ପାଟଣା: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆଉ ନାହାନ୍ତି । ତାଙ୍କ ଆତ୍ମହତ୍ୟା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ବଲିଉଡ ସମେତ ବିଭିନ୍ନ ରାଜନେତା ଓ ତାଙ୍କ ପ୍ରଶଂସକଙ୍କୁ ମଧ୍ୟ ଏହି ଖବର ବଡ ଝଟ୍‌କା ଦେଇଛି । ଅନେକ ଫିଲ୍ମଷ୍ଟାର, କ୍ରିକେଟରଙ୍କ ସମେତ ରାଜନେତାମାନେ ମଧ୍ୟ ସୁଶାନ୍ତଙ୍କ…