Latest Odisha News
Browsing Tag

Rayagada

ଶୌଚାଳୟ ଯିବା ବେଳେ ବିଦ୍ୟାଳୟ କାନ୍ଥ ପଡ଼ି ଛାତ୍ରୀଙ୍କ ମୃତ୍ୟୁ

ଗୁଣୁପୁର: ବିଦ୍ୟାଳୟରେ ଅଘଟଣ । ଶୌଚାଳୟ ଯିବା ବେଳେ ବିଦ୍ୟାଳୟ ଫାଟକ କାନ୍ଥ ପଡ଼ି ଜଣେ ଛାତ୍ରୀଙ୍କ ମୃତ୍ଯୁ ହୋଇଛି । ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଅଭାବନୀୟ ଘଟଣା ଶୁକ୍ରବାର ଘଟିଛି । ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ରୀ ଆହୁତି ଶବର ବିଦ୍ୟାଳୟ…

ଟ୍ରକ୍-ଅଟୋ ଧକ୍କା, ୭ ଜଣ ଛାତ୍ରଛାତ୍ରୀ ଆହତ

ରାୟଗଡ଼ା: ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଅଟୋ ଦୁର୍ଘଟଣାରେ ୭ ଜଣ ଆହତ ହୋଇଛନ୍ତି । ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ହାଟ ଦହିଖାଲ ନିକଟରେ ଟ୍ରକ ସହ ଅଟୋ ଧକ୍କା ହୋଇଥିଲା । ଫଳରେ ଅଟୋରେ ବସିଥିବା ୬ ଜଣ ଆଦର୍ଶ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ସମେତ ଅଟୋ ଡ୍ରାଇଭର ଆହତ…

ସ୍ୱଧାର ଗୃହରୁ ଦୁଇ ଜଣ ନାବାଳିକା ନିଖୋଜ

ରାୟଗଡ଼ା: ରାୟଗଡ଼ା ସହରରେ ଥିବା ସେହ୍ନ ସ୍ୱଧାର ଗୃହରୁ ୨ ଜଣ ନାବାଳିକା ନିଖୋଜ ହୋଇ ଯାଇଛନ୍ତି । ସ୍ୱଧାର ଗୃହରେ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏପରି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ହସ୍ତକ୍ଷେପ ପରେ ରାୟଗଡ଼ା ଥାନାରେ ୨ ନାବାଳିକା ନିଖୋଜ ନେଇ ଏତଲା…

ନଦୀ ସୁରକ୍ଷା କାନ୍ଥ ସଟର ପ୍ଲେଟ ବାହାର ବେଳେ ଅଘଟଣ, ଶ୍ରମିକଙ୍କ ମୃତ୍ୟୁ

ରାୟଗଡ଼ା: ଠିକା କାମ ବେଳେ ଶ୍ରମିକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉନି । ଫଳରେ ଶ୍ରମିକଙ୍କ ଜୀବନ ଯାଉଛି । କଲ୍ୟାଣସିଂହପୁର ସଦର କଲ୍ୟାଣୀ ନଦୀର ସୁରକ୍ଷା କାନ୍ଥର ସଟର ପ୍ଲେଟ ବାହାର କରିବା ବେଳେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ କାଶୀପୁର ବ୍ଲକ ସିଙ୍ଗାରୀ ଖଡ଼କା ଗାଁର…

ହତ୍ୟା ଅଭିଯୁକ୍ତକୁ ଆଜୀବନ ଜେଲ ଦଣ୍ଡାଦେଶ

ରାୟଗଡ଼ା: ହତ୍ୟା ଅଭିଯୁକ୍ତକୁ ଆଜୀବନ ଜେଲ୍ । ରାୟଗଡ଼ା ଜିଲ୍ଲା ଦୌରା ଜଜ୍ ଏକ ହତ୍ୟାକାଣ୍ଡ ମାମଲାର ବିଚାର କରି ହତ୍ୟାକାରୀକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏଥି ସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ୨୦୧୯ ମସିହା ଫେବ୍ରୁଆରୀ ୯ ତାରିଖରେ…

ନାଗାବଳୀ ନଦୀରେ ଭାସି ଗଲେ ପରିବାରର ୪ ଜଣ

ରାୟଗଡ଼ା: ବୁଲିବାକୁ ଆସି ଭାସି ଗଲେ । ରାୟଗଡ଼ା ଉପକଣ୍ଠ ଝୁଲା ବ୍ରିଜ୍ ସ୍ଥିତ ନାଗାବଳୀ ନଦୀରେ ଅଘଟଣ ଘଟିଛି । ବୁଲିବାକୁ ଆସିଥିବା ଆନ୍ଧ୍ରପ୍ରଦେଶର ଗୋଟିଏ ପରିବାରର ୪ ଜଣ ନଦୀରେ ଭାସି ଯାଇଥିବା ବେଳେ ୩ ଜଣଙ୍କୁ ଉଦ୍ଧାର କରାଯାଇଛି । ୫ ବର୍ଷର ଶିଶୁପୁତ୍ରକୁ ଉଦ୍ଧାର ପାଇଁ ପ୍ରୟାସ କରୁଛି…

[ଦେଖନ୍ତୁ ଭିଡିଓ] ୫ ମାସ ପରେ ଖୋଲାଗଲା ମା ମଝିଘରିଆଣିଙ୍କ ହୁଣ୍ଡି, ମିଳିଲା ବିଦେଶୀ ନୋଟ୍

ରାୟଗଡ଼ା: ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ମନ୍ଦିରର ହୁଣ୍ଡି ଖୋଲା ଯାଇଛି । ଦୀର୍ଘ ପାଞ୍ଚ ମାସ ପରେ ଆଜି ହୁଣ୍ଡି ଖୋଲା ଯାଇଥିବା ବେଳେ ହୁଣ୍ଡିରୁ ପୁଳା ପୁଳା ଟଙ୍କା ସହ ସୁନା ଅଳଙ୍କାର ଓ ବିଦେଶୀ ନୋଟ୍ ମିଳିଛି । ଦାନ ଆକାରରେ ଟଙ୍କା, ସୁନା ଓ ଅଳଙ୍କାର ସହ ବିଦେଶୀ ନୋଟ୍…

[ଦେଖନ୍ତୁ ଭିଡିଓ] ଦିଲ୍ଲୀ ଚୋରାଚାଲାଣ ବେଳେ ୪୫୦୦ କେଜି ଗଞ୍ଜେଇ ଜବତ, ଦୁଇ ଗିରଫ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆଜି ମଧ୍ୟାହ୍ନ ସମୟରେ ୪୫୦୦ କେ.ଜି ଗଞ୍ଜେଇ ଜବତ କରାଯାଇଛି । ଏକ କୁଣ୍ଡା ବୋଝେଇ ଟ୍ରକରୁ ଗଞ୍ଜେଇ ଜବତ କରାଯାଇଥିବାର ସୂଚନା ଦେଇଛନ୍ତି ରାୟଗଡ଼ା ଅବକାରୀ ଅଧିକ୍ଷକ ,ଅଭିରାମ ବେହେରା  ।  ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ଅବକାରୀ…

ଲଗାଣ ବର୍ଷାରେ ଶହ ଶହ ଏକର ଜମି ବାଲିଚର, ବ୍ୟାପକ ଚାଷ ନଷ୍ଟ

ରାୟଗଡ଼ା: ଲଗାଣ ବର୍ଷା ପରେ ଚାଷୀ ମୁଣ୍ଡରେ ଚଡ଼କ । ରାୟଗଡ଼ା ଜିଲ୍ଲାର ଶହ ଶହ ଏକର ଜମି ବାଲିଚର ହୋଇ ଯାଇଛି । ଫଳରେ ବ୍ୟାପକ ଭାବେ ଚାଷ ନଷ୍ଟ ହୋଇଥିବା ବେଳେ ବର୍ଷାରେ କଚ୍ଚାଘର କ୍ଷତିଗ୍ରସ୍ତ ହୋଇଛି । ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଭୈରବଗଡ଼ର ଦକ୍ଷିଣ ଦିଗରେ ପ୍ରବାହିତ ସକଟା…

[ଦେଖନ୍ତୁ ଭିଡିଓ] ଶ୍ରମ କାର୍ଡ ସଂଶୋଧନ ନାଁରେ ଆଦିବାସୀ ମହିଳାଙ୍କ ଠାରୁ ୫୦ ହଜାର ଟଙ୍କା ଠକେଇ

ରାୟଗଡ଼ା: ସହର ପରେ ଗାଁକୁ ଟାର୍ଗେଟ୍ । ଗାଁ ଗାଁରେ ସରଳ ନୀରିହ ଜନତାଙ୍କୁ ଠକେଇ ପାଇଁ ନୂଆ ତରିକା ଆପଣାଇଛନ୍ତି ଠକ । ବାସ୍ କେଇ ମିନିଟରେ ଆଙ୍ଗୁଠି ଛାପ ନେଇ ଖାଲି କରି ଦେଉଛନ୍ତି ଆକାଉଣ୍ଟ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ଦୁର୍ଗମ ତୁଡୁକାବାହାଲ ପଞ୍ଚାୟତ କୁନ୍ଦୁପୁଟ ଗାଁରୁ ଆସିଛି…