Latest Odisha News

BREAKING NEWS

Browsing Tag

Remand

ମୁହାଁମୁହିଁ ହେବ ଜେରା ! ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେବାକୁ ଇଡିର ଆବେଦନ

ଭୁବନେଶ୍ୱର: ରିମାଣ୍ଡ ବେଳେ ଇଡି ଆଗରେ ମୁହଁ ଖୋଲିଲେନି ଅର୍ଚ୍ଚନା । ଏବେ ସ୍ୱାମୀ-ସ୍ତ୍ରୀ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ମୁହାଁମୁହିଁ ବସାଇ ଜେରା କରିବ ଇଡି । ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଉଭୟ ଜଗବନ୍ଧୁ ଚାନ୍ଦ ଓ ଅର୍ଚ୍ଚନା ନାଗଙ୍କୁ କୋର୍ଟରେ ହାଜର କରି ରିମାଣ୍ଡ ଆବେଦନ କରିଛି ।…

ଆଜି କୋର୍ଟରେ ହାଜର ହେବେ ନାଗ-ଚାନ୍ଦ ଦମ୍ପତ୍ତି; ଫ୍ରଣ୍ଟ-ଟୁ-ଫ୍ରଣ୍ଟ ଜେରା ପାଇଁ ଇଡି ପ୍ରସ୍ତୁତ

ଭୁବନେଶ୍ୱର : ଆଜି କୋର୍ଟରେ ହାଜର ହେବେ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ । ଗତକାଲି ଅର୍ଚ୍ଚନାଙ୍କ ରିମାଣ୍ଡ ସରିଛି । ପୁଣି ତାଙ୍କୁ ରିମାଣ୍ଡରେ ନେବାକୁ ଇଡି ଆଜି କୋର୍ଟଙ୍କୁ ନିବେଦନ କରିବ । ହନିଟ୍ରାପ, ମନି ଲଣ୍ଡରିଂ ମାମଲାରେ ଖୋଳତାଡ ଜାରି ରଖିଛି ଇଡି । ବ୍ଲାକମେଲ୍…

ବ୍ଲାକମେଲ୍ କ୍ୱିନ ଅର୍ଚ୍ଚନା ନାଗଙ୍କ ୭ ଦିନିଆ ରିମାଣ୍ଡ ଆଜି ସରୁଛି, ପୁଣି ରିମାଣ୍ଡ ମାଗିବ ଇଡି

ଭୁବନେଶ୍ୱର : ଯେତେବେଳେ ମୁଁ ମୁହଁ ଖୋଲିବିନା, ସାରା ରାଜ୍ୟ ବଦଳିଯିବ ଆଜ୍ଞା । ତଥ୍ୟ ପ୍ରମାଣ ସହ ସବୁ କହିବି । ନେତା କି ମନ୍ତ୍ରୀ କିଏ ରହିଛି, ସବୁ ପ୍ରମାଣ ସହିତ ଦେଖାଇବି । ମୋତେ ଖାଲି ୩୦ ମିନିଟ ସମୟ ଦିଅନ୍ତୁ । ଏହି ବିସ୍ଫୋରଣ ପରେ ଲାଗୁଥିଲା ଅର୍ଚ୍ଚନା ଇଡି ଅପିସକୁ ଆସିଲେ,…

ହାଇଦର ଫେରାର୍ ଷଡ଼ଯନ୍ତ୍ରରେ ସଲ୍ଲୁ ସାମିଲ୍, ରିମାଣ୍ଡରେ ଆଣିବାକୁ ଆବେଦନ କରିବ ପୋଲିସ

କଟକ: ଏସସିବିରେ ସାଧାରଣ ରୋଗୀଙ୍କୁ ବେଡ୍ ମିଳୁନି, କିନ୍ତୁ କୁଖ୍ୟାତ ଅପରାଧୀଙ୍କୁ ମିଳୁଛି କ୍ୟାବିନ୍ । ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଏସସିବିର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା । ସେ କହିଛନ୍ତି- ଏସସିବିରେ ଚିକିତ୍ସା ପାଇଁ କ୍ୟାବିନ୍ ଆବେଦନ କରିଥିଲା ନିଜେ ହାଇଦର ।…