Latest Odisha News

BREAKING NEWS

Browsing Tag

Reopen

ଡିସେମ୍ବର ୨୩ରୁ ଖୋଲିବ ଅଲାରନାଥ ଓ ବାଲିହରଚଣ୍ଡି ମନ୍ଦିର

ପୁରୀ: ବହୁ ପ୍ରତିକ୍ଷା ପରେ ଧିରେଧିରେ ରାଜ୍ୟରେ ଧର୍ମାନୁଷ୍ଠାନ ଗୁଡିକୁ ଖୋଲିବା ଲାଗି ଅନୁମତି ମିଳୁଛି। ଏଭଳି ଭାବେ ପୁରୀ ଜିଲ୍ଲାର ଅଲାରନାଥ ମନ୍ଦିର ଡିସେମ୍ବର ୨୩ରୁ ପୁଣି ଖୋଲିବ ବୋଲି ବ୍ରହ୍ମଗିରି ତହସିଲଦାର କହିଛନ୍ତି। ଏହି ଦିନରେ ମଧ୍ୟ ଖୋଲିବ ବାଲିହରଚଣ୍ଡି ମନ୍ଦିର। ଏହି…

ଖୋଲିବ କରତାରପୁର କରିଡର

ନୂଆଦିଲ୍ଲୀ: ପୁଣି ଥରେ ଖୋଲିବ କରତାରପୁର କରିଡର । ଆସନ୍ତା ସୋମବାରଠାରୁ ଶିଖ ଯାତ୍ରୀଙ୍କ ପାଇଁ କରତାରପୁର କରିଡର ଖୋଲିବାକୁ ପାକିସ୍ତାନ ପ୍ରସ୍ତୁତ ହୋଇଛି । ଏନେଇ ଶନିବାର ଦିନ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କୁରେଶି ଟୁଟ୍ କରିଛନ୍ତି । ଟୁଇଟ୍‌ରେ ସେ ଲେଖିଛନ୍ତି, ସମଗ୍ର…

ଅଗଷ୍ଟ ୧୫ ପରେ ଖୋଲିପାରେ ସ୍କୁଲ, କଲେଜ

ନୂଆଦିଲ୍ଲୀ: କରୋନା ସଙ୍କଟ କାରଣରୁ ଦେଶର ଶିକ୍ଷା ବ୍ୟବସ୍ଥା ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। କରୋନା ଭାଇରସ୍‌ ଲକ୍‌ଡାଉନ୍‌ କାରଣରୁ ମାର୍ଚ୍ଚ ମାସରୁ  ସ୍କୁଲ-କଲେଜ୍ ବନ୍ଦ ରହିଛି। ହେଲେ ଅଗଷ୍ଟ ମାସରେ ସ୍କୁଲ-କଲେଜ୍ ଖୋଲିବାର ସମ୍ଭାବନା ରହିଛି। ଦେଶର ମାନବ ସମ୍ବଳ ବିକାଶ ମନ୍ତ୍ରୀ…

ପର୍ଯ୍ୟଟକଙ୍କ ଲାଗି ଖୋଲିଲା ଭିତରକନିକା, କୁମ୍ଭୀର ସଂଖ୍ୟା ବୃଦ୍ଧି

କେନ୍ଦ୍ରାପଡା: ଭିତରକନିକା ଜାତୀୟ ଉଦ୍ୟାନ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲାଗଲା । କୁମ୍ଭୀର ଗଣନା ପାଇଁ ଗତ ଡିସେମ୍ବର ୨୬ରୁ ଜାନୁଆରୀ ୪ ତାରିଖ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନକୁ ବନ୍ଦ ରଖାଯାଇଥିଲା। ମିଳିଥିବା ସୂଚନାନୁଯାୟୀ ଚଳିତବର୍ଷ ଭିତରକନିକାରେ କୁମ୍ଭୀରଙ୍କ…

ପର୍ଯ୍ୟଟକଙ୍କ ଲାଗି ଆଜିଠୁ ଖୋଲିଲା ‘ଭିତରକନିକା ଅଭୟାରଣ୍ୟ’

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାସ୍ଥିତ ଭିତରକନିକା ଜାତୀୟ ଉଦ୍ୟାନ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲାଗଲା । କୁମ୍ଭୀରମାନଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଥିବା ଯୋଗୁଁ ମେ’ ୧ରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନକୁ ବନ୍ଦ ରଖାଯାଇଥିଲା। ମିଳିଥିବା…