Latest Odisha News

BREAKING NEWS

Browsing Tag

Rescued

ଖେଳପଡିଆରୁ ଉଦ୍ଧାର ହେଲା ନବଜାତ ଶିଶୁପୁତ୍ର

ସୋନପୁର: ସୋନପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ସ୍ଥିତ କୁକିଆ ଗ୍ରାମ ନିକଟ ଖେଳ ପଡିଆରୁ ଶୁକ୍ରବାର ଦିନ ଏକ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି । ପ୍ରାପ୍ତ ସୂଚନାରୁ ଜଣାପଡିଛି, ଜନୈକ ସ୍ଥାନୀୟ ବାସିନ୍ଦା କୌଣସି କାରଣବଶତଃ ବାହାରକୁ ଯାଇଥିବାବଳେ ଗ୍ରାମ ନିକଟ ଖେଳପଡିଆ ପାଖରେ ଶିଶୁର…

ଜଙ୍ଗଲରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା

ଗଜପତି: ଗଜପତି ଜିଲ୍ଲା ମୋହନା ଅନ୍ତର୍ଗତ ଅଡବା ଗ୍ରାମ ନିକଟ ଜଙ୍ଗଲରୁ ଗୁରୁବାର ସକାଳୁ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ପ୍ରାପ୍ତ ସୂଚନାରୁ ଜଣାପଡିଛି, କିଛି ଗାଈ ଚରାଳୀମାନେ ଉକ୍ତ ନବଜାତ ଶିଶୁଟିକୁ ଜଙ୍ଗଲରେ ପଡିଥିବା ଦେଖିବାକୁ ପାଇଥିଲେ । ପରେ ସେମାନେ ଶିଶୁଟିକୁ…

୫ ବର୍ଷ ବନ୍ଦୀ ରହିଥିବା ନାବାଳକ ରାଉରକେଲାରୁ ଉଦ୍ଧାର

ରାଉରକେଲା: ରାଉରକେଲାର ସେକ୍ଟର ଅଞ୍ଚଳରେ ଥିବା ଏକ ଘରୁ ଗତ ୫ବର୍ଷ ହେବ ବନ୍ଦୀ ହୋଇ ରହିଥିବା ଜଣେ ନାବାଳକକୁ ପୋଲିସ ମଙ୍ଗଳବାର ଦିନ ଉଦ୍ଧାର କରିଛି । ଏହି ଘଟଣାରେ ସମ୍ପୃକ୍ତି ନେଇ ପୋଲିସ ୨ ଜଣଙ୍କୁ ଗିରଫ କରିଛି । ଗିରଫ ୨ ଯୁବକ ଚିରଞ୍ଜିବ ଚକ୍ରବର୍ତ୍ତୀ ଓ ପ୍ରଭାତ ପଣ୍ଡା ହୋଇଥିବାବେଳେ…